ଦେଖୁ ଦେଖୁ ଗାଈର ମୁଣ୍ଡ ହଠାତ ଗଛ ଭିତରେ ପଶିଗଲା,ଆଉ ତା ପରେ ଯାହା ହେଲା, ଦେଖିଲେ ଆଖିରେ ଲୁହ ଆସିଯିବ, ଭିଡିଓ ଦେଖନ୍ତୁ…

ସୋସିଆଲ ମିଡ଼ିଆ ଦ୍ବାରା ଅନେକ ସମୟରେ ଘଟଣା ବିଷୟରେ ଅବଗତ ହୋଇଥାଉ କିନ୍ତୁ ବେଳେ ବେଳେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳେ ଯାହାକି ମନକୁ ବହୁତ ଖୁସି କରିଦିଏ। କିଛି ଏମିତି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ ଯାହା ଦ୍ବାରା ଜଣା ପଡ଼େକି ଆଜି ମଧ୍ୟ ଏହି ଦୁନିଆଁ ରେ ମଣିଷପଣିଆ ବଞ୍ଚି ରହିଛି। ପ୍ରାୟ ଲୋକ ଅଛନ୍ତି ଯେଉଁମାନେ ବିପଦରେ ପଡିଥିବା ମଣିଷ ହେଉ ବା ବନ୍ୟଜନ୍ତୁକୁ ହେଉ ସାହାଯ୍ୟ କରିଥାନ୍ତି

ମଣିଷର କାର୍ଯ୍ୟଯେ ପରିବେଶକୁ କିପରି ଭାବରେ ସଫା ସୁତୁରା ରଖିବା ଆଉ ସୁରକ୍ଷା ଦେବା। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ତାହା ବଦଳରେ ଆହୁରି ପରିବେଶକୁ ଆବର୍ଜନା କରି ଦେଇଥାନ୍ତି। ଯାହା ଦ୍ବାରା କିଛି ବନ୍ୟଜନ୍ତୁ ହିଁ ଅସୁବିଧାର ସାମ୍ନା ହୋଇଥାଆନ୍ତି। ତେବେ ସେମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ବିଷୟରେ।

୧। ଏକ ଭିଡ଼ିଓରେ ଦେଖିବାକୁ ମିଳିଥିଲାକି ଏକ ନାଗ ସାପ ବେକରେ ପ୍ଲାଷ୍ଟିକ ଜୁସ ବୋତଲ ପଶି ଯାଇଥିଲା। ଏହାକୁ ଲୋକମାନେ ଦେଖିବା ପରେ ତୁରନ୍ତ ଜଙ୍ଗଲ ବିଭାଗକୁ ଅବଗତ କରାଇଥିଲେ। ଏହାପରେ ସେମାନେ ଆସି ସାପଟିର ଚିକିତ୍ସା କରି ବେକରୁ ବାହାର କରିଥିଲେ।

୨। ସେହିପରି ଆଉ ଏକ ଭିଡ଼ିଓରେ ଦେଖାଯାଇଥିଲାକି ଏକ କୁକୁର ଛୁଆଟି ନାଳ ଭିତରେ ପଡିଯାଇଥିଲା। ଆଉ ଏହାକୁ ଦେଖୁ ଏକ ଯୁବତୀ ସେହି ନାଳକୁ ଯାଇ କୁକୁର ଛୁଆଟିକୁ ଉଦ୍ଧାର କରିଥିଲା।

୩। ଆଉ ଏକ ଭିଡ଼ିଓରେ ଏକ କୁକୁରଟି ପଙ୍କ ଭିତରେ ପଶି ଯାଇଥିଲା। ଯାହା ଦ୍ବାରା ସେ କାଦୁଅରେ ଫସି ଯାଇଥିଲା ଆଉ ବାହାରି ପାରୁନଥିଲା। ଆଉ ଏହାକୁ କିଛି ଲୋକ ଦେଖି ବହୁତ କଷ୍ଟରେ ତାକୁ ସେହି ପଙ୍କରୁ ଉଦ୍ଧାର କରି ପାରିଥିଲେ।

୪। ଏକ କୁକୁର ମୁହଁରେ କେହି ଜଣେ ଡବା ପୁରାଇ ଦେଇ ଥିଲା ଆଉ କୁକୁରଟି ତାହାକୁ କାଢି ନ ପାରି ବହୁତ ଅସୁବ୍ୟସ୍ତ ହୋଇଯାଉଥିଲା। ଏହାକୁ ଦେଖି ଜଣେ ବ୍ୟକ୍ତି ସୁରକ୍ଷିତ ଭାବରେ ପ୍ଲାଷ୍ଟିକ ଡବାଟିକୁ କାଟି ତା ମୁହଁରୁ କାଢି ପାରିଥିଲା।

୫। ଆଉ ଏକ ଭିଡିଓରେ ଗୋଟିଏ ଭାଲୁ ଜଙ୍ଗଲ ଭିତରେ ପଡି ଥିବା ପ୍ଲାଷ୍ଟିକ ଡବା ଭିତରେ ମୁଣ୍ଡ ପୁରାଇ ଦେଇଥିଲା ଆଉ ସେ ବହୁତ କଷ୍ଟ ପାଉଥିଲା। ଏହାକୁ ଜଣେ ବ୍ୟକ୍ତି ଦେଖି ସେହି ଭାଲୁଟିକୁ ପଶୁ ଡାକ୍ତର ପାଖକୁ ଆଣିଥିଲେ ଓ ତାର ଚିକିତ୍ସା ମଧ୍ୟ କରାଇଥିଲା।

୬। ଏକ ଗାଈ ଘାସ ଖାଇବା ଆଶାରେ ଏକ ଗଛର କଣାରେ ମୁହଁ ଭର୍ତ୍ତି କରିଦେଇଥିଲା ଆଉ ପରେ ମୁହଁ ସେଠୁ ବାହାର କରି ପାରିନଥିଲା। କିନ୍ତୁ ଏହାକୁ ଦେଖି ଜଣେ ବ୍ୟକ୍ତି ଗଛ ପାଖକୁ କୁରାଢ଼ୀ ଥିଲେ ଓ ହାଣି ଗାଈର ମୁହଁକୁ କାଢ଼ିବାରେ ସକ୍ଷମ ହୋଇପାରିଥିଲେ।

Leave a Reply

Your email address will not be published. Required fields are marked *