ତେବେ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଦୁନିଆରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣାମାନ ଘଟୁଛି । ଏହି କଳିଯୁଗରେ କିଛି ଭି ହୋଇପାରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହାକୁ କେବେଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନରେ ଘଟିବାକୁ ଯାଉଚି ତାହା କେବେ ଭି ଆଶା କରାଯାଇ ନଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନକହି ଆସିଥାଏ ।
ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣାନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇପାରେ । ଏମିତି ହେବାର କାରଣ କଣ ?
ତେବେ ଆପଣ ମାନେ ଏମିତି ରାସ୍ତା କେବେ ବୋଲି ଦେଖି ନଥିବେ ଯେଉଁ ରାସ୍ତା ଦେଇ ଥରେ ଗଲେ ଆଉ ଫେରିବାର ବିଶ୍ୱାସ ନଥିବ । ତେବେ ଆମେ ଆପଣଙ୍କୁ ଏମିତି କିଛି ରାସ୍ତା ବିଷୟରେ କହିବୁ ଯେଉଁ ରାସ୍ତା ଖୁବ୍ ଖତରନାକ୍ ହୋଇଥାଏ । ଆମେ ଆପଣଙ୍କୁ ଏମିତି ୫ ଟି ଖତରନାକ୍ ରାସ୍ତା ବିଷୟରେ କୋହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ପାସଜ୍ ଡୁ ଗୋଇସ ଫ୍ରାନ୍ସ ଏହି ରାସ୍ତା ଖୁବ୍ ବିଚିତ୍ର ଆପଣ ଯେତେ ଆଗକୁ ଆଗକୁ ଯାଉଥିବେ ଦେଖିବେ ଆଉ ରାସ୍ତା ଆଗକୁ ନାହିଁ ।
ରାସ୍ତା ଉପରେ ଜୁଆର ମାଡି ଆସିଥିବ । ଏହି ରାସ୍ତା ଉପରକୁ ଦିନ ସାରା ଦୁଇ ଥର ଜୁଆର ଆସିଥାଏ । ଯଦି ଜଣକୁ ଉପଯୁକ୍ତ ସମୟ ଜଣା ଥିବ ତେବେ ସେ ଆରାମ ସେ ରାସ୍ତା ପାରି ହୋଇ ପାରିବ । ତେବେ ଆଉ ଗୋଟିଏ ସ୍ଥାନରେ ଠିକ୍ ସେହିଭଳି ରାସ୍ତା ଅଛି ଯେଉଁ ରାସ୍ତା ଟି ପାହାଡ଼ କାଟି କରା ହୋଇଛି ଯେଉଁ ରାସ୍ତା ଦେଇ ଥରେ ଗଲେ ଆଉ ଫେରି ହବନି । ଫେରିବା ପାଇଁ ଚେଷ୍ଟା କରିଲେ ଘାଇରେ ପଡ଼ିଯିବେ ।
ସେହିଭଳି ଜେମ୍ସ ଦେଲ୍ଟନ୍ ହାଇ ୱେ ଏହି ରାସ୍ତା ସାରା ପ୍ରତିଦିନ କୁହୁଡି ବର୍ସୁ ଥାଏ ଯାହା ପାଇଁ ସବୁ ଡ୍ରାଇଭର ଗାଡ଼ି ନେଇ ଯିବା ପାଇଁ ଡରି ଥାଆନ୍ତି । ତେବେ ଆଉ ଗୋଟିଏ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ଗାଡ଼ି ଚକା ଦ୍ଵାରା ଚାଲିଥାଏ । ଗାଡ଼ି ଗଡି ଗଡି ଆସିଥାଏ । ଆଉ ଗୋଟିଏ ସ୍ଥାନ ଭି ଠିକ୍ ସେହି ଭଳି ପାହାଡ ଭିତରେ ଦେଇ ରହିଛି ଯାହା ଖୁବ୍ ଆଶ୍ଚର୍ୟ୍ଯଜନକ ଓ ବିପଦପୂର୍ବ ।