ସାଙ୍ଗକୁ ଦୋଳି ଝୁଲେଇବା ଚକ୍କରରେ ଚାଲି ଯାଇଥାନ୍ତା ଜୀବନ,ଭଗବାନଙ୍କ କୃପାରୁ ଏମିତି ଭାବରେ ବଞ୍ଚିଗଲା ଜୀବନ ! ଦେଖନ୍ତୁ ଭିଡ଼ିଓ !

ଆମେ ସମସ୍ତେ ଆମ ପିଲାଦିନରେ ଝୁଲା ନିଶ୍ଚିତ ଝୁଲିଥିବା,ଝୁଲା ଝୁଲିବାରେ ବହୁତ ମଜା ଆସିଥାଏ, ବହୁତ ସାରା ଲୋକ ଏମିତି ବି ଅଛନ୍ତି, ଯେଉଁମାନେ କି ନିଜ ଘରେ ହିଁ ଝୁଲା ଲଗେଇଦେଇଥାନ୍ତି,କାହିଁକି ନା ତାଙ୍କୁ ଝୁଲା ଖୁଲିବାର ବହୁତ ସୌକ ଥାଏ,ଆମକୁ କିଛି ଏମିତି ଭିଡ଼ିଓ ଦେଖିବାକୁ ମିଳିଯାଏ, ଯେଉଁଥିରେ କି ବଡ଼ ଆଉ ବୃଦ୍ଧ ଲୋକ ମାନେ ମଧ୍ୟ ଝୁଲା ଝୁଲିବାକୁ ଉପଭୋଗ କରୁଥିବାର ନଜର ଆସିଥାଏ,ଏହା ବ୍ୟତୀତ କେତେକ ଲୋକ ଝୁଲା ଝୁଲିବାକୁ ବିପଦଜନକ ସ୍ଥାନ କୁ ଚୟନ କରନ୍ତି |

ବିପଦ୍ଜନକ ସ୍ଥାନ ରେ ଝୁଲା ଝୁଲିବାକୁ ଯାଇ ପହଂଜନ୍ତି ଦୁଇ ସାଙ୍ଗ :-

ଏମିତି ହିଁ ଗୋଟେ ଭିଡ଼ିଓ ଆଜି କାଲି ସୋସିଆଲ ମେଡ଼ିଆ ରେ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଦୁଇ ସାଙ୍ଗ ଝୁଲା ଖେଳିବାକୁ ଯୌ ଏକ ବିପଦ୍ଜନକ ସ୍ଥାନ ରେ ପହଂଜନ୍ତି,ଏହି ଭିଡ଼ିଓ କୁ ଦେଖିବା ପରେ ଆପଣମାନେ ଆଗ ଆଶ୍ଚର୍ଯ୍ୟ ହେବେ କି ଝୁଲା ଝୁଲିବାକୁ ଏମିତି ଜାଗା କୁ କାହିଁକି ବାଛି ନେଲେ

ଏହା ପରେ ଝୁଲା ଝୁଲିବା ପରେ ତାଙ୍କ ସହ ଯାହା ଘଟେ,ତାହାକୁ ଦେଖିବା ପରେ ଆପଣ ଚିତ୍କାର କରି ଉଠିବେ,ଆପଣ ଦେଖିପାରିବେ କି ଝୁଲା ଝୁଲିଲା ବେଳେ ତାକୁ ଉପଭୋଗ କରିଥିବା ସମୟ ରେ ଜଣେ ଯୁବକଙ୍କ ଜୀବନ ଯାଉ -ଯାଉ ବଞ୍ଜି ଯାଇଥାଏ |

ଭିଡ଼ିଓ ରେ ଆପଣ ଦେଖି ପାରିବେ କି ଦୁଇ ସାଙ୍ଗ କୌଣସି ଏକ ପାର୍ବତ୍ୟ ସ୍ଥାନ କୁ ଝୁଲା ଝୁଲିବାକୁ ଯାଇଥିଲେ,ଏହି ସମୟ ରେ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ଙ୍କୁ ଜୋର-ଜୋର କରି ଝୁଲା ଝୁଲାଉ ଥିଲେ,ଆଉ ସେତିକି ବେଳେ ହିଁ କିଛି ଏମିତି ଘଟଣା ଘଟେ କି ଝୁଲା ଝୁଲୁଥିବା ଯୁବକ ଙ୍କ ଜୀବନ ଯାଉ-ଯାଉ ବଞ୍ଜି ଯାଏ,ପ୍ରକୃତ ରେ କଥା ହେଲା ଏହା କି, ଝୁଲା ଟି କେଉଁ ଗୋଟେ ଘାଇ ର କୁଳ ରେ ଲାଗିଥିଲା, ଯେଉଁ ସାଙ୍ଗ ଝୁଲା ଝୁଲାଉଥିଲା,ସେଇ ସାଙ୍ଗ ଝୁଲା କୁ ଆଗ ଆଡକୁ ଧକା ଦେଇ ନେଇକି ଯାଏ,ଆଉ ଏହି ସମୟ ରେ ସେହି ସାଙ୍ଗ ଙ୍କ ଗୋଡ ଝୁଲା ରେ ଅଟକି ଯାଇଥାଏ |

ଦେଖନ୍ତୁ ଭିଡ଼ିଓ :-

ଝୁଲା ରେ ଫଶୀ ଯାଏ ଯୁବକ ଙ୍କ ଗୋଡ଼ :-

ଭିଡ଼ିଓ ରେ ଦେଖିପାରିବେ କି ଯୁବକ ଙ୍କ ଗୋଡ ଝୁଲା ରେ ଫସିଯିବା ପରେ ସେ ଘୋଷାଡ଼ି ହୋଇ କୁଳ ଯାଏ ଟାଣି ହୋଇ ଯାନ୍ତି,ଏହା ପରେ ସେ ଘାଇ ଆଡକୁ ପବନରେ ରେ ଉଠୁଥିବା ଝୁଲା ରେ ଲଟକି ଯାନ୍ତି,ଯୁବକଟି ବହୁତ ଭାଗ୍ୟବାନ ଥିଲା ଯେ ତାଙ୍କ ପାଦ ଦଉଡ଼ିରେ ହିଁ ଫଶୀ ହୋଇ ରହିଲା,ନହଲେ ସେ ସିଧା ଯାଇ ଘାଇ ରେ ଯାଇ ପଡିଥାନ୍ତେ|

ଭିଡ଼ିଓ ରେ ଦେଖିପାରିବେ କି ଯେମିତି ହିଁ ସେ ପୁଣି ପାହାଡ଼ ଆଡକୁ ଆସନ୍ତି,ଠିକ ସେତିକି ବେଳେ ହିଁ ତାଙ୍କ ପାଦ ରଶି ଫାଶ ରୁ ବାହାରି ଯାଏ, ଯଦି ଘାଇ ଆଡକୁ ଯାଇ ତାଙ୍କ ଗୋଡ ରୁ ରଶି ଫିଟିଯାଇଥାନ୍ତା, ତାହାଲେ ସେ ସିଧା ଯାଇ ଘାଇ ରେ ପଡିଥାନ୍ତେ,ଆଉ ତାଙ୍କ ଜୀବନ ମଧ୍ୟ ଚାଲି ଯାଇଥନ୍ତା |

ଏହି ବହୁତ ଆଶ୍ଚର୍ଯ୍ୟ କରିଦେବା ଵାଲା ଭିଡ଼ିଓ ଟି କୁ socialstarofficial ନାମକ ଏକ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ସେୟାର କରା ଯାଇଛି,ଏହି ଭିଡ଼ିଓ କୁ ଏବେ ଯାଏ 25 ମିଲିୟନ ରୁ ବି ଅଧିକା ଭିୟୁ ମିଳିସାରିଛି, ଏଥି ସହିତ 9 ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକି କରିଛନ୍ତି, ଭିଡିଓ ଦେଖି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଭିଡିଓ ଦେଖି ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ‘ଅଳ୍ପ -ଅଳ୍ପ ରେ ବେଞ୍ଜିଗଲେ ଯୁବକ ‘|

Leave a Reply

Your email address will not be published. Required fields are marked *