ଏତେ ବଡ କଙ୍କାଳ ଦେଖି ଉଡିଲା ବୈଜ୍ଞାନିକମାନଙ୍କର ହୋସ ! ଦେଖନ୍ତୁ ଭିଡ଼ିଓ

ଆମର ଏହି ଦୁନିଆଟି ଅନେକ ରହସ୍ୟରେ ଭରି ରହିଚି । ଯେପରିକି ଆମ ଆଗରୁ ଏହି ଦୁନିଆ ରେ ଅନେକ ମଣିଷ ଓ ଜୀବଜନ୍ତୁ ବାସ କରୁଛନ୍ତି ଏହି ଦୁନିଆରେ ବାସ କରୁଥିବା ମାନବମାନେ ସବୁ ବେଳେ କିଛି ନା କିଛି ନୂଆ ଜିନିଷ ଆବିଷ୍କାର କରିବାରେ ଲାଗିଛନ୍ତି ଆଉ ଏହି ଦୁନିଆରେ ଥିବା ଅନେକ ଜିନିଷକୁ ଅନେକ ତଥ୍ୟକୁ ସାମ୍ନାକୁ ମଧ୍ୟ ଆଣିଛନ୍ତି ।ଏହିପରି ଆବିଷ୍କାର ଦ୍ଵାରା ଦୁନିଆରେ ବର୍ଷ ବର୍ଷ ପୂର୍ବରୁ ଥିବା ଅନେକ ପୁରାତନ ରାଜ ସାମ୍ନାକୁ ଆସିଥାଏ।

ସେହିପରି ବୈଜ୍ଞାନିକମାନେ ମାଟି ତଳେ ଖାଲି କିଛି ଏମିତି ଜିନିଷ ପାଇଥିଲେ ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ସେ ମାଟି ତଳେ ସେମାନେ ମଣିଷ ମାନଙ୍କର ଅନେକ କଙ୍କାଳ ଦେଖିବାକୁ ପାଇଥିଲେ। ତାହା ମଧ୍ୟରୁ କିଛି ଏମିତି କଙ୍କାଳ ଥିଲା ଯାହାର ଉଚ୍ଚତା ଅନେକ ଉଚ୍ଚା ଥିଲା ଏବଂ ସେହି କଙ୍କାଳ ଗୁଡ଼ିକ ଅଜବ ଦେଖିବାକୁ ମଧ୍ୟ ଥିଲା। ତାହାଠୁ ବି ଅଜିବ କଥା ଏହା ଥିଲା କି ସେହି କଙ୍କାଳ ମାନଙ୍କ ମୁଣ୍ଡରେ ସିଂହ ଥିଲା ଯାହା ସବୁଠୁ ଅଧିକ ଆଶ୍ଚର୍ଯ୍ୟଜଣକ ଥିଲା।

1995 ମସିହାରେ ଜଣେ ପୋଲ ତଳେ ଏକ ମଣିଷର ଦେହର ଅନୁସନ୍ଧାନ ମିଳିଥିଲା। ଅନେକ ଅନୁସନ୍ଧାନ ପରେ ଜଣା ପଢିଥିଲା କି ତାହା ଏକ ପୁରୁଷର ଦେହ ଥିଲା ବୋଲି। ଏତେ ସମୟର ମାନବ ଶରୀର ଟି କଙ୍କାଳ ପାଲଟି ଯିବା କଥା ହେଲେ ତାହା ସେହିପରି ମାନବ ଶରୀର ଥିଲା। ତେବେ ଏହା ପଛରେ ଥିବା ରହସ୍ୟକୁ ବୈଜ୍ଞାନିକ ମାନେ ଏହା ପଛରେ ଥିବା ରହସ୍ୟର ଅନୁସନ୍ଧାନ କରୁଛନ୍ତି। ଯାହାଦ୍ଵାରା ଏହାର ସତ୍ୟତା ଜଣାପଡ଼ିବ।

Leave a Reply

Your email address will not be published. Required fields are marked *