ଏହି କାରଣରୁ କୋଟି କୋଟି ଟଙ୍କାର ଟ୍ରେନ ଏଠି ପଡ଼ିକି ଖତ ଖାଉଛି ! ଦେଖନ୍ତୁ ଭିଡିଓ

ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଏକ ରହସ୍ୟ ହେଇ ରହିଯାଇଛି । ତାହା ଆଜି ଜୟେ ରହସ୍ୟ ହେଇ ରହିଛି ।ଆଜି ଆମେ ମାନେ କିଛି ଏମିତି ଟ୍ରେନ ବିଷୟ ରେ ଜାଣିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ଆତ୍ସଯ୍ୟ ହେଇଯିବେ ।ଯଦି ଆପଣ ମାନେ କେବେ ଆମେରିକା ଯିବେ ତାହାଲେ ଇଗଲ ଯିବାର ପ୍ଲାନ୍ ନିଚିତ ରଖନ୍ତୁ ।

ସେଠାରେ ଗୋଟେ ନୁହେଁ ଏମିତି ଅନେକ ଟେନ୍ ପଡି ଖତ ହୋଇଯାଉଥିବାର ଆପଣ ନମାନେ ଦେଖିବାକୁ ପାଇବେ । 1926 ମସିହାରେ ୱାଷ୍ଟେନ୍ ରେଲୱେ ଏହି ନୁଆ ଟ୍ରେନ୍ଗୁଡ଼ିକୁ ଚଳାଇଲା ନୁଆନୁଆ ଏମାନେ ଭଲ କାମ କଲେ 1930 ପରେ ଏହାକୁ ହଠାତ୍ ବନ୍ କରି ଦିଆଗଲା । ସେହି ଟ୍ରେନ୍ ଗୁଡ଼ିକ ଆଜି ଜୟେ ଇଗଲ ନଦୀ କୂଳରେ ସେଠାରେ ସେହିପରି ଭାବେ ପଢ଼ିକି ରହିଛି ।

ପୋର୍ନ ନାମକ ଏକ ଗ୍ରାମ ରେ ଅନେକ ଟ୍ରେନ ଜଙ୍କ ଲାଗିଥିବା ଅବସ୍ଥାରେ ପଢ଼ି ରହିଥିବାର ଆମେ ମାନେ ଦେଖିବାକୁ ପାଇବା 1636 ମସିହା ପୂର୍ବରୁ ଏହି ଜାଗାଟି ଋଷୀୟର ଟ୍ରେନ୍ ବେକ ଅଫ ବେଶ୍ ଥିଲା। ସେତେବେଳେ ପରମାଣୁ ବୋମାକୁ ଆଖିରେ ରଖି 140ଟି ବେକ୍କବ ଟ୍ରେନ୍ ରଖାଯାଇଥିଲା।

ଏହାପରେ ଯେତେବେଳେ ଡିଜେଲ ଓ ପେଟ୍ରୋଲ ଟ୍ରେନ୍ ଆସିଲା ଏହି ଟ୍ରେନ ଗୁଡ଼ିକୁ ସର୍ଭିସରୁ ବାହାର କରି ଦେଇଥିଲେ ରୁସ୍ ସରକାର । ସେହି ଟ୍ରେନ୍ ଗୁଡ଼ିକ ସେଠାରେ ରେ ପଢ଼ି ପଢ଼ି ଏକ ଟୁରିଷ୍ଟ ପ୍ଲେସ ପଲଟିଯାଇଛି । ଆଉ ଏକ ସ୍ଥାନରେ ଦୁଇଟି ନଦୀ ଉପରେ ଏକ ନୂତନ ଧାରଣାର ପୋଲ ଦେଖିବାକୁ ମିଳିଛି । ଯେଉଁଠି କି ଏକ ଟ୍ରେନର ଡବାଟିକୁ ପୋଲ ଭାବ ରେ ବ୍ୟବହାର କରାଯାଇ ଅଛି। ଯାହାକି ଏକ ଆକର୍ଷଣ ପ୍ରଦାନ କରିଥାଏ ଯାତ୍ରୀଙ୍କ ପାଇଁ।

Leave a Reply

Your email address will not be published. Required fields are marked *