ଯେତେବେଳେ ଆପଣଙ୍କୁ ଟଙ୍କାର ଅଧିକ ଆବଶ୍ୟକ ପଡେ ସେତେବେଳେ ଟଙ୍କା ପାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ । ଏହି ଅନନ୍ୟ ପଦକ୍ଷେପ ଭାରତରେ ଆରମ୍ଭ ହୋଇସାରିଛି ଏବଂ ଆପଣଙ୍କ ବିଶ୍ୱସ୍ତ Bajaj Finserv MARKETS ଦ୍ୱାରା ଅଣାଯାଇଛି । ବାସ୍ତବରେ, ଏକ ବ୍ୟକ୍ତିଗତ ଋଣ ହେଉଛି ଏପରି ଏକ ଜିନିଷ ଯାହା ହଠାତ୍ ଯେତେବେଳେ ଆପଣ ଏହାକୁ ଆବଶ୍ୟକ କରନ୍ତି ସେତେବେଳେ ଆପଣ ଏହାର ଫାଇଦା ଉଠାଇ ପାରିବେ ।
Bajaj Finserv MARKETS ଠାରୁ ଏହି ଅଫର ପାଇବାକୁ, ଆପଣଙ୍କୁ ଲୋନ ଇଲିଯିବିଲିଟି ଏବଂ କିଛି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ପୂରଣ କରିବାକୁ ପଡିବ । (personal loan) ବ୍ୟକ୍ତିଗତ ଋଣ ଅନେକ କ୍ଷେତ୍ର ରେ ଅଧିକ ଆବଶ୍ୟକ ହୁଏ। ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଅନଲାଇନରେ ବ୍ୟକ୍ତିଗତ ଋଣ ପାଇଁ ସହଜରେ ଆବେଦନ କରିପାରିବେ ।
ଆପଣ ଏହାର ୱେବସାଇଟରେ Bajaj Finserv MARKETS ର ଏହି ଅଫରର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ଏହି ଋଣର ସୁଧ ହାର 10.49% ପର୍ଯ୍ୟନ୍ତ ଅଟେ। ମୋଟ ଋଣ ରାଶିର 0.5% ଏବଂ 2.50% ପ୍ରକ୍ରିୟାକରଣ ଫି ଭାବରେ ଚାର୍ଜ କରାଯାଏ । ଏଥିସହ, ଏଥିରେ ଆପଣ 25 ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ପାଇପାରିବେ । ଏହି ଋଣର କାର୍ଯ୍ୟକାଳ 1 ରୁ 5 ବର୍ଷ ମଧ୍ୟରେ ଅଟେ। ୱେବସାଇଟର ଏହି ଲିଙ୍କରେ କ୍ଲିକ୍ କରି ଆପଣ EMI କାଲକୁଲେଟର, ଏଲିଯିବିଲିଟି କାଲକୁଲେଟର, ସୁଧ ହାର ଏବଂ ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ପାଇପାରିବେ । ପ୍ରଶ୍ନର ଦ୍ୱନ୍ଦ୍ୱକୁ ଦୂର କରି, ଆପଣ ଯେକୌଣସି ସମୟରେ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରିପାରିବେ ।
EMI କାଲକୁଲେଟର।
ବ୍ୟକ୍ତିଗତ ଋଣ ପାଇଁ EMI କାଲକୁଲେଟର ହେଉଛି ଏପରି ଏକ ଉପକରଣ ଯାହା ଆପଣଙ୍କର EMI ଗଣନା କରିବାରେ ସାହାଯ୍ୟ କରେ । ଆପଣଙ୍କୁ ଏହି EMI କୁ ପ୍ରତିମାସରେ ଦେବାକୁ ପଡିବ । ବ୍ୟକ୍ତିଗତ ୠଣ EMI ଗଣନା କରିବାକୁ, ଆପଣଙ୍କୁ ଆଶା କରାଯାଉଥିବା ସୁଧ ହାର ଏବଂ ୠଣ ପରିଶୋଧ କାର୍ଯ୍ୟକାଳ ସହିତ ମୂଳ ରାଶି ପ୍ରବେଶ କରିବାକୁ ପଡିବ । Bajaj Finserv MARKETS ପରିଦର୍ଶନ କରି, ଆପଣ ଆପଣଙ୍କର ବ୍ୟକ୍ତିଗତ ଋଣ EMI କୁ ସହଜରେ ଗଣନା କରି ଭବିଷ୍ୟତ ପାଇଁ ଯୋଜନା କରିପାରିବେ।
ଏଲିଯିବିଲିଟି କାଲକୁଲେଟର।
ବାଜାଜ ଫିନ୍ସର୍ଭ ମାର୍କେଟର ସାଇଟରେ ଆପଣ ଏକ ବ୍ୟକ୍ତିଗତ ଋଣ ଏଲିଯିବିଲିଟି କାଲକୁଲେଟର ମଧ୍ୟ ପାଇପାରିବେ । କାଲକୁଲେଟର ଆପଣଙ୍କୁ ଜଣାଇବାକୁ ଦେଇଥାଏ ଯେ ଆପଣ ଆପଣଙ୍କର ମାସିକ ଖର୍ଚ୍ଚରେ କୌଣସି ପରିବର୍ତ୍ତନ ନକରି ବ୍ୟକ୍ତିଗତ ଋଣରୁ ଉଠାଇ ପାରିବେ । ବ୍ୟକ୍ତିଗତ ଋଣ ପାଇଁ ଯୋଗ୍ୟତା ବୟସ, ଆୟ, ଚାକିରୀ, ଲୋନ ହିଷ୍ଟ୍ରି , ଅନ୍ୟାନ୍ୟ ଆର୍ଥିକ ଦାୟିତ୍ ସହିତ ଅନେକ କାରଣ ଉପରେ ନିର୍ଭର କରେ। ଯଦି ଆପଣ ଆପଣଙ୍କର ବ୍ୟକ୍ତିଗତ ଋଣ ଯୋଗ୍ୟତାକୁ ଆକଳନ କରିବାକୁ ଚାହୁଁଛନ୍ତି , ତେବେ ଆପଣ ପ୍ରକୃତରେ ସଠିକ୍ ସ୍ଥାନକୁ ଆସିଛନ୍ତି।
ତେବେ ବର୍ତ୍ତମାନ ଚିନ୍ତା କ’ଣ? ବ୍ୟକ୍ତିଗତ ଋଣ ଆପଣଙ୍କଠାରୁ ମାତ୍ର କିଛି ପାଦ ଦୂରରେ। ଯଦି କେବେ ଆବଶ୍ୟକ ହୁଏ, Bajaj Finserv MARKET ର ୱେବସାଇଟରେ ଲଗ୍ ଇନ୍ କରନ୍ତୁ ଏବଂ ଆପଣଙ୍କ ପ୍ରଶ୍ନର ସମାଧାନ କରନ୍ତୁ ।