ମାଆକୁ ମାରିଦେଲେ ଦୁଇ ନାବାଳକ ପୁଅ,ପୁରା ଘଟଣା ଜାଣିଲେ ଚକିତ ହୋଇଯିବେ !

ବର୍ତ୍ତମାନ ସମୟରେ ପ୍ରତ୍ୟେକଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ସବୁ ଦେଖିବା ପାଇଁ ମିଳୁଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ସବୁ ଘଟଣା ସମାଜରେ ପ୍ରାୟତଃ ବଢ଼ି ଚାଲିଛି। ସମାଜରେ ଲୋକମାନେ ଅନ୍ୟାୟ କାର୍ଯ୍ୟ କରିବା ପାଇଁ ଆଦୌ ପଛାଉ ନାହାନ୍ତି। ସେମାନେ ପ୍ରାୟତଃ ସବୁବେଳେ ପାଇଁ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକମାନେ ହିଂସ୍ର ପାଲଟିବା ସହ ଲୋକମାନଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ପଛାଉ ନାହାନ୍ତି। ଯାହାକି ଏହା ଏକ ଅପରାଧ ପୂର୍ଣ୍ଣ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏହା ସହିତ ସେମାନେ କାହାରିକୁ ମଧ୍ଯ ଖାତିର କରୁନାହାନ୍ତି। ପ୍ରତ୍ୟେକଦିନ ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ପାଇଁ ମିଳିଥାଏ। ତେବେ ବର୍ତ୍ତମାନ ନିକଟ ଅତୀତରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସମ୍ନାକୁ ଆସିଛି। ଆସନ୍ତୁ ସମ୍ପୂର୍ଣ ଖବରଟିକୁ ପଢ଼ିବା।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ଆପଣମାନେ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ଏହା ସହିତ ବହୁତ ବଡ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଦୁଇ ନାବାଳକ ପୁଅ ନିଜର ମାଆଙ୍କୁ ହତ୍ୟା କରି ଦେଇଛନ୍ତି।

ଏହି ଘଟଣା ରାଜଧାନୀ ଭୁବନେଶ୍ବରର ଏୟାର ଫିଲଡ଼ ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, ବିନୋଦିନୀ ମିଶ୍ର ନାମକ ଜଣେ ମହିଳା ଓ ତାଙ୍କର ଦୁଇ ନାବାଳକ ପୁଅ ଜଣଙ୍କର ବୟସ ୧୫ ବର୍ଷ ଓ ଆଉ ଜଣଙ୍କର ବୟସ ୧୨ ବର୍ଷ। ବିନୋଦିନୀ ସେମାନଙ୍କୁ ନେଇ ଭୁବନେଶ୍ବରର ଅର୍ଜିତ ଆପାଟମେଣ୍ଟରେ ରହୁଥିଲେ ଓ ତାଙ୍କର ସ୍ବାମୀ ରାଉଲକେଲାରେ ଚାକିରୀ କରନ୍ତି। ମହିଳାଜଣକ ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସନ୍ତି ଓ ତାଙ୍କର ଦୁଇ ନାବାଳକ ପୁଅକୁ ପ୍ରତ୍ୟେକ ଦିନ ମାଡ଼ ମଧ୍ୟ ମାରୁଥାଆନ୍ତି।

ତେବେ ଶେଷରେ ଦୁଇ ନାବାଳକ ପୁଅ ଏହି ସବୁକୁ ସହି ସହି ଶେଷରେ ଆଉ ସହି ପାରିଲେ ନାହିଁ। ଉଭୟ ପିଲା ଦୁଇଜଣଙ୍କର ତାଙ୍କର ମାଆଙ୍କ ପ୍ରତି ମନରେ ଘୃଣା ଭାବନା ଚାଲିଆସିଲା। ଯେତେବେଳେ ଆପାଟମେଣ୍ଟ ଭିତରେ ସବୁ ଲୋକମାନେ ଶୋଇଯିବା ପରେ, ପିଲା ମାନେ ଧାରୁଆ ଅସ୍ତ୍ର ଦ୍ବାରା ତାଙ୍କର ବେକକୁ କାଟି ହତ୍ୟା କରି ଦେଇଥିଲେ। ଏହି ଘଟଣାର ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଆସି ଘଟଣାସ୍ଥଳରେ ପହଞ୍ଚି ସେହି ଦୁଇ ଜଣ ପିଲାଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ। ସାଇନଟିଫିକ ଦଳ ମଧ୍ଯ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଅଛି।

Leave a Reply

Your email address will not be published. Required fields are marked *