ବସ ଭିତରେ ଯୁବକ ଜଣକ ମହିଳାଙ୍କୁ ବାରମ୍ବାର ସ୍ପର୍ଶ କରୁଥିଲେ,ଆଉ ତା ପରେ ମହିଳା ଜଣକ ଯାହା କଲେ,ଭିଡ଼ିଓ ଦେଖିଲେ ଚକିତ ହୋଇଯିବେ ଆପଣ !

ଆପଣ ମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗକୁ ଅନଲାଇନର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବନାହିଁ। ଆଜିକାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହିଯାଆନ୍ତି।

ଅନେକ ସମୟରେ ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଖବର ଆପଣ ତ ଶୁଣିବାକୁ ପାଉଥିବେ। ବିଭିନ୍ନ ସ୍ଥାନରୁ ଏପରି ବ୍ୟବହାରର ଖବର ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। ସେହିପରି ଏବେ ପୁଣି ସାମ୍ନାକୁ ଆସିଛି ଏକ ଲଜ୍ୟାକର ଘଟଣା। ସୋସିଆଲ ମିଡ଼ିଆରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି।

ସେହିପରି ଏକ ଘଟଣାର ଭିଡ଼ିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।ଏହି ଘଟଣାକୁ ଶୁଣିଲେ ଆପଣମାନେ ବି କହିବେ, ଆଜିର ଏହି ଶିକ୍ଷିତ ସମାଜ କେବଳ ନାମକୁ ଶିକ୍ଷିତ କିନ୍ତୁ ଚିନ୍ତାଧାରା ଅନୁସାରେ ସେ ବହୁତ ତଳେ ରହିଛି। ଆଜିର ଲୋକମାନଙ୍କର ଚିନ୍ତାଧାରା ଝିଅ ତଥା ମହିଳା ମାନଙ୍କ ପାଇଁ ଏତେ ତଳକୁ ଖସିଯାଇଛି ଯେ, ସେହି ସମ୍ପର୍କରେ ଭାବିଲା ବେଳକୁ ଖରାପ ଲାଗୁଛି। ଆମେ ଆଜି ଆପଣ ମାନଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ, ସେହି ଘଟଣାରେ ଥିବା ଯୁବକଙ୍କର କାମରୁ ଆପଣମାନେ ଜାଣିପାରିବେ ଲୋକମାନଙ୍କ ଚିନ୍ତାଧାରା କେତେ ତଳକୁ ଖସିଯାଇଛି।

ଏହି ଘଟଣାରେ ଆପଣ ଦେଖିବାକୁ ପାଇବେ,ଜଣେ ଯୁବକ କିପରି ଭାବରେ ବସ୍ ଭିତରେ ଠିଆ ହୋଇଥିବା ଜଣେ ଯୁବତୀଙ୍କୁ ଖରାପ ଉଦ୍ଦେଶ୍ୟ ରଖି ସ୍ପର୍ଶ କରୁଛନ୍ତି।ଦୁଇ ତିନିଥର ଯୁବକ ଜଣଙ୍କ ଏହିପରି ଭାବରେ ଯୁବତୀଙ୍କ ଦେହରେ ହାତ ବଜାଉଥିବାର ଦେଖିବାକୁ ମିଳୁଛି। ତେବେ କିଛି ସମୟ ଧରି ଯୁବତୀ ଜଣଙ୍କ ଏହାକୁ ମାର୍କ କରିବା ପରେ ସେ ଯୁବକ ଜଣଙ୍କୁ ଏପରି କାହିଁକି କରୁଛନ୍ତି ବୋଲି କହି ଗାଳି ଦେଉଛନ୍ତି ଏବଂ ଏହାକୁ ଦେଖି ବସର ଅନ୍ଯ ଯାତ୍ରୀ ମାନେ ମଧ୍ଯ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ଗାଳି ଦେଉଛନ୍ତି ଏବଂ ବ୍ଯବହାର ପାଇଁ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *