ରେଡ ସମୟରେ ପାଣି ଟାଙ୍କି ଭିତରୁ ବାହାରିଲା ପ୍ରବଳ ଟଙ୍କା,ଟଙ୍କା ଶୁଖାଇବାକୁ ଅଫିସରମାନେ କଲେ ଏମିତି କିଛି,ଦେଖନ୍ତୁ ଭିଡ଼ିଓ

ଦୁନିଆରେ ଅନେକ ଘଟଣା ରହିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ବି ଆଶ୍ଚର୍ଯ୍ୟ ହୋଇ ଯାଇଯାଇଥିଲେ । ଏହି ଭିଡିଓରେ ଆପଣ ଦେଖୁଥିବା ଏହି ସବୁ ଟଙ୍କା ପାଖାପାଖି ଏକ କୋଟିରୁ ମଧ୍ୟ ଉର୍ଦ୍ଧ୍ଵ ହେବ ବୋଲି ଜଣ ପଢ଼ିଛି ତେବେ ।ପାଣି ଟାଙ୍କି ଭିତରେ ରହି ଏହି ଟଙ୍କା ସବୁ ଓଦା ହୋଇ ଯାଇଥିବାରୁ ଏହି ଟାଙ୍କିକୁ ଆଇରନ ଏବଂ ହେୟାର ଡ୍ରାୟର ବ୍ୟବହାର କରି ଟଙ୍କା ସବୁକୁ ଶୁଖାଯାଉଛି । ରେଡ ପଢ଼ିବାର ସୂଚନା ପାଇ କିଛି ସମୟ ମଧ୍ୟରେ ଏହି ଟଙ୍କା ସବୁକୁ ନେଇ ପାଣି ଟାଙ୍କି ମଧ୍ୟରେ ଲୁଚାଇ ଦେବାକୁ ଚେଷ୍ଟା କରା ଯାଉଥିଲା । କିନ୍ତୁ ଆୟକର ବିଭାଗ ଏହି ଟଙ୍କା ସବୁ ଜବତ କରି ଦେଇଥିଲେ ।

ଏହି ତାଙ୍କ ସବୁ ଜଣେ ବ୍ୟକ୍ତିଙ୍କ ଘରେ ଦେଖିବାକୁ ମିଳିଥିଲା । ଆଉ ସେହି ବ୍ୟକ୍ତି ଜଣକ ବ୍ୟବସ୍ୟୟରେ ଜଣେ ମୋଦ ବ୍ୟବସାୟ ଥିଲେ ଏହି ମଦ ବ୍ୟବସାୟୀ ଜଣକ ହେଉଛନ୍ତି ଭୋପାଲ ର ଦାମୋହ ଅଞ୍ଚଳର ଶଙ୍କର ରାୟ । ହଠାତ୍ ତାଙ୍କ ଘର ରେଡ କରିବା ପରେ ଆୟକର ବିଭାଗ ହଟା ରେ ପ୍ରାୟ ଆଠ କୋଟି ଟଙ୍କା ଏବଂ ତିନି କିଲୋଗ୍ରାମର ସୁନା ଲାଗିଥିଲା । ସେଥିମଧ୍ୟ ରୁ ଲୁଚା ଯାଇଥିବା ଏହି ଏକ କୋଟି ଟଙ୍କା ପାଣି ଟାଙ୍କି ମଧ୍ୟରେ ରହିଥିଲା ।

ଅଫିସର ମାନେ ଅନେକ ଖାଯାଖାଜି କରିବା ବେଳେ ଦେଖିବାକୁ ପାଇଥିଲେ କି ଗୋଟିଏ କଳା ରଙ୍ଗ ବ୍ୟାଗରେ ଟଙ୍କା ଭର୍ତ୍ତି କରାଯାଇ ପାଣି ଟାଙ୍କି ଭିତରେ ରଖାଯାଇଥିଲା ।ଆଉ ତା’ପରେ ଟଙ୍କା ଗୁଡିକୁ ବାହାରକୁ ଅଣାଯାଇ ଶୁଖା ଯାଇଥିଲା । ଆଉ ସେହି ସମୟର ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ଜଏଣ୍ଟ କମିଶନର କହିଛନ୍ତି ଫିଜିକାଲି ସମସ୍ତ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେଇଥିଲେ ମଧ୍ୟ ବ୍ୟବସାୟୀଙ୍କ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ବାକି ରହିଛି । ଯାହାକୁ ନେଇ ହୁଏତ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ।

ଦୁନିଆରେ ଅନେକ ଘଟଣା ରହିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ବି ଆଶ୍ଚର୍ଯ୍ୟ ହୋଇ ଯାଇଯାଇଥିଲେ । ଏହି ଭିଡିଓରେ ଆପଣ ଦେଖୁଥିବା ଏହି ସବୁ ଟଙ୍କା ପାଖାପାଖି ଏକ କୋଟିରୁ ମଧ୍ୟ ଉର୍ଦ୍ଧ୍ଵ ହେବ ବୋଲି ଜଣ ପଢ଼ିଛି ତେବେ ।ପାଣି ଟାଙ୍କି ଭିତରେ ରହି ଏହି ଟଙ୍କା ସବୁ ଓଦା ହୋଇ ଯାଇଥିବାରୁ ଏହି ଟାଙ୍କିକୁ ଆଇରନ ଏବଂ ହେୟାର ଡ୍ରାୟର ବ୍ୟବହାର କରି ଟଙ୍କା ସବୁକୁ ଶୁଖାଯାଉଛି । ରେଡ ପଢ଼ିବାର ସୂଚନା ପାଈ କିଛି ସମୟ ମଧ୍ୟରେ ଏହି ଟଙ୍କା ସବୁକୁ ନେଇ ପାଣି ଟାଙ୍କି ମଧ୍ୟରେ ଲୁଚାଇ ଦେବାକୁ ଚେଷ୍ଟା କରା ଯାଉଥିଲା । କିନ୍ତୁ ଆୟକର ବିଭାଗ ଏହି ଟଙ୍କା ସବୁ ଜବତ କରି ଦେଇଥିଲେ ।

ଏହି ତାଙ୍କ ସବୁ ଜଣେ ବ୍ୟକ୍ତି କ ଘରେ ଦେଖିବା କୁ ମିଳିଥିଲା । ଆଉ ସେହି ବ୍ୟକ୍ତି ଜଣକ ବ୍ୟବସ୍ୟୟରେ ଜଣେ ମୋଦ ବ୍ୟବସାୟ ଥିଲେ ଏହି ମଦ ବ୍ୟବସାୟୀ ଜଣକ ହେଉଛନ୍ତି ଭୋପାଲ ର ଦାମୋହ ଅଞ୍ଚଳର ଶଙ୍କର ରାୟ । ହଠାତ୍ ତାଙ୍କ ଘର ରେଡ କରିବା ପରେ ଆୟକର ବିଭାଗ ହଟା ରେ ପ୍ରାୟ ଆଠ କୋଟି ଟଙ୍କା ଏବଂ ତିନି କିଲୋଗ୍ରାମର ସୁନା ଲାଗିଥିଲା । ସେଥିମଧ୍ୟ ରୁ ଲୁଚା ଯାଇଥିବା ଏହି ଏକ କୋଟି ଟଙ୍କା ପାଣି ଟାଙ୍କି ମଧ୍ୟରେ ରହିଥିଲା ।

ଅଫିସର ମାନେ ଅନେକ ଖାଯାଖାଜି କରିବା ବେଳେ ଦେଖିବାକୁ ପାଇଥିଲେ କି ଗୋଟିଏ କଳା ରଙ୍ଗ ବ୍ୟାଗରେ ଟଙ୍କା ଭର୍ତ୍ତି କରାଯାଇ ପାଣି ଟାଙ୍କି ଭିତରେ ରଖାଯାଇଥିଲା ।ଆଉ ତା’ପରେ ଟଙ୍କା ଗୁଡିକୁ ବାହାରକୁ ଅଣାଯାଇ ଶୁଖା ଯାଇଥିଲା । ଆଉ ସେହି ସମୟର ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ଜଏଣ୍ଟ କମିଶନର କହିଛନ୍ତି ଫିଜିକାଲି ସମସ୍ତ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେଇଥିଲେ ମଧ୍ୟ ବ୍ୟବସାୟୀଙ୍କ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ବାକି ରହିଛି । ଯାହାକୁ ନେଇ ହୁଏତ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ।

Leave a Reply

Your email address will not be published. Required fields are marked *