ଖୁସି ଖବର : SHG ଗ୍ରୁପମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ପୁଣି ସମସ୍ତେ ପାଇବେ ଟଙ୍କା ! ପ୍ରତ୍ୟେକ ମହିଳା ଏହାକୁ ଜାଣି ରଖନ୍ତୁ !

ରାଜ୍ୟ ସରକାର ଲୋକଙ୍କର ଅଭାବକୁ ଆଖିରେ ରଖି ଅନେକ ଯୋଜନା ସାମ୍ନାକୁ ଆଣିଛନ୍ତି । କୃଷିଙ୍କ ପାଇଁ କାଳିଆ ଯୋଜନା ହେଉ ବା ରାଜ୍ୟ ତଥା ଦେଶର 200 ଟି ଡାକ୍ତରଖାନାରେ ପ୍ରାୟ 3.5 କୋଟି ଲୋକଙ୍କୁ ନଗଦ ବିହୀନ ସ୍ୱାସ୍ଥ୍ୟସେବା ପାଇବାକୁ ବିଜୁ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଲଞ୍ଚ କରିବ ହେଉ । ଆମ ସରକାର ସବୁବେଳେ ଚିନ୍ତିତ ।

ସେହିପରି ଆହୁରି ଅନେକ ଯୋଜନା ଯୋଜନା ସାମ୍ନାକୁ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଆଉ ବିଶେଷ କରି ମହିଳା ମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଦିଆ ଯାଉଛି। ଯାହା ଫଳରେ ସେମାନେ ସମାଜରେ ନିଜକୁ ସୁଦୃଢ ମନେ କରିବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ ।

ମହିଳା ମାନଙ୍କର ସୁବିଧା କୁ ଆଖିରେ ରଖି ରାଜ୍ୟ ସରକାର ଏବେ ଏକ ନୁଆ ଯୋଜନା ସାମ୍ନାକୁ ଆଣିଛନ୍ତି ।ପୁଣିଥରେ ମହିଳା ମାନେ ପ୍ରତି ଜିଲ୍ଲାରେ ଆରମ୍ଭ କରିବେ ମିଶନ ଶକ୍ତି ଭବନ ଏହା ଛଡା SSG ଦଳ ମାନଙ୍କୁ ମିଳିବ ଟଙ୍କା। ମିଶନ ଶକ୍ତି ଭବନ ପାଇଁ ଖର୍ଚ୍ଚ ହେବ ପ୍ରାୟ 1 କୋଟିରୁ ଅଧିକା ଟଙ୍କା । ରାଜ୍ୟ ସ୍ଥରରେ ଖୁବ୍ ଶୀଘ୍ର ନିର୍ମାଣ ହେବ ଏହି ମିଶନ ଶକ୍ତି ଭବନ।

ଏହି ସମସ୍ତ ଯୋଜନା ପାଇଁ 200 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମାନ୍ୟବର ମୁଖ୍ୟ ମନ୍ତ୍ରୀ । ଏହା ସହିତ 1 କୋଟି 38 ଲକ୍ଷ୍ୟ ଟଙ୍କା ସେହି ଗ୍ରୁପ ମାନଙ୍କୁ ଟ୍ରାନସ୍ଫର୍ ହେବ । ଏଥି ଲାଗି ଖର୍ଚ୍ଚ ହେବ 65 କୋଟି ଟଙ୍କା ଏହାଛଡ଼ା ଏବେ ଯାଏ ପ୍ରାୟ 70 ଲକ୍ଷ୍ୟ ମହିଳା ଆଜି ଯାଏ ଯୋଡି ରହିଛନ୍ତି ଏହି ମିଶନ ଶକ୍ତି ସହିତ ସେଥିପାଇଁ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

Leave a Reply

Your email address will not be published. Required fields are marked *