ଆପଣଙ୍କୁ ମିଛ ଲାଗିପାରେ କିନ୍ତୁ ଏହା ସାତ : ମାସକୁ ମାତ୍ର ହଜାରେ ଟଙ୍କା ନିବେଶ କରନ୍ତୁ, ଆଉ ପାଆନ୍ତୁ ୨ କୋଟିରୁ ଅଧିକ ଟଙ୍କା ! ଜାଣନ୍ତୁ ପୁରା ସ୍କିମ ବିଷୟରେ

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯେ,ମାତ୍ର ଏକ ହଜାର ଦେଲେ ପାଇ ପାରିବେ ୨ କୋଟି ଟଙ୍କା ଜାଣିଲେ ଆଶ୍ଚର୍ୟ୍ଯ ହୋଇପାରନ୍ତି । ଘଟଣାଟି ସମ୍ପୂର୍ଣ ସତ୍ୟ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଟଙ୍କା କାହାର ବା ଆବଶ୍ୟକ ନାହିଁ । ଟଙ୍କାକୁ ସମସ୍ତେ ଆବଶ୍ୟକ କରିଥାନ୍ତି । ନିଜ ଜୀବନରେ ଟଙ୍କାର ମୂଲ୍ୟ ଖୁବ୍ ଅଧିକ । ବାସ୍ତବରେ ସମସ୍ତେ ସେଇଥି ପାଇଁ ହିଁ ଟଙ୍କା ପଛରେ ଗୁଡାଇଥନ୍ତି । ଆଜିକାଲି ଯୁଗରେ ନିଆଁ ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସବୁ ଜିନିଷ କିଣା ହୋଇଗଲାଣି । ଲୋକ ଯାହା ପାଇଁ ମୋଟା ଅଙ୍କର ଟଙ୍କା ଇନକମ୍ କରିବା ପାଇଁ ଚାହୁଁଛନ୍ତି । ଟଙ୍କା ଇନକମ୍ କରିବା ଠିକ୍ କଥା ହେଲେ ସବୁ ଟଙ୍କାକୁ ଖର୍ଚ୍ଚ କରିବା ସମ୍ପୂର୍ଣ ଭୁଲ କଥା । ଯାହା ପାଇଁ ସମସ୍ତଙ୍କୁ ଟଙ୍କା ରଖିବା ନିହାତି ଜରୁରୀ ।

କିନ୍ତୁ ବହୁତ୍ ଜଣଙ୍କଠାରେ ଏହିପରି ହୋଇଥାଏ କି ଯେଉଁମାନେ ଟଙ୍କାକୁ ଉପାର୍ଜନ ତ କରି ପାରନ୍ତି ହେଲେ ସେଭିଂ କରିବା ଶିଖି ନଥାନ୍ତି । ଯାହା ପାଇଁ ସେମାନେ ନିଜ ଜୀବନରେ ବହୁତ୍ ଅସୁବିଧା ରେ ପଡିଥାନ୍ତି । ତେବେ ଆପଣ ମାନେ ଏହି ଆଶ୍ଚର୍ୟ୍ଯ ଘଟଣା ବିଷୟରେ ଜାଣିଲେ ବହୁତ୍ ହିଁ ଆଶ୍ଚର୍ୟ୍ଯ ହୋଇଯିବେ । ମାତ୍ର ଏକ ହଜାର ଦେଲେ ପାଇ ପାରିବେ ୨ କୋଟି ଟଙ୍କା । ତେବେ ଏହା ସବୁ ଲୋକଙ୍କୁ ଆଶ୍ଚର୍ୟ୍ଯ କରିଦେବ ଏହି ବାର୍ତ୍ତାଟି ନୂଆ ବର୍ଷ ପାଇଁ ସବୁ ଗ୍ରାହକ ପାଇଁ ନୂଆ ବର୍ଷରେ ଖୁସି ଖବର ଆସିଛି । ଏହି କଥାଟି ଶୁଣିବା ପରେ ଆପଣ ଆଶ୍ଚର୍ୟ୍ଯ ହୋଇ ଯାଇଥିବେ ହେଲେ ଏହା ସମ୍ପୂର୍ଣ ସତ୍ୟ ଘଟଣା

ଅନେକ ଲୋକ କୁହନ୍ତି ୧୦୦୦ ଟଙ୍କା ଲେଖା ରଖିବା ସମ୍ଭବ ନୁହେଁ । ଟଙ୍କା ବଞ୍ଚାଇ ରଖିବା ଆମ ସମସ୍ତଙ୍କ ପକ୍ଷରୁ ଖୁବ୍ କଷ୍ଟକର । ଗୋଟେ ଗୋଟେ ପାଣି ବୁନ୍ଦାରୁ ଯେମିତି ସମୁଦ୍ର ସୃଷ୍ଠି ହୋଇଥାଏ ସେହି ଭଳି ଅଳ୍ପ ଅଳ୍ପ ପଇସା ରଖି ଆପଣ ବଡ ଲୋକ ହୋଇପାରିବେ । ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟରେ ଆପଣ ଟଙ୍କାକୁ ସୁରକ୍ଷିତ ରଖିପାରିବେ । ଆପଣଙ୍କୁ ମିଉଚୁଆଲ୍ ଫଣ୍ଡରେ ପ୍ରତି ମାସରେ ୧୦୦୦ ଟଙ୍କା ଲେଖା ରଖିବା ପାଇଁ ପଡିବ । ତା ପରେ ୧୦ ବର୍ଷ ପରେ ସେ ଭଲ ଫଣ୍ଡ ଦେଇପାରିବ ।

ଆପଣ ୨୦ ପ୍ରତିଶତରୁ ଅଧିକ ପଇସା ଫେରସ୍ତ ପାଇ ପାରିବେ ଯାହା ପାଇଁ ଦୁଃଖ ପ୍ରକାଶ କରିବା କି ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ । ଆପଣ ବ୍ୟାଙ୍କ୍ ରେ ମଧ୍ୟ ଏତିକି ଲାଭ ପାଇ ପାରୁ ନଥିବେ । ଏସ ବି ଆଇ ରେ ପ୍ରତି ମାସ ୧୦୦୦ ଟଙ୍କା ଲେଖା ରଖିଲେ ୩୦ ବର୍ଷ ପରେ ଏହାର ଫଳ ୧୨ ଗୁଣ ଅଧିକ ହୋଇ ଆସିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *