ଆପଣମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ତ ଲୋକମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ସୋସିଆଲ ମିଡ଼ିଆରେ ଅନେକ ସମୟରେ ଆମେ ମାନେ ଏପରି ଅନେକ ଖବର ଦେଖିବାକୁ ପାଇଥାଉ, ଯେଉଁଥିରୁ କିଛି ଖବର ଆମକୁ ଆଶ୍ଚର୍ଯ୍ୟ କରି ରଖି ଦେଇଥାଏ, ଆଉ କିଛି ଏହି ଦୁନିଆର କିଛି ନିଚ୍ଚ କାର୍ଯ୍ୟ ସମ୍ପର୍କରେ ହୋଇଥାଏ ଯାହାକି ଆମ ପାଇଁ ଏକ ପ୍ରକାରର ବାର୍ତା ହୋଇଥାଏ।
ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଛି। ଆମ ଭାରତ ଏକ ଗଣତାନ୍ତ୍ରିକ ଦେଶ ସମସ୍ତଙ୍କର ସ୍ୱାଧୀନତା ରହିଛି। ଆମ ସମସ୍ତଙ୍କ ଘରେ ଜଣେ ମୁଖ୍ୟ ରହି ଥାଆନ୍ତି। ଏଥି ସହିତ ସେମାନେ ସମସ୍ତଙ୍କ ଦାୟିତ୍ୱ ନିଅନ୍ତି ଓ ମୋଟ ଉପରେ କହିବା ପାଇଁ ଗଲେ ଏକ ପ୍ରକାର ନେତୃତ୍ୱ ନେଇ ଥାଆନ୍ତି। ତେବେ ବନ୍ଧୁଗଣ ଠିକ ସେହିଭଳି ଭାବରେ ଆମ ଦେଶ ତଥା ରାଜ୍ୟକୁ ଚଳେଇବା ପାଇଁ ଜନସାଧାରଣ ମାନେ ଜଣେ ଦକ୍ଷ ଲୋକଙ୍କୁ ନେତା ଭାବରେ ବାଛି ଥାଆନ୍ତି।
ସେ ହିଁ ସମସ୍ତଙ୍କ ସମସ୍ୟା ବୁଝିବା ସହିତ ତାଙ୍କୁ ହିଁ ସମସ୍ତେ ମୁଖ୍ୟ ଭାବରେ ଗ୍ରହଣ କରି ଥାଆନ୍ତି। କିନ୍ତୁ ଆଜିକାଲି ଅନେକ ନେତା ଓ ମନ୍ତ୍ରୀ ଏମିତି ଅଛନ୍ତି। ଯେଉଁମାନେ କି ଜନସାଧରଣଙ୍କ ସାମ୍ନାରେ ଭୋଟ ପାଇବା ପୂର୍ବରୁ ବିଭିନ୍ନ ପ୍ରକାର କାର୍ଯ୍ୟ ପରିବେଶ କରି ଥାଆନ୍ତି। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।
ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ସୁର ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି ଯେ, ଆଜିକାଲି ନେତା, ମନ୍ତ୍ରୀ ମାନେ ଲୁଙ୍ଘି ଓ ଗଞ୍ଜି ପିନ୍ଧି ଭିଡ଼ିଓ କରୁଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ବିଷୟରେ ଜାଣିବା, ସୂଚନା ଅନୁସାରେ, କଂଗ୍ରେସ ନେତା ସୁର ସାମନ୍ତରାୟଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ଜଟଣୀର ବିଧାୟକ ଅଟନ୍ତି।
ସେ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଅଛି, ସେଥିପାଇଁ ବର୍ତ୍ତମାନ ପରିବେଶ ପୁରା ଗରମ ରହିଛି। ଏହି ନିର୍ବାଚନ ପାଇଁ ନେତା ଓ ମନ୍ତ୍ରୀମାନେ ବହୁତ ବ୍ୟସ୍ତ ବିବ୍ରତ ହୋଇ ରହୁଛନ୍ତି। ଏମିତିକି ନିର୍ବାଚନ ପାଇଁ ବହୁତ ପରିଶ୍ରମ ମଧ୍ୟ କରି ଥାଆନ୍ତି ଓ ସେମାନେ ଅନେକ ପ୍ରକାରର କାର୍ଯ୍ୟ ମଧ୍ୟ କରନ୍ତି। ନିର୍ବାଚନ ଜିତିବା ପାଇଁ ଦିନରାତି ଏକ କରିବା ପାଇଁ ମଧ୍ୟ ପଡିଥାଏ।