ଗୋଟିଏ ପିଲାଟି ଯେତେବେଳ ତା ମାଆ ଗର୍ଭ ରେ ବଢ଼ୁ ଥାଏ । ସେତେବେଳ ତା ବାପା ଓ ମାଆ ପିଲା ଟି ପାଇଁ ବହୁତ୍ ସ୍ବପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି । ମୋ ପିଲା ଏମିତି ସୁନ୍ଦର୍ ଦେଖା ହେବ । ଆମ ପିଲା ଏମିତି ପୋଷାକ ପିନ୍ଧିଲେ ଏମିତି ସୁନ୍ଦର୍ ଲାଗିବ । ଆମ ପିଲା ବଡ଼ ହେବ ଏମିତି ବହୁତ୍ କିଛି । ହେଲେ ଯେତେବଳେ ପିଲାଟି ଜନ୍ମ ହେବା ପରେ ପିଲାଟି ଭିତରେ ବହୁତ୍ କିଛି ଅଲଗା ଆକୃତି ଦେଖା ହୋଇଥାଏ
ସାଧାରଣ ପିଲା ଠାରୁ ଅଲଗା ତେବେ ମାଆ ବାପା ଙ୍କୁ କେଉଁ ଭଳି ଲାଗୁଥିବା ତାହା ଆମେ କେବେ ଭି କୋଳନା କରି ପାରିବୁ ନାହିଁ । ଆମେ ଯେଉଁ ସବୁ କଥା ବିଷୟରେ ଏତେ ସବୁ ଆଲୋଚନା କରୁଛୁ ଠିକ୍ ସେହି ଭଳି ଏକ ଘଟଣା ଆମ ସମସ୍ତଙ୍କ ସାମ୍ନାକୁ ଆସିଛି । ବେଳେ ବେଳେ ଭଗବାନ ଙ୍କ ସୃଷ୍ଠି ଦେଖିଲେ ଖୁବ୍ ଆଶ୍ଚର୍ୟ୍ଯ ଲାଗେ । ଭଗବାନ କଣ ପାଇଁ ଏମିତି ନିଆରା କିଛି କରିଥାନ୍ତି ଯାହା ଦେଖିଲେ ଖୁବ୍ ଅଜବ ଲାଗିଥାଏ ।
ଆଜ୍ଞା ଆପଣ ମାନଙ୍କୁ ଏହିଭଳି ଗୋଟିଏ ସତ୍ୟ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ନବରଗପୂର୍ ଜିଲ୍ଲା ର ପାପଡ଼ହାଣ୍ଡି ବ୍ଲକ୍ ରେ ମାଇଦଲ୍ପୂର୍ ସ୍ବାସ୍ଥ୍ୟ କେନ୍ଦ୍ର ଜଣେ ମହିଳା ଏପରି ଏକ ଶିଶୁ ପୁତ୍ର ଙ୍କୁ ଜନ୍ମ ଦେଇଛନ୍ତି ଯାହାଙ୍କୁ ଦେଖିବା ପାଇଁ ବହୁତ୍ ଲୋକ ଆସୁଛନ୍ତି । ହିରାଧର ଜନୀଙ୍କ ପତ୍ନୀ ପ୍ରମିଳା ଜନୀଙ୍କ ଗର୍ଭ ରେ ଖୁବ୍ କଷ୍ଟ ଅନୁଭବ ହେବା ଯୋଗୁଁ ସେ ଡାକ୍ତର ଖାନା ପହଞ୍ଚି ଥିଲେ ଓ ଏହା ପରେ ସେ ଗୋଟିଏ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ପରେ ଦେଖିଲେ ଶିଶୁ ପୁତ୍ରଟି ସାଧାରଣ ପିଲାଙ୍କ ଠାରୁ ଖୁବ୍ ଅଲଗା ।
ମୁହଁ ସାରା ଗାତ ଗାତ ହେଇଥିବା ବେଳେ ଗୋଟିଏ ଆଖି ଖୁବ୍ ବଡ଼ ହୋଇଥିବା ବେଳେ ଆଉ ଗୋଟିଏ ଆଖି ଛୋଟ । ବାମ ହାତରେ ୩ ଟି ଆଙ୍ଗୁଳି ମଧ୍ୟ ନାହିଁ । ଏହା ସବୁ ଦେଖି ପିଲାଟିର ବାପା ଓ ମାଆ ତାଙ୍କୁ ପାପଡ଼ାହାଣ୍ଡି ହସ୍ପିଟାଲ ନେଇଥିଲେ ଓ ଡକ୍ଟର ଏହା ଦେଖି କହିଥିଲେ ପିଲାଟିର ଅଷ୍ଟ୍ରପ୍ରଚାର ହେବ ଏହାପରେ ପିଲାଟି ଠିକ୍ ହୋଇଯିବ । ସେହି ହସ୍ପିଟାଲ୍ ଯେତେବେଳ ପିଲାଟିକୁ ନବରଙ୍ଗପର ଡାକ୍ତର ଖାନା କୁ ସ୍ଥାନାନ୍ତରଣ କରା ହୋଇଥିଲା ଓ ଏହା ପରେ ସେହିଠାରେ ଡକ୍ଟର କହିଥିଲେ ପିଲାଟିର ସାଧାରଣ ଚନ୍ଦ୍ରଗ୍ରହଣ ହୋଇଛି । ଏହା ସାଧାରଣ କଥା