ସମାଜରେ ଅନେକ ଘଟଣା ଘଟିଚାଲିଚି । କିଛି ସାଧାରଣ ଥିବା ବେଳେ ଆଉ ଏହା ଆମକୁ ଆଶ୍ଚଯ୍ୟ ଚକିତ କରିଦେଇଥାଏ । ଏହା ଆମକୁ ଅନେକ ମାତ୍ରାରେ ବିଚଳିତ କରିଥାଏ। ଏମିତି ଅନେକ ଘଟଣା ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ଭରାଲ ହେଉଛି।ଆଉ ଏହି ଗତ କିଛି ବର୍ଷ ହେବ ସୋସିଆଲ ମିଡିଆ ରେ ଏକ ଅଲଗା ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ମଣିଷର କଳ୍ପନାର ବାହାରେ ହେଇଥାଏ । ଆପଣମାନେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
କଟକ ଜିଲ୍ଲାର ପିର ବଜାର ପାଖରେ ଗୁଡ଼ି ସୂତାରେ ଚାଲିଗଲା ଜୀବନ । ରାସ୍ତାରେ ଆସିବ ସମୟ ରେ ମାଞ୍ଜା ଗୁଡ଼ି ସୂତା ବେକରେ ଲାଗି ବେକଟି କଟି ଯାଇଥିଲା । ଏହା ପରେ ଯୁବକକୁ ହସ୍ପିଟାଲ୍ରେ ଆଡମିଟ କରିବା କୁ ପଢିଲା କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ଏହା ନେଇ ଯୁବକଙ୍କ ପରିବାର ଲୋକେ ଜଗତ ପୁର ଥା-ନାରେ ଅତେଲା ଦେଇଥିଲେ । ସୂଚନାରୁ ଜଣ ପଢିଥିଲା କି ମାତ୍ରା 6 ମାସ ତଳେ ଜୟନ୍ତ ବିବାହ କରିଥିଲେ ।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଏହା ନେଇ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି ଖାଲି ଆଜି ନୁହେଁ ଏମିତି ଅନେକ ଥର ଗୁଡ଼ି ସୂତାରେ ଅନେକ ଲୋକୋର ଜୀବନ ଯିବା ପରେ ମଧ୍ୟ ପ୍ରଶାସନ କାହିକି କୌଣସି ପଦକ୍ଷେପ ଉଠୁନାହିଁ ।
ଏହିସବୁ ପାଇଁ କିଏ ଦାଇ ତାହା ନେଇ ଆବେ ବଡ଼ ପ୍ରଶ୍ନବାଚି ସୃଷ୍ଠି ହେଇଚି। ଆଗରୁ ଆସୁଥିବା ସୂତା ରେ ଏତେ ମାତ୍ରାରେ ଦୁର୍ଘ-ଟଣା ଘଟିନଥିଲା ହେଲେ ଏବେ କାହିକି ସେହି ଗୁଡ଼ି ସୂତାରେ ଅଟେ ଲୋକର ଜୀବନ ଯାଉଛି ତାହା ସବୁଠୁ ବଡ଼ ପ୍ରଶ୍ନ ।