ବିବାଦରେ ନବୀନ : ବିନା କଛାରେ ଜଗନ୍ନାଥଙ୍କୁ ମୁଣ୍ଡିଆ ! ଦେଖନ୍ତୁ ଭିଡ଼ିଓ

ଆମେ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ରାଜନୀତି କରିବା ପାଇଁ ହେଲେ ନିଜର ପରିଚୟ ନିଜକୁ ଗଢ଼ିବା ପାଇଁ ପଡ଼ିଥାଏ । ଆପଣ ମାନେ ରାଜନୀତିର ସମସ୍ତ ଦଳ ବିଷୟରେ ଖୁବ୍ ଭଲ ଭାବରେ ପରିଚିତ ଥିବେ । ରାଜନୀତି ଯାହା କରିବା ପାଇଁ ନିଜକୁ ସେତିକି ଯୋଗ୍ୟ ରଖିବା ଆବଶ୍ୟକ ହୋଇଥାଏ । । ଏହା ସହିତ ଭି ସବୁଠାରୁ ଅଧିକ ମାତ୍ରାରେ ପରିଚିତ ଥିବେ ବିଜୁ ଜନତା ଦଳ ସହିତ ।

ବିଜୁ ଜନତା ଦଳ ଲୋକଙ୍କ ପାଇଁ ଖୁବ୍ କଷ୍ଟ ଓ ପ୍ରଚେଷ୍ଟା କରି ଚଳାଉଛନ୍ତି । ତାଙ୍କ ବିଷୟରେ ଆପଣ ସମସ୍ତେ ବହୁତ୍ ଭଲ ଭାବରେ ପରିଚିତ ଥିବେ । ତାଙ୍କ ଭଳି ଜଣେ ମହାନ୍ ବ୍ୟକ୍ତିତ୍ଵଙ୍କ ବିଷୟରେ ଯେତେ କହିଲେ ଭି ଅପୂରଣୀୟ । ତେବେ ଆମେ କେଉଁ ରାଜନୀତିଜ୍ଞଙ୍କ କଥା କହିବା ପାଇଁ ଚାହୁଁଚୁ ତାହା ଆପଣ ଖୁବ୍ ଭଲ ଭାବରେ ବୁଝି ପାରୁଥିବା । ସେ ଆଉ କେହି ନୁହନ୍ତି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ

ଆମେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ସମସ୍ତ ରାଜନୈତିକ ଚାଲି ଓ ବିଚାର ସମ୍ବନ୍ଧରେ ଖୁବ୍ ଭଲ ଭାବରେ ଅବଗତ ଅଛୁ । ତେବେ ତାଙ୍କ ସମ୍ପୂର୍ଣ ଦିନ ତମାମ ତାଙ୍କର କାର୍ଯ୍ୟ କ୍ରମ ବିଷୟରେ କଦାପି ଜାଣି ନଥିବେ । ତେବେ ଏବେ ସୋସିଆଲ ମିଡ଼ିଆରେ ନବୀନ ପଟ୍ଟନାୟକଙ୍କ ଗୋଟିଏ ଭିଡିଓ ଖୁବ୍ ଜୋରରେ ମାଡି ଚାଲିଛି । ଯେଉଁ ଭିଡ଼ିଓଟି ନବୀନ ନିବାସ ଭିତରୁ ଆସିଛି।

ଏହି ଭିଡିଓ ଟା କିଏ କରିଛନ୍ତି କଣ ପାଇଁ କରିଛନ୍ତି କିଛି ଜଣା ନାହିଁ । କାରଣ ନବୀନ ନିବାସ ଭିତରକୁ ଯିବାପାଇଁ କାହାର ପରମିଶନ ମିଳି ନଥାଏ । ତେବେ ଯାହା ଜଣା ପଡ଼ିଛି ସେ ନିଜ ଘର ଗୋଟିଏ ରୁମରୁ ଯାଉଛନ୍ତି ବେଲକୁନି ଆଡ଼କୁ ଓ ତାପରେ ବେଲ୍କୁନି କବାଟ ଖୋଲିଛନ୍ତି ଓ ଜଗନ୍ନାଥ ଙ୍କୁ ଜୁହାର ହେଉଛନ୍ତି । ସେ ପୁଣି କଚ୍ଛା ନମାରି । ସେଇ କଥା ହିଁ ସୋସିଆଲ ମିଡ଼ିଆରେ ଖୁବ୍ ତୀବ୍ର ବେଗ ରେ ମାଡି ଚାଲିଛି ।

Leave a Reply

Your email address will not be published. Required fields are marked *