ଆପଣମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।
ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ହଠାତ୍ ଯେତେବେଳେ ଆପଣ ଏକ ବିଶାଳକାୟ ହାତୀକୁ ଦେଖିବାକୁ ପାଆନ୍ତି ସେତେବେଳେ ଆପଣଙ୍କ ମନକୁ ଡର ଆସିବାଟା ସ୍ବାଭାବିକ କଥା। କାରଣ ଏହାଦ୍ବାରା ଆପଣଙ୍କ ଉପସ୍ଥିତ ବୁଦ୍ଧି ଶୁନ ହୋଇ ଯାଇଥାଏ। ତେବେ ଆପଣ ଥରେ ଭାବନ୍ତୁ ତ ଯଦି କେବେ ଆପଣଙ୍କ ସାମ୍ନାକୁ ହାତୀଟିଏ ହଠାତ୍ ଚାଲି ଆସୁଛି କିମ୍ୱା ଆପଣ ରାସ୍ତାରେ ଯାଉ ଯାଉ ହଠାତ୍ ରାସ୍ତା ମଝିରେ ଏକ ବିଶାଳକାୟ ହାତୀକୁ ଦେଖିବାକୁ ପାଉଛନ୍ତି ତେବେ ଆପଣ ସେହି ସମୟରେ କଣ କରିବେ?
ଆଉ ଯଦି ସେହି ହାତୀଟି ସେହି ସମୟରେ ଆପଣଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି ତାହେଲେ ସେମିତି ଏକ ପରିସ୍ଥିତିରେ ଆପଣ କଣ କରିବେ କିଛି ବୁଦ୍ଧି ବାଟ ଦେଖା ଯିବ ନାହିଁ।ଏହି ପରିସ୍ଥିତି ରେ ଆପଣ ନିଶ୍ଚିତ ବହୁତ୍ ମାତ୍ରାରେ ଡରି ଯିବେ। ଆଉ ଏଭଳି ଏକ ସ୍ଥିତିରେ କଣ କରିବେ କଣ କରିବେ ନାହିଁ ତାହା ଭାବି, ଚିନ୍ତା କରିକରି ଆପଣ ବ୍ୟତିବ୍ୟସ୍ତ ବି ହୋଇ ପଡିବେ। ଆଉ ଏହା ସ୍ବାଭାବିକ କଥା। କାରଣ ହାତୀ ଯେମିତି ଜୀବ, ତା ଆଗରେ ମଣିଷ କିଏ। କିଛି କ୍ଷଣ ମଧ୍ୟରେ ସେ ମଣିଷକୁ ମାରି ଦେବାକୁ ସକ୍ଷମ ଅଟେ।
ଆଉ ଏଭଳି ଘଟଣା ଆପଣ ଅନେକ ସମୟ ରେ ଦେଖିବାକୁ ବି ପାଇଥିବେ। ଆଉ ଭାବୁଥିବେ ଯେ ଯାହା ବି ହେଉ ଯେମିତି ଆପଣଙ୍କୁ କେବେ ସେପରି ଘଟଣାର ସମ୍ମୁଖୀନ ହେବାକୁ ନପଡୁ। ସେହିପରି ଏକ ଘଟଣାର ଦୃଶ୍ୟ ଏବେ ଦେଖିବାକୁ ମିଳିଛି।ଯେଉଁ ଘଟଣାରେ ହାତୀଟି ରାସ୍ତା ମଝିରେ ଆସି ଛିଡ଼ା ହୋଇଛି। ଆଉ ସେହି ସମୟରେ କିଛି ଗାଡ଼ି ସେହି ବାଟ ଦେଇ ଯାଉଥିବା ବେଳେ ସେମାନେ ହାତୀଟିକୁ ଦେଖି ଡରି ଯାଇଛନ୍ତି।
ସେମାନେ ଦୃଢତାର ସହ ହାତୀକୁ ସାମ୍ନା କରି, ତା ସହ ନଲାଗି ସେଠାରୁ ପଳାଇ ଯାଉଛନ୍ତି। ଏଠାରେ କିଛି ଗାଡ଼ି ଗୁଡିକ ଯା ଆସ କରୁଥିବା ବେଳେ ଡ୍ରାଇଭର ଗାଡି ଚଲାଉଥିବା ସମୟରେ ତାଙ୍କ ସାମ୍ନାରେ ଏକ ହାତୀକୁ ସେମାନେ ଦେଖିଥିଲେ। ରାସ୍ତାରେ ହାତୀଟିକୁ ଦେଖି ପ୍ରଥମେ ଏକ ଅଟୋ ଡ୍ରାଇଭର ଡରି ଯାଇ ଅଟୋଟିକୁ ବାରମ୍ଵାର ଏପଟ ସେପଟ କରୁଛି।