ଲିଫ୍ଟ ଭିତରେ ନାବାଳିକାଙ୍କୁ ଜବରଦସ୍ତି କିସ କରୁଥିଲା ଯୁବକ,ଆଉ ହଠାତ ପହଞ୍ଚିଗଲେ ଝିଅର ବାପା,ଆଉ ତା ପରେ ଯାହା ହେଲା …..

ସମାଜ ବର୍ତମାନ ଅଧପତନରେ ଯାଇ ପଡିଛି । ଏଠାରେ ନାରୀ ମାନଙ୍କୁ ସମ୍ମାନ ନାହିଁ । ଅବଶ୍ୟ ଏହି କ୍ଷେତ୍ରରେ କିଛି ନାରୀଙ୍କର ମଧ୍ୟ ଦୋଷ ରହୁଚି କହିଲେ ଅତ୍ୟୁକ୍ତି ହେବ ନାହିଁ ।ବର୍ତମାନର ସମୟ ଭାରି ଜଟିଳତର । ସମାଜ ନାରୀ ମାନଙ୍କୁ ଖେଳନା ଭାବେ ଦେଖୁଚି । ନାରୀ ମାନଙ୍କ ଇଜ୍ଜତ୍ ବର୍ତମାନ ବଜାର ରେ ଘୁରି ବୁଲୁଛି । ତେବେ ସମସ୍ତ ଦୁର୍ଘଟଣା ମଧ୍ୟରେ ନାରୀଙ୍କ ସହିତ ହେଉଥିବା ଏପରି କାର୍ଯ୍ୟ ମଧ୍ୟ ଏକ ଦୁର୍ଘଟଣା । ପ୍ରତିଟି ମୁହୂର୍ତ୍ତରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି ।

ଜୀବନରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହାକୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବାକୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ତେବେ ଯେତେ ପର୍ଯ୍ୟନ୍ତ ନାରୀ ମାନଙ୍କୁ ଏପରି ଅସମ୍ମାନ କରାଯାଉଥିବ , ସମାଜ ସେତେ ଅଧପତାନ ହେଉଥିବା ।

ତେବେ ଏହିପରି ପୁଣି ଏକ ଘଟଣା ଘଟିଛି ଋଷର ସୁରଗୁତ୍‌ ସହରରେ । ବର୍ତ୍ତମାନ ସମାଜ ରେ ଅନେକ ଘଟଣା ଘଟୁଛି । ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ ।

ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଥାଏ । ଛୋଟ ଠୁ ବଡ଼ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ତେବେ ଅନେକ ସହର ରେ ଅନେକ ଘଟଣା ଘଟିଥାଏ ଯାହା ଆମେ ସୋସିଆଲ ମିଡିଆରେ ମଧ୍ୟ ଜାଣିବାକୁ ପାଇଥାଉ ।

ତେବେ ଘଟଣା ଅନୁସାରେ ସୁରଗୁତ୍‌ର ଏକ ଫ୍ଲାଟରେ ଜଣେ ୧୫ ବର୍ଷୀୟା ନାବାଳିକା ଲିଫ୍ଟରେ ଯାଉଥିଲେ । ଠିକ ସେହି ସମୟରେ ଜଣେ ୨୭ ବର୍ଷୀୟ ଯୁବକ ମଧ୍ୟ ସେହି ଲିଫ୍ଟରେ ଯାଉଥିଲେ । ତେବେ ହଠାତ୍ ଲିଫ୍ଟ ବନ୍ଦ ହୋଇଯିବାରୁ ଯୁବକ ଜଣକ ନାବାଳିକା ସହିତ ଖରାପ ବ୍ୟବହାର କରୁଥିଲେ । ପରେ ଝିଅଟିକୁ ଜୋର ଜବରଦସ୍ତି ଚୁମ୍ବନ କରିଥିଲେ । ଝିଅଟି ତାକୁ ଧକ୍କା ଦେଇ ସେଠାରୁ ହଟାଇବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ପାରିନଥିଲେ ।

ସେହି ସମୟରେ ଲିଫ୍ଟ ଖୋଲି ଯାଇଥିଲା ଓ ଝିଅର ବାପା ପହଞ୍ଚି ଯାଇଥିଲେ ସେଠାରେ । ନାବାଳିକା ସହିତ ଯୁବକର ଏପରି ଅସଭ୍ୟ ବ୍ୟବହାର ଦେଖି ଯୁବକଟିକୁ ମାଡ଼ ମାରିବା ସହିତ ଲୋକଙ୍କୁ ଏକଜୁଟ କରି ଏହି କୁକର୍ମ ବିଷୟ ରେ କହିଥିଲେ । ତାପରେ ପୋଲିସ ଆସି ଯୁବକଟିକୁ ଗିରଫ କରି ନେଇଯାଇଥିଲେ ।

Leave a Reply

Your email address will not be published. Required fields are marked *