ଏ ପିଲାଟିର କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ଦେବେ,ଦୁଇ ସହ ଟଙ୍କା ବେପାର ହେଲେ,ପୋଲିସ ନେଉଛି ….ଦେଖନ୍ତୁ ଭିଡ଼ିଓ

ଆପଣମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗକୁ ଅନଲାଇନର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଆମେମାନେ ଏପରି ଅନେକ ଖବର ଦେଖିବାକୁ ପାଇଥାଉ, ଯେଉଁଥିରୁ କିଛି ଖବର ଆମକୁ ଆଶ୍ଚର୍ଯ୍ୟ କରି ରଖି ଦେଇଥାଏ, ଆଉ କିଛି ଏହି ଦୁନିଆର କିଛି ନିଚ୍ଚ କାର୍ଯ୍ୟ ସମ୍ପର୍କରେ ହୋଇଥାଏ ଯାହାକି ଆମ ପାଇଁ ଏକ ପ୍ରକାରର ବାର୍ତା ହୋଇଥାଏ। ବର୍ତ୍ତମାନ ସମୟରେ ଯେଉଁଭଳି ପରିସ୍ଥିତି ହେଲାଣି , ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ହେଲେ ଫାଇନ ଦେବାକୁ ପଡିଥାଏ ।

ଲୋକମାନଙ୍କର ଅବମାନନାନ ବା ନୀତି ନିୟମକୁ ନମାନି ଚଳିବା ଯୋଗୁଁ ସରକାର ଅବାଧ୍ୟ ଓ ଅବମାନନା କରୁଥିବା ବ୍ୟକ୍ତିଙ୍କ ପାଇଁ ଫାଇନର ବ୍ୟବସ୍ଥା କରିଛନ୍ତି । ଆପଣମାନେ ନିଶ୍ଚୟ ଜାଣିଥିବେ ଯେ ବାଇକ୍ ଚାଳକ ମାନଙ୍କ ପାଇଁ କେତେଗୁଡିଏ ନିୟମ କରାଯାଇଥିଲା । ଯେମିତିକି ହେଲିମେଣ୍ଟ ନଦେଲେ ବା ଦୁଇରୁ ଅଧିକ ଲୋକ ବାଇକରେ ବସିଲେ ଏହିପରି ଅନେକ ଗୁଡିଏ ନିୟମ କରାଯାଇଥାଏ । ଏହି ସବୁ ନିୟମକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରାଯାଏ।

ତେବେ ଏବି ସବୁ ଘଟଣାକୁ ନେଇ ଜଣେ ଜଣେ ଛୋଟ ବ୍ୟକ୍ତି ନିଜର ମତ ମିଡିଆ ସାମ୍ନାରେ ପରିପ୍ରକାଶ କରିଛନ୍ତି । ତାଙ୍କର ସେହି କଥା ଶୁଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ପିଲାଟିକୁ ସାବାସୀ ଦେବେ । ପିଲାଟି ଏମିତି ନନ୍ ଷ୍ଟପ କହିଚାଲିଛନ୍ତି , ଯାହା ଆପଣମାନେ ଏହି ଭିଡିଓରେ ନିଶ୍ଚୟ ଦେଖିପାରୁଥିବେ । ତେବେ ଆସନ୍ତୁ ଜାଣିବା ପିଲାଟି କଣ କହୁଛନ୍ତି ।ଭି଼ଡିଓରେ ପିଲାଟି ଲୋକ ମାନଙ୍କର ଝାଡବୁହା ପରିଶ୍ରମ ବିଷୟରେ କହିଛନ୍ତି , ସେ କହିଛନ୍ତି କଷ୍ଟ କଲେ କୃଷ୍ଣ ନିଶ୍ଚୟ ମିଳିଥାଏ ।

ଏହାଛଡା ପୋଲିସ ମାନେ 200 ଟଙ୍କା ବ୍ୟାପାର ହୋଇଛି କିନ୍ତୁ ଲୋକମାନଙ୍କ ଠାରୁ ସେମାନେ 500 ଟଙ୍କା ଫାଇନ ଆକାରରେ ଆଦାୟ କରୁଛନ୍ତି । ଏମିତି କଲେ ଲୋକମାନେ କିପରି ନିଜର ପରିବାର ଚଳାଇବେ , ପୋଲିସ ମାନେ ଜନତା ମାନଙ୍କୁ ସାହାର୍ଯ୍ୟ କରିବା ବଦଳରେ ତାଙ୍କ ଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି । ଯାହାଫଳରେ ଗରିବ ସାଧାରଣ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୋଲିସ ମାନଙ୍କର ଏପରି କାର୍ଯ୍ୟ ଆଦୌ ଶୋଭନୀୟ ନୁହଁ ।

Leave a Reply

Your email address will not be published. Required fields are marked *