ହୃଦୟ ବିଦାରକ ଦୃଶ୍ୟ : ରାସ୍ତାରେ ଯାଉଥିବା ବୟସ୍କ ବ୍ୟକ୍ତିଙ୍କୁ ହଠାତ ଚିତାବାଘ କଲା ଆକ୍ରମଣ,ଆଉ ତା ପରେ ଜଣେ ଯୁବକ . .. ଦେଖନ୍ତୁ ପୁରା ଭିଡ଼ିଓ !

ବନ୍ଧୁଗଣ ଆପଣମାନେ ଦେଖୁଥିବା କିଛି ଭାଇରାଲ ଭିଡ଼ିଓରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ବିଷୟରେ ଅବଗତ କରାଇଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ, ଏହି ଦୃଶ୍ୟ ସମସ୍ତଙ୍କୁ ଡରାଇବା ଭଳି ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ବାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଆପଣଙ୍କର ଛାତି ଥରି ଉଠିଥାଏ।

ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ମଧ୍ୟ ହୋଇଥାଏ। ଆପଣ ଜାଣିଛନ୍ତିକି ଆଜିର ଏହି ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣାମାନ ଦେଖିବା ପାଇଁ ମିଳିଥାଏ। ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ଯାହା ବାସ୍ତବରେ ଆମକୁ ବହୁତ ଆଶ୍ଚର୍ଯ୍ୟ କରିଥାଏ

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବା ପାଇଁ ବାଧ୍ୟ କରିଥାଏଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ମଧ୍ୟ ଘଟିପାରେ। ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏମିତି ଘଟଣା ବହୁତ କମ ଦେଖିବାକୁ ମିଳିଥାଏ।

ଅନେକ ସମୟରେ ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ବରେ ଦେଖୁବାକୁ ପାଇଥାଉ। ବହୁତ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସମ୍ପୂର୍ଣ ରୂପରେ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇଯାଇଥାଏ।

ବର୍ତ୍ତମାନ ସାମ୍ନାକୁ ଆସିଛି ସେହିପରି ଏକ ଦୁର୍ଘଟଣାର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ବାସ କରିବା ବହୁତ କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ। ଏହି ଘଟଣାରେ ଜଣେ ବ୍ୟକ୍ତି କିପରି ଭାବରେ ଅଚାନକ ଏକ ହେଟାବାଘର ଆକ୍ରମଣର ଶିକାର ହେଉଛନ୍ତି ତାହା ଦେଖିବାକୁ ମିଳିଛି।

ବୃଦ୍ଧ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଜଙ୍ଗଲ ପାର୍ଶ୍ବରୁ ଏକ ହେଟାବାଘ ଆସି ତାଙ୍କ ଉପରକୁ ଆକ୍ରମଣ କରୁଛି। ଆଉ ଏହି ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ବ୍ୟକ୍ତି ଜଣଙ୍କ ଏହି ପରିସ୍ଥିତିରେ ବିଚଳିତ ହୋଇ ପଡ଼ିଥିବାର ଦେଖୁବା ପାଇଁ ମିଳୁଛି। ହେଟା ବାଘଟି ତାଙ୍କୁ କିଛି ସମୟ ଧରି ଆକ୍ରମଣ ମଧ୍ୟ କରିବାକୁ ଲାଗୁଛି।

ବୃଦ୍ଧ ଜଣଙ୍କ ନିଜକୁ ରକ୍ଷା କରିବା ପାଇଁ ଚାହିଁ ରକ୍ଷା କରି ପାରୁନାହାଁନ୍ତି।ତେବେ ଏଭଳ ସ୍ଥିତିରେ ସେଠାରେ ଥିବା ଏକ କୁକୁର ପ୍ରତିକ୍ରିୟାଶିଳ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସେ କିଛି କରି ପାରୁନାହନ୍ତି। ଏହାପରେ ଦେଖିବାକୁ ମିଳୁଛିଯେ ଏହି ହେଟାବାଘଟି କୁକୁର ଟିକୁ ଆକ୍ରମଣ କରୁଛି। କୁକୁର ସହ ଲଢେଇ କରି କରି ସେ ତାକୁ ନିକଟରେ ଥିବା ଏକ ଗଛ ମୂଳକୁ ନେଇଯାଉଛି ଏବଂ ପୁଣି ଆକ୍ରମଣ କରୁଛି। ତେବେ ଏହି ଭିଡିଓ ଦୂରରେ ଥିବା ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ରେକର୍ଡ କରିବା ପରେ ଏହା ବର୍ତ୍ତମାନ ଭାଇରାଲ ହେଉଅଛି।

Leave a Reply

Your email address will not be published. Required fields are marked *