ଅନଲାଇନରେ ପେଟିଏମ ଦ୍ଵାରା କେମିତି ହେଉଛି ଠକେଇ ! ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ !

ବର୍ତ୍ତମାନର ଯୁବପିଢ଼ି ମୋବାଇଲ ଓ ଇଣ୍ଟରନେଟକୁ ଅନେକ ଖରାପରେ ବ୍ୟବହାର କରୁଛନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବରୁ କେହି କୌଣସି କଥା ଭାବୁ ନାହାଁନ୍ତି । ଯାହା ଫଳରେ ଯୁବ ପିଢ଼ି ନିମ୍ନ ଗାମୀ ହେଉଛନ୍ତି । ଇଣ୍ଟରନେଟରେ ଗେମ୍ ଖେଳି ଅନେକ ସମୟକୁ ଅପବ୍ୟୟ କରିବା ସହିତ ପଇସା ମଧ୍ୟ ବରବାଦ୍ କରୁଛନ୍ତି । ଯାହା ଫଳରେ ଭବିଷ୍ୟତ ଅନ୍ଧାର ହୋଇ ଯାଉଚି । ଆଜିର ଯୁବ ପିଢ଼ି କାଲି ଦେଶର ଭବିଷ୍ୟତ ।

ତେବେ ସବୁ କିଛିର ଭୁଲ୍ ବ୍ୟବହାର ପାଇଁ ଦେଶର ଭବିଷ୍ୟତ ମଧ୍ୟ ଅନ୍ଧାରରେ ଯାଇ ପଡିଛି । ତେବେ ଅନେକ ସ୍ଥାନ ରେ ଅନେକ ଏପରି ଘଟଣା ଘଟେ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ତେବେ ଆଜିକାଲିର ଲୋକ ଏପରି ଅଛନ୍ତି ଯେଉଁମାନେ ଅନଲାଇନକୁ ବ୍ୟବହାର କରି ସମସ୍ତଙ୍କୁ ଠକୁଛନ୍ତି । ଯାହା ଫଳ ରେ ବର୍ତ୍ତମାନର ଭବିଷ୍ୟତ ଅନ୍ଧାର । ଲୋକେ ବହୁତ୍ ପରିମାଣରେ ଠକାମୀର ସ୍ବୀକାର ହେଉଛନ୍ତି ।

ତେବେ ଆଜି ଆମମାନଙ୍କ ପାଖରେ ଏପରି ଏକ ଭିଡିଓ ଆସି ପହଁଚିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଓ ନିଜେ ନିଜକୁ ସତର୍କ କରେଇ ନେବେ । ଗୋଟିଏ ମହିଳା ଗୋଟିଏ ଦୋକାନରୁ ବହୁତ୍ ଥର ଜିନିଷ ଆଣି ସାରିବା ପରେ ତାଙ୍କୁ ଅନଲାଇନର ଟଙ୍କା ଦେବା ପାଇଁ ଯାଇ ବହୁତ୍ ପରିମାଣରେ ଠକିଛନ୍ତି । ତାଙ୍କୁ ଏବେ ଜଣେ ହାତା ହାତୀ ଧରିଛନ୍ତି ଓ ସମସ୍ତ ଜନ ସାଧାରଣଙ୍କୁ ସତର୍କ କରେଇ ପାରିଛନ୍ତି ।

ଜଣେ ମହିଳା ଗୋଟିଏ ଦୋକାନରୁ ଜିନିଷ ନେବା ପରେ ଅନଲାଇନର ଟଙ୍କା ଦେଇଥିଲେ ଆଉ ତାପରେ ଘଟିଲା ବିରାଟ ଘଟଣା । ତାଙ୍କୁ ବହୁତ୍ ଧମକେଇବା ପରେ ସେ ସତ ମାନିଥିଲେ ସେ ଅନ୍ୟ ଏକ ଆପରେ ସେହି ଦୋକାନ ନାମ ମାରି ଫୋନ୍ ନମ୍ୱର୍ ଦେଇ ଠକେଇ କରିଥିଲେ । ଆଉ ଏହା ପରେ ଯଦି ଆପଣମାନଙ୍କୁ କେହି ଅନଲାଇନରେ ଟଙ୍କା ଦେଉଛନ୍ତି ତେବେ ଆପଣ ଯାଞ୍ଚ କରି ନିଅନ୍ତୁ । ଏହା ପାଇଁ ସବୁ ଲୋକ ସତର୍କ ହୋଇଯାଆନ୍ତୁ ।

Leave a Reply

Your email address will not be published. Required fields are marked *