ସ୍କୁଲ ଝିଅ କରୁଥିଲେ ପ୍ରେମ,ଆଉ ତା ପରେ ପହଁଚିଲେ ଶିକ୍ଷକ,ଆଉ ଯାହା ହେଲା …ଦେଖନ୍ତୁ ଭିଡ଼ିଓ !

ବର୍ତ୍ତମାନ ସମୟର ଦୁନିଆରେ ଯେଉଁ ସବୁ ଘଟଣା ଗୁଡିକ ସାମ୍ନାକୁ ଆସୁଛି ତାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି। ସାଧାରଣତଃ ଏହିସବୁ ଘଟଣା ଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଅଧିକ ମାତ୍ରାରେ ଭାଇରାଲ ହେଉଅଛି। ଆଜି ଆମେ ଆପଣମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବା ପାଇଁ ଯାଉଛୁ ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଗତ କିଛି ଦିନ ପୂର୍ବରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ ସ୍କୁଲର ଯେଉଁଥିରେ ଏକ ସ୍କୁଲ ଛାତ୍ର ଓ ଛାତ୍ରୀ ନଜର ଆସୁଛନ୍ତି। ଏହି ଭିଡିଓର କାହାଣୀ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।

ସାଧାରଣତଃ ସ୍କୁଲକୁ ପିଲାମାନେ ପାଠ ପଢିବା ପାଇଁ ଯାନ୍ତି। ହେଲେ ଏମିତି ମଧ୍ୟ କିଛି ପିଲା ଅଛନ୍ତି ଯେଉଁମାନେ କେବଳ ପ୍ରେମ କରିବା ପାଇଁ ସ୍କୁଲକୁ ଯାଇଥାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ମଧ୍ୟ ପ୍ରେମ ଉପରେ ଅଛି। ଏହି ଘଟଣାଟି ଘଟିଛି ଏକ ସ୍କୁଲରେ ଯେଉଁଠି ଏକ ଛାତ୍ର ଓ ଛାତ୍ରୀ ସ୍କୁଲ ସିଡି ଘରେ ପ୍ରେମ କରୁଥିବା ସମୟରେ ଧରା ପଡି ଯାଇଥିଲେ।

ଛାତ୍ର ଛାତ୍ରୀ ଉଭୟ ପ୍ରେମ କରୁଥିବା ସମୟରେ ଶିକ୍ଷକ ସେହି ସ୍ଥାନରେ ଦୁଇଜଣଙ୍କୁ ଧରି ନେଇଥିଲେ ଓ ତାଙ୍କର ଭିଡିଓ କରି ଦେଇଥିଲେ। ଶିକ୍ଷକ ଯିବା ମାତ୍ରେ ଛାତ୍ର ଜଣକ ସେହି ଜାଗା ଛାଡି ଫେରାର ହୋଇଯାଇଥିଲେ ଓ ଛାତ୍ରୀ ଜଣକ କିଛି ବୁଝି ନପାରି ନଥିଲେ ଓ ସେହି ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ସେ ମୁହଁ ଲୁଚାଇ ଛିଡା ହେଲେ। ଯେତେବେଳେ ସାର ଛାତ୍ରୀଙ୍କୁ ପଚାରିଥିଲେ, ତୁମେ ଦୁଇଜଣ ଏଠାରେ କଣ କରୁଛ? ସେତେବେଳେ ଝିଅଟି ନିଜର ମୁହଁକୁ ବନ୍ଦ କରିଦେଇଥିଲା। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଅଛି।

Leave a Reply

Your email address will not be published. Required fields are marked *