ଝିଅର ବାହାଘର ହୋଇଥାଆନ୍ତା, ଝିଅ ବଧୂ ବେଶରେ ସଜ ମଧ୍ୟ ହୋଇ ସାରିଥିଲା, ହେଲେ ଶେଷରେ ଯାଇ ନିଜ ବର ଘର ସାମ୍ନାରେ ନିଜ ହକ୍ ପାଇଁ ଧାରଣା ଦେଇଥିଲା। ଏପରି ଏକ ଘଟଣା କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଆମ ରାଜ୍ୟର ବ୍ରହ୍ମପୁର ସହରରେ। ଏଠାରେ ଜଣେ ଡାକ୍ତର ଗୋଟିଏ ଝିଅକୁ ଦୁଷ୍କର୍ମ କରିବା ପରେ ତାହାକୀ କୋର୍ଟ ମେରେଜ୍ କରିଥିଲେ, ଏବଂ ଏହାପରେ ସେମାନେ ଏକାଠି ମଧ୍ୟ ରହିଥିଲେ। ହେଲେ ସେମାନଙ୍କର ଏହି ବାହାଘରକୁ ସ୍ୱୀକାର କରିନଥିଲେ ଝିଅର ଶାଶୁ ଶ୍ୱଶୁର।
ସେମାନେ ଏକ ବୈଧିକ ରୀତିନୀତିରେ ବାହାଘର ହେଲେ ଝିଅକୁ ଗ୍ରହଣ କରିବେ ବୋଲି ସେମାନେ କହିଥିଲେ। ହେଲେ ସବୁକିଛି ହୋଇସାରିବା ପରେ ପୁଅ ଘରଲୋକ ବରକୁ ନେଇ ଝିଅ ଘରକୁ ଆସିନଥିଲେ। ଏଥିପାଇଁ ଝିଅଟି ନିଜର ହକ୍ ପାଇଁ ଯାଇ ପୁଅ ଘର ସାମ୍ନାରେ ଧାରଣା ଦେଇଥିଲା, ଅନେକ ଦିନ ଧାରଣା ଦେବା ଏହି କଥା କୋର୍ଟରେ ପହଁଞ୍ଚିଥିଲା।
ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ କଳହ ବହୁତ ଅଧିକ ହୋଇ ସାରିଛି।ଏହା ସହିତ ଏହି କଳହ ବର୍ତ୍ତମାନ ବନ୍ଦ ହେବାର ନାମ ନେଉ ନାହିଁ।ଯାହା ଫଳରେ ବର୍ତ୍ତମାନ ଏହି କହଳକୁ ନେଇ ଅନେକ ଲୋକ ନିଜ ନିଜର ଭିନ୍ନ ମତ ରଖିବା ଆରମ୍ଭ କରି ସାରିଲେଣି।ତେବେ କିଛି ଲୋକ ଏହି କଳହ ଉପରେ ବର୍ତ୍ତମାନ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରି ସାରିଲେଣି।ତେବେ ସେମାନଙ୍କ ମଧ୍ୟରେ ବର୍ତ୍ତମାନ କଳହ ଏତେ ଅଧିକ ବଢ଼ି ଯାଇଛି କି ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ଓଡ଼ିଶା ସହିତ ସମଗ୍ର ଦେଶରେ ମଧ୍ୟ ବ୍ୟାପି ସାରିଲାଣି।
ତେବେ ଏହା ଆମର ସମାଜ ଉପରେ ଅନେକ ଖରାପ ପ୍ରଭାବ ପକାଉଛି ବୋଲି ବର୍ତ୍ତମାନ ଲୋକମାନେ କହିବା ଆରମ୍ଭ କରି ସାରିଲାଣି। ଏହା ସହିତ ଲୋକମାନେ ଏହା ମଧ୍ୟ କହୁଛନ୍ତି କି ବର୍ତ୍ତମାନ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଏହା ବର୍ତ୍ତମାନ ଏକ ଖରାପ ମନୋଭାବ ସୃଷ୍ଟି କରୁଛି।ଏହା ସହିତ ଆଜିକାଲି ବର୍ତ୍ତମାନ ଏପରି ଅନେକ କଥା ସାମ୍ନାକୁ ଆସୁଛି।ତେବେ ଜଣେ ବ୍ୟକ୍ତି କହିଥିଲେ କି ଯେହେତୁ ଡକ୍ଟର ସୁମିତ ତପସ୍ଵିନୀଙ୍କୁ ଭଲ ପାଇଁ ବିବାହ କରିଥିଲେ ସେହି କାରଣରୁ ସେ ତାଙ୍କୁ ଗ୍ରହଣ କରିବା ନିହାତି ଆବଶ୍ୟକ।
କାରଣ ସେ ତାଙ୍କୁ କୋର୍ଟରେ ବିବାହ କରିବା ସହିତ ତାଙ୍କୁ ନିଜର ବୋଲି ଆପଣାଇ ନେଇଥିଲେ।ତେବେ ଏହାପରେ ସେ ଅଚାନକ ଭାବରେ ତାଙ୍କୁ ଛାଡ଼ିଦେବା ବିଲକୁଲ ଉଚିତ ନୁହେଁ।ଏପରି କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ବର୍ତ୍ତମାନ ଅନେକ ଲୋକ ମତ ଦେବା ଆରମ୍ଭ କରି ସାରିଲେଣି।ଏହା ସହିତ ସେମାନେ ଏପରି ନକରିବା ପାଇଁ ମଧ୍ୟ ବର୍ତ୍ତମାନ କହିଛନ୍ତି।ଏହା ସହିତ ଡକ୍ଟର ସୁମିତ ତପସ୍ଵିନୀଙ୍କୁ ପୁଣି ଆପଣାଇ ନିଅନ୍ତୁ ବୋଲି ବର୍ତ୍ତମାନ ଅନେକ ଲୋକ କହିଛନ୍ତି।
ଏହା ସହିତ ତପସ୍ଵିନୀ ମଧ୍ୟ ଏହି କଥାକୁ ଅଧିକ ବଢ଼ାଇବା ଉଚିତ ନୁହେଁ ବୋଲି ବର୍ତ୍ତମାନ ଅନେକ ଲୋକ କହିଛନ୍ତି।ଏହା ସହିତ ତପସ୍ଵିନୀ ଏହି କଥାକୁ ଅଧିକ ବଢ଼ାଇବା ସହିତ ବର୍ତ୍ତମାନ ଏହି କଥା ଉପରେ ଅଧିକ ଆଲୋଚନା ନକରି ସିଧା ସଳଖ ଭାବରେ ଡକ୍ଟର ସୁମିତଙ୍କ ସହିତ କଥା ହେବ ଠିକ ହେବ।ଏହା ସହିତ ତପସ୍ଵିନୀ ଏପରି ଭାବରେ ବାରମ୍ବାର ନିଜର ମତ ଉପସ୍ଥାପନ କରିବା ବ୍ୟତୀତ ନିଜର ପତିଙ୍କ ସହିତ କଥା ହେବା ଫଳରେ ଏହି କଥାର ସମାଧାନ ହୋଇପାରିବ ବୋଲି ଅନେକ ଲୋକ କହିଛନ୍ତି।