ଯୁବକ ଜଣକ ମଦ ପିଇ ପୋଲିସକୁ କଲା କିସ, ଆଉ ତାପରେ ଯାହା ହେଲା ଦେଖନ୍ତୁ ଭିଡିଓ…

ବର୍ତ୍ତମାନ ସମୟରେ ସମାଜରେ ପ୍ରତ୍ୟେକଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ବିଷୟରେ ଶୁଣିବା ପାଇଁ ମିଳିଥାଏ। ସମାଜରେ ଯେତେ ସବୁ ଅନ୍ୟାୟ ବା ଅପରାଧୂକ କାର୍ଯ୍ୟ ହେଉଅଛି, ଏହି ସବୁର ମୂଳ କାରଣ ହେଉଛି ମଦ, ମଦ ପିଇ ଲୋକମାନେ ନିଜର ହିତାହିତ ଜ୍ଞାନ ସବୁକୁ ଭୁଲି ଯାଉଛନ୍ତି।

ଯାହା ଫଳରେକି ଏଭଳି କାର୍ଯ୍ୟ ସବୁ କରିଥାନ୍ତି। ସେମାନେ ମନରେ ଆଦୌ ଭୟ ରଖନ୍ତି ନାହିଁ ଏବଂ ଏଥିସହ କାହାରିକୁ ମଧ୍ୟ ଖାତିର କରୁନାହାନ୍ତି। ଏମିତିକି ସେମାନେ ଆଇନକୁ ମଧ୍ଯ ଖାତିର କରୁନାହାନ୍ତି। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଯାହା ବିଷୟରେ ଆମେ ଆପଣମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ବ୍ୟକ୍ତି ମଦ ପିଇ ପୋଲିସଙ୍କୁ ଦୁବ୍ୟବହାର କରିଛନ୍ତି ବୋଲି ଶୁଣିବାକୁ ମିଳିଛି। ଯାହାକି ଏହା ଏକ ଅସାମାଜିକ କାର୍ଯ୍ୟ ଅଟେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ତାହା ଉପରେ ନଜର ପକାଇବା।

ସୂଚନା ଅନୁସାରେ, ଗୋଟିଏ ସ୍ଥାନରେ ନାଚ ଓ ଗୀତ ଚାଲିଥିଲା। ସେଥିରେ ଅନେକ ଲୋକମାନେ ନାଚ, ଗୀତ ସହ ଜୋର ସୋର ମଜା ମସ୍ତି କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବହୁତ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଥିଲେ। ସେ କାହାକୁ କଣ କହୁଥିଲେ ନିଜେ ମଧ୍ୟ ଜାଣି ପାରୁନଥିଲେ। ତେବେ ସେହି ନାଚ, ଗୀତରେ ପୋଲିସମାନେ ମଧ୍ୟ ଡ୍ୟୁଟି କରୁଥିଲେ।

ତେବେ ସେହି ବ୍ୟକ୍ତି ଜଣଙ୍କ ମଦ ପିଇ ଏଭଳି ଅବସ୍ଥାରେ ରହିଥିଲେଯେ, ସେ ପୋଲିସକୁ ଟାଣି ଆଣି ତାଙ୍କ ଗାଲରେ କିସ କରି ଦେଇଥିଲେ। ଯାହାକି ପୋଲିସକୁ ଏକ ପ୍ରକାର ଦୁବ୍ୟବହାର କାର୍ଯ୍ୟ ହୋଇଛି।

ତେବେ ଏହା ଦେଖୁ ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଏହା ପରେ ପୋଲିସ କର୍ମଚାରୀ ବହୁତ ଜୋର ରାଗି ଯାଇଥିଲେ। ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ବର୍ତ୍ତମାନ ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହା ପରେ ପୋଲିସ ବ୍ୟକ୍ତି ଜଣଙ୍କୁ ଗିରଫ କରି ଥାନାରେ ଭର୍ତ୍ତି କରି ଦେଇଥିଲେ।

ଏହି ଭିଡ଼ିଓଟିକୁ ହଜାର ହଜାର ଲୋକମାନେ ଦେଖି ସାରିଲେଣି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ବନ୍ଧୁଗଣ ସବୁବେଳ ସଚେତନ ରହିବା ଉଚିତ ଓ ସଂଯମତା ମଧ୍ୟ ରକ୍ଷା କରିବାକୁ ପଡିବ, ନଚେତ ଏଭଳି ପରିସ୍ଥିତିର ସାମ୍ନା ହୋଇପାରନ୍ତି।

Leave a Reply

Your email address will not be published. Required fields are marked *