ବିଦ୍ୟାଭାରତି ଏବେ କେଉଁଠି ? ଜେଲରେ ନାଁ ବେଲରେ ? କୁଆଡେ ଗଲା ସୋମ୍ୟଙ୍କ ମୃତ୍ୟୁ ମାମଲା ?

ପୁଣିଥରେ ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଏବେ ସାମ୍ନାକୁ ଆସିଛି ଏକ ବଡ ଖବର । ଅନେକ ଦିନ ଧରି ଏହି ମାମଲା ଚାଲି ଆସୁଥିଲେ ମଧ୍ଯ ଏହାର କୌଣସି ସମାଧାନର ବାଟ ବାହାରି ପାରୁ ନଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନିଜ ହାତକୁ ନେଇ ଘଟଣାର ତଦନ୍ତକୁ ସୂଚାରୁ ରୂପେ ଆଗକୁ ନେଇଥିଲେ । ତାପରେ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ୍ ହୋଇଥିଲେ ଅନେକ ଲୋକେ । ଅନେକ ଦିନପରେ ଏହି ଘଟଣାର ଏକ ବଡ ରିପୋର୍ଟ ସାମ୍ନାକୁ ଆସିଛି ।

କାରଣ ଏବେ ଏହି ମାମଲାର ପୂର୍ଣ୍ଣଚ୍ଛେଦ ଟାଣି ଛନ୍ତି କ୍ରାଇମବ୍ରାଞ୍ଚର ଏଡିଜି। ତେବେ ଜାଣନ୍ତୁ ସେ ଏକ ପ୍ରେଶ୍ ମିଟ କରି ଏ ଘଟଣା ବାବଦରେ କଣ କହିଛନ୍ତି । ସୌମ୍ୟଙ୍କ ମୃତ୍ୟୁ ଘଟଣା ତାଙ୍କର ବାସଭବନ ରେ ହିଁ ଘଟିଥିଲା । ଏବଂ ବହୁ ଚର୍ଚ୍ଚିତ ଏହି ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓ ଏବଂ ରୋଷେୟାଙ୍କୁ ଯେଉଁ ତନାଘନା କରା ଯାଇଥିଲା ଏବଂ ତାଙ୍କ ନାମରେ ଯେଉଁସବୁ ଅଭିଯୋଗ ରହିଥିଲା ।

ସେ ବିଷୟରେ ମଧ୍ଯ କ୍ରାଇମବ୍ରାଞ୍ଚ ଏଡ଼ିଜି କହିଛନ୍ତି ଏବଂ ସେମାନଂକୁ ସମ୍ପୂର୍ଣ୍ଣ କ୍ଲିନ ଚିଟ୍‌ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେ କହିଛନ୍ତି ଯେ ଚାଲିଥିବା ତଦନ୍ତରୁ ଡିଏଫ୍‌ ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ । ତେବେ ଏଥିପାଇଁ ବିଦ୍ୟାଭାରତୀ ଙ୍କ ଉପରେ ଦଫା ସଦୃଶ ଆଇପିସି ୨୮୫ ଏବଂ ୩୦୪-ଏ ଭଳି ଦଫା ଲଗା ଯାଇଛି

ଏହାଛଡ଼ା ସୌମ୍ୟ ରଞ୍ଜନ ଏବଂ ବିଦ୍ୟା ଭାରତୀଙ୍କ ଭିତରେ ସମ୍ପର୍କ ମଧ୍ଯ ଭଲ ନଥିଲା ମଧ୍ଯ ସ୍ପଷ୍ଟ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଆଉ ଏହି ଘଟଣାର ଏକ ପୂର୍ଣ୍ଣଚ୍ଛେଦ ଏବେ ଟଣା ଯାଇଛି । ଡିଏଫଓ ଓ ପତ୍ନୀ ବିଦ୍ୟା ଭାରତୀ ମିଶି କରି ସୌମ୍ୟ ରଞ୍ଜନଙ୍କୁ ମାରି ଦେଲେ । ବହୁତ କଥା ଉଠିଲା ।

ତେବେ ତାଙ୍କୁ କାହିଁକି ବ୍ରହ୍ମପୁର ନେବା ପରିବର୍ତ୍ତେ କଟକ ନିଆଗଲା । ୩୦୨ ହେଲା ହତ୍ୟା । ୩୦୪ ହେଲା ଯେ ଗୋଟିଏ ଦୁର୍ଘଟଣା ଘଟିବା ସମୟରେ ଚୁପ ଚାପ ତାକୁ ହେବାକୁ ଦିଆଯିବା । ଚାହିଁଥିଲେ ସେ ବଞ୍ଚାଇ ପାରି ଥାନ୍ତେ । ସେ ଜାଣି କରି ବଞ୍ଚାଇ ନାହାନ୍ତି । ତେବେ ଡିଏଫଓ ଓ ପତ୍ନୀ ବିଦ୍ୟା ଭାରତୀ ମିଶି କରି ସୌମ୍ୟ ରଞ୍ଜନଙ୍କୁ ମାରି ଦେଲେ । ବହୁତ କଥା ଉଠିଲା ।

ତାଙ୍କୁ କାହିଁକି ବ୍ରହ୍ମପୁର ନେବା ପରିବର୍ତ୍ତେ କଟକ ନିଆଗଲା । ୩୦୨ ହେଲା ହତ୍ୟା । ୩୦୪ ହେଲା ଯେ ଗୋଟିଏ ଦୁର୍ଘଟଣା ଘଟିବା ସମୟରେ ଚୁପ ଚାପ ତାକୁ ହେବାକୁ ଦିଆଯିବା । ଚାହିଁଥିଲେ ସେ ବଞ୍ଚାଇ ପାରି ଥାନ୍ତେ।ସେ ଜାଣି କରି ବଞ୍ଚାଇ ନାହାନ୍ତି । ସୌମ୍ୟ ରଞ୍ଜନଙ୍କ ଯେଉଁ ମୃତ୍ୟୁ ଘଟଣାରେ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କ ଯେଉଁ ଜଘନ୍ୟ ଭୂମିକା ଥିଲା । ସେହି ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି କ୍ରାଇମ ବ୍ରାଞ୍ଚ କହିବା ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

Leave a Reply

Your email address will not be published. Required fields are marked *