ବର୍ତମାନର ସମୟ ବହୁତ୍ ଖରାପ ହୋଇଗଲାଣି । ଯାହା ଉପରେ ବିଶ୍ୱାସ କରିବା ହିଁ ସମ୍ପୂର୍ଣ ରୂପରେ ଭୁଲ । ଆଉ ଯଦି କାହାକୁ ବିଶ୍ୱାସ କରୁଛ ତେବେ ମନରେ ଗୋଟିଏ କଥା ରଖିଥାଅ ଦିନ ନା ଦିନ ସେହି ବିଶ୍ୱାସରେ ବିଷ ପାଇବ । ଏହି ସବୁକଥା ଆମେମାନେ କହୁନୁ ଏହା ବହୁତ୍ ପୂର୍ବ କାଳରୁ ଚାରିଆଡ଼େ ପ୍ରଚଳିତ ।
ଆଜିକାଲି ର ତ ବୟସ୍କ ଲୋକ ଭଲ କଣ ମନ୍ଦ କଣ ବୁଝି ପାରୁନାହାଁନ୍ତି କି ଜାଣି ପାରୁନାହାନ୍ତି । ଆଜ୍ଞା ଆପଣ ମାନେ ଗୋଟିଏ କଥା କହିଲେ ଦେଖି ଯଦି ଗୋଟିଏ ନ୍ୟାୟଧିଶ ଭୁଲ କାର୍ଯ୍ୟରେ କାର୍ଯ୍ୟରତ ରହିବେ ତେବେ ତାଙ୍କ ପାଖରୁ ଆଉ ଅନ୍ୟ ଲୋକମାନେ କଣ ଶିକ୍ଷା ପାଇବେ । ସତରେ ଆଜି କାଲିର ଲୋକ କିଛି ଦେଖୁ ନାହାନ୍ତି କି କିଛି ବୁଝୁ ନାହାନ୍ତି ।
ଆଜି ଆମେ ଏତେ ସବୁ କଥା କହିବାର କାରଣ ଆସିଛି ଏପରି ଏକ ଭିଡିଓ ଯେଉଁ ଭିଡିଓ ଦେଖିଲେ ଆପଣଙ୍କର ଲାଜରେ ମୁହଁ ନହିଁଯିବ । ଜଣେ ପୁରୁଷ ପୋଲିସ ଅଧିକ୍ଷକ ସେହି ଷ୍ଟେସନ କୁ ଆସିଥିବା ଜଣେ ମହିଳାଙ୍କୁ ଦେଖି ନିଜ ଆଡକୁ ଆକୃଷ୍ଟ କରିବା ଭଳି ଅଙ୍ଗଭଙ୍ଗି ଦେଖାଉଥିଲେ । ଆଉ ତାପରେ ସେ ଆସ୍ତେ ଆସ୍ତେ ସେହି ମହିଳାଙ୍କ ପାଖକୁ ଅସି ତାଙ୍କୁ ଜୋରରେ କୁଣ୍ଡାଇ ଧରିଲେ ।
ଆଉ ତାପରେ ଖରାପ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ ସେହି ସମୟରେ ଜଣେ ମହିଳା ପୋଲିସ ଆସିଯିବାରୁ ସେ ସଙ୍ଗେ ସଙ୍ଗେ ସେହି ଝିଅକୁ ଛାଡି ଚାଲିଯାଇଥିଲେ । ବାସ୍ତବ ରେ ଯାହା ଜଣା ପଡ଼ିଛି ସେହି ମହିଳା ଜଣଙ୍କ ତାଙ୍କ ବାପା ଅର୍ଥାତ୍ ଜଣେ ପୋଲିସ ଅଧିକ୍ଷକଙ୍କ ପାଖକୁ ଆସିଥିଲେ ଦେଖାକରିବା ପାଇଁ । ଏହିଭଳି ଲଜ୍ୟାଜନକ ଘଟଣା ଟି ବିହାରର କିସାନ୍ଗଞ୍ଜରେ ଦେଖିବା ପାଇଁ ମିଳିଛି । ଆଉ ଏହିପରି ଘଟଣା ଘଟାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୃପାଶଙ୍କର ପାଣ୍ଡେ ।