ଦେଖନ୍ତୁ ଏହି ସକିଙ୍ଗ ଭିଡ଼ିଓ : ବସ ଷ୍ଟାଣ୍ଡରେ ମହିଳା ଜଣକ ସହ ଏମିତି କିଛି ଖରାପ ହରକତ କରୁଥିଲେ କିଛି ଯୁବକ,ତା ପରେ ମହିଳାଜଣକ ଯାହା କଲେ …ପ୍ରତେକ ଝିଅ ଓ ମହିଳା ଏହାକୁ ନିଶ୍ଚୟ ଥରେ ଦେଖନ୍ତୁ !

ବର୍ତମାନ ସମୟରେ ଯୁବ ପୀଢ଼ି ମାନେ କିଛି ବୁଝୁ ନାହାନ୍ତି । କିଛି ମାନୁ ନାହାନ୍ତି ଘର ଲୋକ ଙ୍କ କଥା କୁ ବୁଝୁନାହାନ୍ତି । ଘର ଲୋକେ କେତେ କ-ଷ୍ଟ କରି ମଣିଷ କରିଥାନ୍ତି ପିଲା ମାନଙ୍କୁ ପିଲାମାନେ କିଛି ଭାବି ନଥାନ୍ତି । ଆଜିର ପିଲା ମାନେ ନିଜର ସଉକ ମେଣ୍ଟାଇବା ପାଇଁ ବହୁତ୍ ପ୍ରକାର ଦୂର୍ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ପିଲାମାନେ ପୁଅଙ୍କୁ ଅଥବା ଝିଅଙ୍କୁ ଧରି ବିଭିନ୍ନ ଖରାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ମ-ଦ ମାଂସରେ ନିଜ ଦିନକୁ ଅତିବାହିତ କରୁଛନ୍ତି । ଖରାପ କଥା କହିବା ଖରାପ କାର୍ଯ୍ୟ କରିବା ଆଦି ତାଙ୍କର ପେଶା ହୋଇ ଗଲାଣି ।

ଆଜିର ଶିକ୍ଷିତ ସମାଜ ଅବକ୍ଷୟ ଅବସ୍ଥା ରେ ପହଞ୍ଚିଲାଣି । କେବଳ ଯୁବ ସମାଜ ହିଁ ଏହାର ଉତ୍ତରଦାୟୀ ଅଟେ । ସମାଜ ଧୀରେ ଧୀରେ ବିଶୃ-ଙ୍ଖଳିତ ହେବାର ଲାଗିଛି । ଏସବୁ ର ମୁଖ୍ୟ କାରଣ ହେଉଛି ଆଜିକାଲିର ଯୁବ ସମାଜ । ଆଜିକାଲିର ପିଲା ମାନେ ବହୁତ୍ କାମନା ଓ ବାସନା ପାଇଁ ମାସଦୂର୍ । ଆଜ୍ଞା ଆପଣ ମାନେ ଗୋଟିଏ କଥା ଭାବି ଦେଖିଲେ ଯଦି କେହି ଜଣେ ବ୍ୟକ୍ତି ଉଚ୍ଚ କାର୍ଯ୍ୟ ଅଥବା ଉଚ୍ଚ ପଦବୀ ରେ ରହିଛନ୍ତି ତା ପରେ ସେ ନିଜର ସଉକ ଅଥବା କିଛି ଟଙ୍କା ଲୋଭ ରେ ନିଜ କର୍ମ କଥାକୁ ନ ଭାବି ଖରାପ କାର୍ଯ୍ୟ କରିଚାଲିଛନ୍ତି ତେବେ ସେହି ସବୁ କଣ ଦେଖିବା ପାଇଁ ଭଲ ଲାଗିବ ।

ଆମ ପାଖରେ ସେହି ଭଳି କିଛି ଭିଡିଓ ଆସି ପହଁଚିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଆମେ ଶୃ-ଙ୍ଖଳା କଥା ଉଠୁକି ନ୍ୟାୟ ବି-ଚାର କଥା ଉଠୁ ପୋ-ଲିସ ଉପରେ ବିଶ୍ୱାସ କରିଥାଉ । ହେଲେ ଯଦି ପୋଲିସ ଅଧିକାରୀ କିଛି ଭୁଲ କାର୍ଯ୍ୟ କରିବା ଆରମ୍ଭ କରିଦେବେ ତେବେ ଆପଣ ମାନେ କଣ କରିପାରିବେ । ଗୋଟିଏ ଭିଡିଓ ଖୁବ୍ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ଟି ସି ସି ଟିଭି ଦ୍ଵାରା କ-ଏଦ ହୋଇଛି ।

ତେବେ ଘଟଣାଟି ହେଉଛି ଗୋଟିଏ ବସଷ୍ଟପରେ କିଛି ଝିଅ ବସ ପାଇଁ ଠିଆ ହୋଇଥିବା ବେଳେ ନିକଟରେ କିଛି ବଦ-ମାସ୍ ଯୁବକ ଆସି ଗୋଟିଏ ଝିଅ ସହିତ ଛେ-ଡଖା-ନି କରିବା ପାଇଁ ଚେଷ୍ଟା କରୁଛନ୍ତି ଓ ଝିଅଟି ଏହି ସବୁ କରିବା ପାଇଁ ଯେତେ ମନା କରିବାରୁ ସେମାନେ ଅଧିକ ଖରାପ ବ୍ୟବହାର କରୁଛନ୍ତି । ତେବେ ନିକଟରେ ଥିବା ଗୋଟିଏ ଝିଅ ଆସି ଗୋଟିଏ ସ୍ପ୍ରେ ସେହି ପୁଅ ମାନଙ୍କ ଆଖିରେ ପକେଇ ଦେଇଛନ୍ତି ଓ ସେହି ପୁଅ ମାନେ ତଳେ ଗଡି ଯାଉଛନ୍ତି । ଯାହା ପାଇଁ ସେହି ଝିଅଟି ଦଉଡି ପଳାଇଛନ୍ତି ।

Leave a Reply

Your email address will not be published. Required fields are marked *