ଏକ ଶିଶୁକୁ ଜନ୍ମ ଦେଲେ ୨୮ ବର୍ଷୀୟ ବ୍ୟକ୍ତି, ଡାକ୍ତରମାନେ ଆଶ୍ଚର୍ଯ୍ୟ ! ଖାଉଥିଲେ ଏହିସବୁ ଜିନିଷ ! ପଢନ୍ତୁ ପୁରା ଖବର !

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି । ଆମେରିକାର ଏହି ବ୍ୟକ୍ତି ଜଣକ ୨୦୨୦ ମସିହାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାଙ୍କ ନାମ ହେଉଛି ଆଶ ପ୍ୟାଟ୍ରିକ ସ୍କେଡ ଓ ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି। ଆମେରିକାର ୱେଷ୍ଟ ଭର୍ଜିନିଆର ଆଶ ପ୍ୟାଟ୍ରିକ ସ୍କେଡଙ୍କ ଜନ୍ମ ଜଣେ ମହିଳା ଭାବେ ହିଁ ହୋଇଥିଲା । କିନ୍ତୁ ସେ ନିଜକୁ ପୁରୁଷ ବନାଇବାକୁ ଚାହୁଁଥିଲେ ।

୨୦୨୦ ମସିହାର କିଛି ବର୍ଷ ପୂର୍ବରୁ ସେ ଟେଷ୍ଟୋଷ୍ଟେରୋନ ଓ ଏଷ୍ଟ୍ରୋଜେନ ହରମୋନ ବ୍ଲକର ର ସେବନ କରୁଥିଲେ । ଯାହାଫଳରେ ସେ ମହିଳାରୁ ପୁରୁଷ ହୋଇପାରିବେ।କିନ୍ତୁ ୨୦୨୦ ଫେବୃୟାରୀରେ ସେ ଜାଣିବାକୁ ପାଇଲେ କି ସେ ଗର୍ଭବତୀ ଅଛନ୍ତି। ଆଶ ପ୍ୟାଟ୍ରିକ ସ୍କେଡ ଜଣେ ପିଏଚଡ଼ି ଷ୍ଟୁଡେଣ୍ଟ ହେବା ସାଙ୍ଗକୁ ଜଣେ ମେଣ୍ଟାଲ ହେଲଥ ୱାର୍କର ମଧ୍ୟ ଅଟନ୍ତି । ଦିନେ ଏକ ଡ଼େଟିଙ୍ଗ ଆପ୍ ଜରିଆରେ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଓ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ମଧ୍ୟ ସ୍ଥାପନ ହୋଇଥିଲା ।

ଆଉ ପରେ ସେ ଜାଣିବାକୁ ପାଇଥିଲେ କି ସେ ଗର୍ଭବତୀ ଅଛନ୍ତି ବୋଲି । ଆଉ ସେହି ବର୍ଷ ସେ ନିଜ ଝିଅକୁ ଜନ୍ମ ଦେଇଥିଲେ । ଆଶ ପ୍ୟାଟ୍ରିକ ନିଜ ଝିଅର ନାମ ରଖିଛନ୍ତି ‘ରୋନନ’।ସେ ଯେବେଠାରୁ ଜାଣିବାକୁ ପାଇଥିଲେ କି ସେ ଗର୍ଭବତୀ ଅଛନ୍ତି ସେବେଠାରୁ ସେ ନେଉଥିବା ହରମୋନ ବ୍ଲକର ଔଷଧ ସେବନ ବନ୍ଦ କରି ଦେଇଥିଲେ ।

ଆଶ ପ୍ୟାଟ୍ରିକ ନିଜେ ଏହି କଥା ଜଣାଇଥିଲେ କି, ଗର୍ଭବତୀ ଥିବା ସମୟରେ ସେ ଟେଷ୍ଟୋଷ୍ଟେରୋନ ଜେଲ ଓ ଏଷ୍ଟ୍ରୋଜେନ ଔଷଧ ମଧ୍ୟ ନେଉଥିଲେ । ଏସବୁ ନେଉଥିବା ସତ୍ତ୍ୱେ ସେ କେମିତି ଗର୍ଭବତୀ ହୋଇପାରିଲେ ବୋଲି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ।ତେବେ ଗର୍ଭବତୀ ବୋଲି ଜାଣିବାର ଏକ ମାସ ପରେ ସେ ସ୍ଵାମୀ ଜୋର୍ଡନଙ୍କୁ ବିବାହ କରିଥିଲେ । ଏବେ ଦୁହେଁ ମିଶି ସେମାନଙ୍କ ସନ୍ତାନର ଯତ୍ନ ନେଉଛନ୍ତି ଓ ଖୁବ ଖୁସି ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *