ଏହି ଦମ୍ପତି ଆଇଲାଣ୍ଟରେ ସମୟ ଅତିବାହିତ କରି ଗୋଟିଏ ମାସରେ ରୋଜଗାର କଲେ ୧୪ ଲକ୍ଷ ଟଙ୍କା,ଏଥିପାଇଁ ତାଙ୍କୁ କରିବାକୁ ପଡିଥିଲା ଏମିତି କାମ |

ଏକ ଦମ୍ପତି ଦଆଇଲାଣ୍ଟ ରେ ସମୟ ଅତିବାହିତ କରି ସେଠାରେ ପାର୍ଟୀ ଜୀବନଶ ଶୈଳୀ ଉପଭୋଗ କରିବା ସହିତ 14 ଲକ୍ଷ ଟଙ୍କା ରୋଜଗାର କରିନେଲେ,onlyFans ରେ ପାର୍ଟୀ ଜୀବନଶୈଳୀ କୁ ଦେଖାଇ ଆପଣ କିପରି ଟଙ୍କା ରୋଜଗାର କରିପାରିବେ ସେ ଏହି ବିଷୟରେ ସେ କହିଥିଲେ |

ଏହି ଦମ୍ପତି ଦଆଇଲାଣ୍ଟ ରେ ପାର୍ଟୀ ବି କଲେ ଆଉ ଟଙ୍କା ମଧ୍ୟ ରୋଜଗାର କରିଲେ :-

ଡାଲି ଷ୍ଟାର ରିପୋର୍ଟ ଅନୁଯାୟୀ ହ୍ୟାରି ଆଉ ବେଵକ୍ତା ନାମକ ଏକ ଦମ୍ପତି OnlyFans ର କାମ ପାଇଁ ସମର ପିରିୟଡ଼ ଜାନ୍ଟେ ର ସ୍ୱତନ୍ତ୍ର ଆଇଲାଣ୍ଟ ରେ ପାର୍ଟି କରୁଥିବା ସମୟ ରେ କହିଲେ |

ଆଇଲାଣ୍ଟ ରେ ଏହି ଦମ୍ପତି 24 ଘଣ୍ଟା ଧରି କ୍ୟାମେରା ଆଖିରେ ରହୁଥିଲେ :-

ଆଇଲାଣ୍ଟ ରେ ଏହି ଯୁବ ପ୍ରେମୀ ହ୍ୟାରି ଆଉ ବେକତା ଦୁନିଆ ସାମ୍ନା ରେ ନିଜ ଜୀବନକୁ ଖୋଲିକି ରଖିଦେଇଥିଲେ, ଯାହାକି ଦର୍ଶକମାନଙ୍କୁ ସେମାନଙ୍କର ଉଚ୍ଚ ଜୀବନଶୈଳୀ ଦେଖିବାକୁ ମିଳିଥିଲା,ତାଙ୍କର ଏହି ପୁରା ଗରମ ସମୟରେ, କ୍ୟାମେରା ତାଙ୍କ ଉପରେ 24 ଘଣ୍ଟା ନଜର ରଖିଥିଲା ​​|

ଏହିପରି ଆସିଲା ରୋଜଗାର କରିବାର ଆଇଡିଆ :-

ହ୍ୟାରି ଅନେକ ସିଜିନ ରେ ଦଆଇଲାଣ୍ଟ ରେ କାମ କରନ୍ତି, 2021 ର ଗ୍ରୀଷ୍ମ ସମୟରେ ସେ ବେକତା ଙ୍କୁ ତାଙ୍କ ସହିତ ବାହାରକୁ ଆସିବାକୁ ଡାକିଥିଲେ,ବେକତା ଏକ ବର୍ଷ ପୂର୍ବେ OnlyFans କାମ କରିବା ଆରମ୍ଭ କରିଥିଲେ, ଆଉ ସେ ହ୍ୟାରିଙ୍କ ସହ ସହମତ ହୋଇ ତାଙ୍କ ସହ ଯୋଗଦେବାକୁ ବାହାରିଲେ,ଖୁବ୍ ଶୀଘ୍ର ସେମାନେ ଏକ ଦମ୍ପତି ହୋଇଗଲେ ଆଉ ଦ୍ୱୀପରେ ଏକ ଦମ୍ପତି ଭାବରେ ରହିବାକୁ ଲାଗିଲେ, ତାଙ୍କୁ ଦିନକୁ 24 ଘଣ୍ଟା କ୍ୟାମେରା ଆଖିରେ ରହିବାକୁ ପଡୁଥିଲା |

ଗୋଟିଏ ମାସରେ ହିଁ ରୋଜଗାର କରିଦେଲେ 14 ଲକ୍ଷ ଟଙ୍କା :-

ଚ୍ୟାନେଲ 4 ସହିତ କଥାବାର୍ତ୍ତା ହେବା ବେଳେ ବେକତା କହିଛନ୍ତି ଯେ ତାଙ୍କ ସାଇଟ ରୁ ପ୍ରଥମ ମାସରେ 14,000 ପାଉଣ୍ଡ ଅର୍ଥାତ 14 ଲକ୍ଷ ଟଙ୍କା ରୋଜଗାର କରିଥିଲେ, ଆଉ ସେ ଏହି ଟଙ୍କା ସହିତ ସେ ଆଇଲାଣ୍ଟ ରେ ସ୍ୱାଧୀନତାର ସହିତ ଏକ ଉଚ୍ଚ ଶ୍ରେଣୀର ଜୀବନଶୈଳୀ ବଞ୍ଚିଥିଲେ |

Leave a Reply

Your email address will not be published. Required fields are marked *