ଏହି ୬ଟି ଘଟଣା ବୈଜ୍ଞାନିକ ମାନଙ୍କର ବି ହୋସ୍ ଉଡେଇଦେଲା ! ଦେଖନ୍ତୁ ଭିଡ଼ିଓ !

ତେବେ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗରେ କିଛି ଭି ହୋଇପାରେ । ଜୀବନରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହାକୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନରେ ଘଟିବାକୁ ଯାଉଚି ତାହା କେବେ ଭି ଆଶା କରାଯାଇ ନଥାଏ ।ସତ କହିବାପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନକହି ଆସିଥାଏ ।

ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣାନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହିପରି ହୋଇପାରେ । ଏମିତି ହେବାର କାରଣ କଣ ?

ଆଜ୍ଞା ଆପଣମାନେ ବହୁତ୍ ପ୍ରକାର ବନ୍ୟା ବାତ୍ୟା ଦେଖିଥିବେ ତେବେ ସେହି ବାତ୍ୟା ଓ ବନ୍ୟା ଅଲଗା ପ୍ରକାର କେବେ ଭି ଦେଖି ନଥିବେ ତେବେ ଏହି ବାତ୍ୟା ଭିତରୁ ଆମେ ଏମିତି କିଛି ଚିତ୍ର ବିଷୟରେ କହିବୁ ଯାହା ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ଏହି ଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଗୋଟିଏ ଭିଡିଓ ଆସିଛି ଯେଉଁ ବନ୍ୟାଟି ସାଧାରଣ ବନ୍ୟା ଠାରୁ ଖୁବ୍ ନିଆଁରା । ଏହି ବାତ୍ୟାର ପାଣି ସହିତ କାଠି ଓ ମାଟି ବହୁତ୍ ପରିମାଣରେ ଭାସି ଭାସି ଆସୁଛି ।

ତେବେ ଆଉ କିଛି ସ୍ଥାନରେ ଏତେ ପରିମାଣରେ ବର୍ଷା ହୋଇଥାଏ ଯେ ଘାସ ତଳେ ପାଣି ବହୁତ୍ ପରିମାଣରେ ରହିଥାଏ । ତା ସହିତ ସେହି ଘାସରେ ହାତ ମାରିଲେ ଜେଲି ଭଲିଆ ଲାଗିଥାଏ । ଏହାକୁ ପିଲାମାନେ ଖେଳିବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି ତା ସହିତ ଏହାକୁ କଣାକରି ପାଣି ବାହାର୍ କରିବା ପାଇଁ ପଡିବ । ଆଉ ଗୋଟିଏ ସ୍ଥାନରେ ଗୋଟିଏ ସମୁଦ୍ର କଡ଼ରେ ଥିବା ବାଲି ଭିତରକୁ ବୁଡିବୁଡି ଯାଉଛି ।ସେହି ଭଳି ହଠାତ୍ ଭୂସ୍ଖଳନ ପାଇଁ ମାଟି ତଳକୁ ପଶି ଯିବାର ଦେଖିବା ପାଇଁ ମିଳିଥିଲା ।

ଆଉ ଗୋଟିଏ ଭିଡିଓରେ ଭି ସେମିତି ଜଣେ ପଙ୍କ ରେ ପଶିଯିବାର ଦେଖା ହେଇଛି । ସେ ତା ଭିତରୁ ନାଚୁଛନ୍ତି । ଆଉ ଗୋଟିଏ ଭିଡିଓରେ ମୁମ୍ବାଇରେ ମଧ୍ୟ ସେମିତି ଲୋକ ଚାଲୁଥିବା ରାସ୍ତା ଉପରେ ପାଣି ମାଡି ଆସୁଥିବାର ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *