ଦେଖନ୍ତୁ ଭିଡ଼ିଓ: ପୁଣି ଚର୍ଚ୍ଚାରେ ଉଦିତ ନାରାୟଣ, ଓଡିଶାକୁ ଆସି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଗାଇଲେ ଏହି ଜବରଦସ୍ତ ଗୀତ !

ଜଣେ ସାଧାରଣ ମଣିଷଙ୍କ ଠାରୁ ସେଲିବ୍ରେଟିଙ୍କର ଜୀବନ ଶୈଳୀ ସମ୍ପୂର୍ଣ ରୂପରେ ଅଲଗା ହୋଇଥାଏ। ଆପଣମାନେ ଜାଣିଥିବେକି ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନନ୍ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ପ୍ରଶଂସକଙ୍କ ପାଇଁ କୌତୁହଳ ପ୍ରକାଶ କରିଥାଆନ୍ତି। ହିନ୍ଦୀ, ଆଧୁନିକ ବା ଚଳଚ୍ଚିତ୍ର ଗୀତ ସୁପର ହିଟ ହେବା ପଛରେ କଣ୍ଠଶିଳ୍ପୀ ମାନଙ୍କର ହାତ ରହିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁଯେ, ବଲିଉଡର କଣ୍ଠଶିଳ୍ପୀ ଉଦିତ ନାରାୟଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଇଁ ଗୀତ ଗାଉଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଏହି ବିଷୟରେ ଜାଣିବା।

ସୂଚନା ଅନୁଯାୟୀ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କୁ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଜଗତର ଆଗ ଧାଡ଼ିର କଣ୍ଠଶିଳ୍ପୀ ଭାବରେ ବହୁତ ପରିଚିତ ଅଟନ୍ତି। ସେ ଖୁବ ସୁନ୍ଦର ଭାବରେ ଗୀତ ଗାଇଥାନ୍ତି। ସେ ହିନ୍ଦୀ ଫିଲ୍ମର ବହୁତ ଗୀତ ଗାଇବା ସହ ଅନେକ ଓଡ଼ିଆ ଫିଲ୍ମର ମଧ୍ୟ ଗୀତ ଗାଇଛନ୍ତି।

କଣ୍ଠଶିଳ୍ପୀ ବଲିଉଡରେ ପରିଚିତ ହେବା ସହ ଓଡ଼ିଶାରେ ମଧ୍ୟ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କର ଗୀତ ଗାଇବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ଯେ କୌଣସି ବ୍ୟକ୍ତି ତାଙ୍କର ଗୀତ ଶୁଣିଲେ ଖୁସିରେ ଉତଫୁଲିତ ହୋଇ ଯାଇଥାଏ। ଓଡ଼ିଆ ଫିଲ୍ମରେ ଗୀତ ଗାଇବା ପାଇଁ ତାଙ୍କୁ ପ୍ରାୟତଃ ଅଣାଯାଏ।

ତାଙ୍କ କଣ୍ଠରୁ ଗୀତ ଶୁଣିବା ପାଇଁ ଦର୍ଶକମାନେ ସବୁବେଳେ ଚାତକ ପରି ଚାହିଁ ଅନାଇଥାନ୍ତି। ଦର୍ଶକମାନେ ତାଙ୍କୁ ପସନ୍ଦ କରିବା ସହ ତାଙ୍କ ଗୀତକୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି। ସେ ସୁନ୍ଦର ଗୀତ ଗାଇ ଦର୍ଶକମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ପ୍ରୟାସ ଚଳାଇଥାନ୍ତି।ତାଙ୍କର ସୁନ୍ଦର ଗୀତ ଗାଇବା ଦ୍ବାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ଯ ସେ ରହିଥାନ୍ତି। ତେବେ ବର୍ତ୍ତମାନ ସେ ଏକ ନୂଆ ଗୀତ ଗାଇଛନ୍ତି ବୋଲି ଶୁଣିବା ପାଇଁ ମିଳିଛି।

କଣ୍ଠଶିଳ୍ପୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରେ ଗୀତ ଗାଉଛନ୍ତି। ସେ ଗାଉ ଥିବା ଗୀତର ଜାପାନୀ ଭାଇ ନିର୍ଦେଶକ ଭାର ସମ୍ଭାଳିଛନ୍ତି ଓ ତପୁ ନାୟକ ଏହି ଗୀତକୁ ଲେଖୁଛନ୍ତି। କଣ୍ଠଶିଳ୍ପୀ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ପାଇଁ ଗୀତ ଗାଇବା ପାଇଁ ସେ ଆଗ୍ରହୀ ମଧ୍ୟ ଅଛନ୍ତି। ସେ ତାଙ୍କ ପାଇଁ ଗୀତ ଗାଉ ଥିବାରୁ ନିଜକୁ ମଧ୍ୟ ସେ ଧନ୍ୟ ମନେ କରିଛନ୍ତି ଓ ସେ ତାଙ୍କ ପାଇଁ ବହୁତ ସୁନ୍ଦର ଭାବରେ ଗୀତ ଲେଖୁଛନ୍ତି। ତାଙ୍କର ଏହି ଗୀତ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ ବୋଲି ତାଙ୍କର ଭରସା ଓ ବିଶ୍ବାସ ଅଛି।

Leave a Reply

Your email address will not be published. Required fields are marked *