ଜଣେ ପଡ଼ୋଶୀ ଯୁବକ ବାରମ୍ବାର ବ୍ଲା-କ୍ମେଲ କରିବା କାରଣରୁ ପ୍ରେମୀଯୁଗଳ ଶେଷରେ ଆ-ତ୍ମହ-ତ୍ୟା କରିବାର ରାସ୍ତାକୁ ବାଛିନେଲେ। ରାତିରେ ଘରୁ ପଳାଇ ଯାଇଗଲେ ଓ ଗାଁ ବାହାରେ ଥିବା ଏକ ବରଗଛ ନିକଟରେ ପ୍ରେମ ବିବାହ କରିଲେ। ତାଙ୍କର ପ୍ରେମ ସମ୍ପର୍କକୁ ପ୍ରଘଟ କରିବା ଧ-ମକ ଦେଇ ଜଣେ ପଡ଼ୋଶୀ ଯୁବକ ନାବାଳିକା ପ୍ରେମିକାଙ୍କ ସହିତ ଅନୈ-ତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ସମ୍ପର୍କରେ ଭିଡିଓ ରେକର୍ଡିଂ କରି ସାଙ୍ଗମାନଙ୍କୁ ନିକଟକୁ ପଠାଇଥିଲେ।
ଏହି ଯୁବକକୁ ଦ-ଣ୍ଡ ଦେବାକୁ ଅନୁରୋଧ କରି ପରେ ସେହି ବରଗଛ ନିକଟରେ ଦୁଇଜଣ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କଲେ। ଏଭଳି ଘ-ଟଣା ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥା-ନା ଅନ୍ତର୍ଗତ ଦୁଦୁରାଅନ୍ତା ପଞ୍ଚାୟତ ଗଣପତିପାଟଣା ଗ୍ରାମରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଥା-ନାଞ୍ଚଳର ଜଣେ ୧୬ବର୍ଷର ନାବାଳିକାଙ୍କ ସହିତ ସେହି ଗ୍ରାମର ୨୧ ବର୍ଷୀୟ ପ୍ରତାପ ଦାସଙ୍କର ବହୁଦିନ ହେଲା ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ବିବାହ ପାଇଁ ଉଭୟଙ୍କର ପରିବାରକୁ ସହମତି ନଥିଲା।
ଅନ୍ୟପକ୍ଷରେ ସେହି ଗ୍ରାମର ଜଣେ ପଡ଼ୋଶୀ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ବାରମ୍ବାର ନିଜର ପ୍ରେମ ନିବେଦନ କରୁଥିଲା। ମୋବାଇଲ ହ୍ବାଟସଆପ ମାଧ୍ୟମରେ ମେସେଜ ଦେଇ ତାଙ୍କ ସହିତ ଅନୈ-ତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା। ଏଥିରେ ନାବାଳିକା ଜଣକ ଆଦୌ ରାଜି ହୋଇନଥିଲେ।
ତେଣୁ ସମ୍ପୃକ୍ତ ଯୁବକ ସେମାନଙ୍କର ପ୍ରେମ କାହାଣୀ ବାହାରେ ପ୍ରଘଟ କରି ନାବାଳିକାଙ୍କୁ ବଦ-ନାମ କରିବା ପାଇଁ ଧ-ମକ ଦେଉଥିଲା। ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ନାବାଳିକା ଓ ତାଙ୍କର ପ୍ରେମିକ ପ୍ରତାପ ଗତ ଶନିବାର ଦିନ ରାତିରେ ଘରୁ ପଳାଇ ଆସିଥିଲେ। ଘର ଠାରୁ ପାଖାପାଖି ୨ କିଲୋମିଟ ଦୂରରେ ବିଲ ମଝିରେ ଥିବା ଏକ ବରଗଛରେ ଉଭୟ ଦୌଡ଼ି ଲଗାଇ ଆ-ତ୍ମହ-ତ୍ୟା କରିଥିଲେ।
ପରିବାର ଲୋକେ ଉଭୟଙ୍କୁ ଯେତେବେଳେ ଖୋଜାଖୋଜି କରିଥିଲେ ସେତେବେଳେ ମଧ୍ୟ ସେମାନଙ୍କr ପତ୍ତା ମିଳିନଥିଲା। ପରେ ସାଙ୍ଗମାନଙ୍କ ମୋବାଇଲ୍କୁ ଆସିଥିବା ମେସେଜ ଓ ରେକର୍ଡିଂକୁ ଦେଖି ଗାଁର ଲୋକମାନେ ସେମାନଙ୍କୁ ଠା-ବ କରିଥିଲେ।
ଖବର ପାଇ ମଙ୍ଗଳପୁର ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚିଥିଲା ଓ ଶ-ବକୁ ଜ-ବତ କରିଥିଲା। ନଂ.୧/୨୨ରେ ଏକ ଅପମୃ-ତ୍ୟୁ ମାମ-ଲା ରୁଜୁ କରି ବ୍ୟ-ବଚ୍ଛେ-ଦ ପାଇଁ ପୋ-ଲିସ ମୃ-ତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ମୃ-ତଦେହ ନିକଟରୁ ସିନ୍ଦୁର ଫରୁଆ, ମୋବାଇଲ ଫୋନ, ଇୟର ଫୋନ, ଜ୍ୟାକେଟ, ବ୍ରାସଲେଟ ଆଦି ପୋ-ଲିସ ଜ-ବତ କରିଛି।