ଦେଖନ୍ତୁ ଭିଡ଼ିଓ : ବାହାଘର ଦିନ ଡ୍ୟାନ୍ସ କରୁଥିଲେ ବର,ଆଉ ନିଜ ଚପଲ ଖୋଲିଲା କନ୍ୟା ଆଉ ତା’ପରେ ଯାହା ହେଲା..ସେସବୁ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ସମ୍ପର୍କୀୟ

ବାହାଘର ସମସ୍ତଙ୍କ ପାଇଁ ଏକ ଖାସ୍ ମଉକା ହୋଇଥାଏ,ଏହି ମଉକା ସବୁଠାରୁ ଖାସ୍ ବର ଆଉ କନିଆ ଙ୍କ ପାଇଁ ହୋଇଥାଏ,ଏଥିରେ ବର ଆଉ କନିଆ ନିଜ ବାହାଘରକୁ ପୁରା ଉପଭୋଗ କରିବାକୁ ଚେଷ୍ଟା କରନ୍ତି, କାରଣ ଜୀବନ ରେ ବାହାଘର କେବଳ ଥରେ ହିଁ ହୋଇଥାଏ,ଆଜି କାଲି ର ବାହାଘରରେ ବର ଆଉ କନିଆ ମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି, ଲୋକମାନେ ମଧ୍ୟ ବର ଆଉ କନିଆ ଙ୍କର ଡ୍ୟାନ୍ସ ଦେଖିବାକୁ ବହୁତ ପସନ୍ଦ କରନ୍ତି |

ପ୍ରକୃତ ରେ, ଆଜି କାଲିର ବର ଆଉ କନିଆ ସେମାନଙ୍କ ବିବାହ ପୂର୍ବରୁ ହିଁ ଡ୍ୟାନ୍ସ ପାଇଁ ପ୍ରସ୍ତୁତ ହୁଅନ୍ତି,ଏହା ପରେ କୌଣସି ଖାସ୍ ମଉକା ରେ ସେ ଡ୍ୟାନ୍ସ ପାର୍ଫମ୍ସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଦିଅନ୍ତି,ନିଜ ଷ୍ଟେଜ ଉପରେ ବର ଆଉ କନିଆ ଙ୍କର ନାଚୁଥିବା ସମୟର ଅନେକ ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଆମେ ଆଜି ଆଣିଥିବା ଭିଡିଓରେ ବର ଆଉ କନିଆ ମଝି-ରାସ୍ତା ଉପରେ ନିଜର ଡ୍ୟାନ୍ସ ଦେଖେଇ ଧମାଲ ମଚଉଥିବାର ଦେଖିବେ|

View this post on Instagram

A post shared by wedding’s fever (@weddingsfever)

ଧମାଲ ମଚେଇଦେଲା ବର-କନିଆ ଙ୍କ ଡ୍ୟାନ୍ସ କରିବାର ଶୈଳୀ :-

ଭିଡିଓରେ ବର ଆଉ କନିଆଙ୍କର ଡ୍ୟାନ୍ସ କରିବାର ଶୈଳୀ ଦେଖିବା ପରେ ଆପଣ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ,ଆପଣମାନେ ଦେଖିପାରିବେ ଯେ ବର ଆଉ କନିଆ ସେମାନଙ୍କ ଡ୍ୟାନ୍ସ ସହିତ ଢୋଲ-ନଗଡା ର ସ୍ୱର ସହିତ ନିଜ ଡ୍ୟାନ୍ସ ର ଧମାଲ ମଚେଇଦେଲ, ଏହି ଦୁଇଜଣଙ୍କ ଡ୍ୟାନ୍ସ ଦେଖି ସମ୍ପର୍କୀୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି,ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବର ପ୍ରଥମେ ମଝି ରାସ୍ତାରେ ଢୋଲ-ନଗଡା ସ୍ୱର ରେ ନାଚିବା ଆରମ୍ଭ କରନ୍ତି,ଏହି ସମୟରେ ବର ନିଜ କନିଆକୁ ନାଚିବା ପାଇଁ ମଧ୍ୟ ଇଶାରା ଦେଇଥାଏ |

ଭିଡିଓରେ ଆପଣ ଦେଖିପାରିବେ ଯେ ବର ନିଜ କନିଆକୁ ଇଶାରା ଦେବା ମାତ୍ରେ କନିଆ ନିଜ ଚପଲ କାଢି ସାଇଡି ରେ ରଖିଦେଲେ ଆଉ ତା’ପରେ ସେ ଏମିତି ଡ୍ୟାନ୍ସ କରନ୍ତି ଯେ ସେଠାରେ ଉପସ୍ଥିତ ସମ୍ପର୍କୀୟ ତଥା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି,ବର ମଧ୍ୟ ତାଙ୍କ କନିଆ ଙ୍କର ଏପରି ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଆଉ ଏହି ଭିଡିଓ ଦେଖିବା ପରେ, ଆପଣଙ୍କୁ ମଧ୍ୟ ଉଭୟଙ୍କ ଡ୍ୟାନ୍ସ ବହୁତ ପସନ୍ଦ ଆସିବ

ଦେଖନ୍ତୁ ଏହି ଭିଡ଼ିଓ :-

ଗୁଳି ବେଗରେ ଭାଇରାଲ୍ ହେଉଛି ଭିଡ଼ିଓ :-

ଏହି ଡ୍ୟାନ୍ସ ଭିଡିଓ weddingsfever ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରାଯାଇଛି,ଭିଡିଓ ସେୟାର କରିବାବେଳେ ଏହାର କ୍ୟାପସନରେ ଲେଖାଯାଇଛି, ‘ଯେତେବେଳେ ଆପଣ ନିଜ ବେଷ୍ଟ-ଫ୍ରେଣ୍ଡ ଙ୍କୁ ବିବାହ କରନ୍ତି, ତେବେ ଆପଣଙ୍କର ମଧ୍ୟ ଏହି ରିଏକ୍ସନ ହୋଇଥାଏ ‘, ଲୋକମାନେ ଏହି ଭିଡିଓ ଦେଖିବା ପରେ ଭିନ୍ନ-ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି |

Leave a Reply

Your email address will not be published. Required fields are marked *