ଡିମ୍ପଲଙ୍କ କୋହଭରା ନିବେଦନର ଜବାବ ଦେଲେ ସୁମିତ ! ଡ୍ରାମା କରିବା ପୂର୍ବରୁ କଣ ସ୍ବାମୀ କଥା ମନେପଡୁ ନଥିଲା !

କେମିତି ଏ ବିଚାର କଣ ହେବ ଏହି ଘଟଣା ର । ସ୍ତ୍ରୀ ସ୍ବାମୀ ଙ୍କ ପାଖରେ ନିଜ ଶ୍ବଶୁର ଆଉ ଶାଶୁ ଙ୍କ ପାଖରେ ବସିବା ପାଇଁ ଓଡ଼ି ବସିଛନ୍ତି । ହେଲେ ଏପଟେ ଶ୍ବଶୁର ବୋହୂ କୁ ନେବା ପାଇଁ ଚାହୁଁନଥିବା ବେଳେ ସ୍ବାମୀ ସ୍ତ୍ରୀ କୁ ଗ୍ରହଣ କରୁନାହାନ୍ତି । ତେବେ ଏହି ବାଦ ବିବାଦ କେତେ ଦିନ ଧରି ଚାଲିଥିବ ଏହାର ଖୋଜ ଖବର ମିଳୁନାହିଁ । ତେବେ ରାତି ଭିତରେ ହିଁ ଏହି ଘଟଣା ନୂଆ ନୂଆ ମୋଡ଼ ନେଇଛି ।

ହେଲେ ସୁମିତ ଓ ତପସ୍ଵିନୀ ଙ୍କ ମଧ୍ୟରେ ଗୋଟିଏ କୋର୍ଟ ରେ ପିଟିସନ ଦେବାର ଥିଲା ହେଲେ ସେହିଠାରେ ପୁଣି ହାଇକୋର୍ଟ ଅର୍ଡର୍ ଆସିଥିଲା ସୁମିତ ଭଡ଼ା ଘରେ ତପସ୍ଵିନୀ ଙ୍କୁ ନେଇ ରଖିବେ । ହେଲେ ଏହି ସବୁ କଥା ଓ ତପସ୍ଵିନୀ ଙ୍କ ପାଇଁ ଅନ୍ୟାୟ ଏବଂ ବାରମ୍ବାର ଏହି ଭଳି ବିଚାର ରେ ଅଥୟ ହୋଇ ଜନ ସାଧାରଣ ଖୁବ୍ ଜୋର୍ ରେ ରାଗିକି ରହିଥିଲେ ।

ଯାହା ପାଇଁ ମହିଳା ମାନେ କହୁଥିଲେ କୁ ଆମେ ଝିଅ ଟିଏ ବାହାରେ ରହିବା ଦେଖି ପାରୁନୁ ତାକୁ ଘରକୁ ପଠାଇବୁ । ଯାହା ପାଇଁ ସୁନିତ ଘର ର ପ୍ରଥମ କବାଟ କୁ ମହିଳା ମାନେ ମିଶି ଯାଇ ଭାଙ୍ଗି ଦେଇଛନ୍ତି ଓ ଦ୍ୱିତୀୟ କବାଟ କୁ ଭାଙ୍ଗିବା ପାଇଁ ଯିବା ସମୟରେ ପୋଲିସ ବୁଝାଇ ଅଟକାଇ ଦେଲେ ଓ ଏହା ପରେ ତପସ୍ଵିନୀ ଙ୍କୁ ଓ ପ୍ରମିଳା ମାଉସୀ ଙ୍କୁ ଘର ଭିତରକୁ ପୁରେଇ କବାଟ ବନ୍ଦ କରିଦେଇଥିଲେ ଜନସାଧାରଣ ।

ହେଲେ ଲୋକ ଯେତେବେଳ ଆଇନ୍ କୁ ନିଜ ହାତକୁ ନେବା ପାଇଁ ଉଦ୍ୟମ କରିଥିଲେ ଠିକ୍ ସେହି କଥା ର ସୁଯୋଗ ନେଇ ପୋଲିସ ପ୍ରଶାସନ କୁ ମଧ୍ୟ ନିୟମ ଜାରି ପାଇଁ ସୁବିଧା ମିଲିଯାଇଥିଲା । ପୋଲିସ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଙ୍କ ଘର ଆଗରେ ୧୪୪ ଧାରା ଲାଗୁ କରିଛନ୍ତି ।

ସୁମିତ ଓ ତପସ୍ଵିନୀ ଙ୍କ ମଧ୍ୟରେ ବିବାଦ ଏତେ ଉପରକୁ ଗଲାଣି ଯାହା ପାଇଁ ତପସ୍ଵିନୀ ଙ୍କୁ ସୁମିତ କହୁଛନ୍ତି କି ସାତ ଜନ୍ମ ଗଲେ ଭି ସେ ଆଉ ସେ ତପସ୍ଵିନୀ ଙ୍କ ସହିତ ରହିବେ ନାହିଁ । ତାଙ୍କ କହିବା ଅନୁସାରେ ତପସ୍ଵିନୀ ସୁମିତ ଙ୍କୁ ଓ ତାଙ୍କ ଘର ଲୋକ ଙ୍କୁ ବହୁତ୍ ହେରେସ କରିଛନ୍ତି ଏହା ସହିତ ବାହାଘର କାର୍ଡ ଠୁ ଆରମ୍ଭ କରି ଘର ସାମ୍ନା ରେ ଧାରଣ ଦେବା ,ଘର ର ଗେଟ୍ ଭାଙ୍ଗିବା ପର୍ଯ୍ୟନ୍ତ ସବୁ ପାଇଁ ସୁମିତ ଖୁବ୍ ଅଧିକ ବିଗିଡି ଯାଇଛନ୍ତି ।

ସେ ମଧ୍ୟ କହିଛନ୍ତି ସେ ଯାହା ଭି ସ୍ବୀକାର କରିଥାନ୍ତେ ଆଉ ସାତ ଜନ୍ମ ହୋଇ ଗଲେ ଭି ତପସ୍ଵିନୀ ଙ୍କୁ ସ୍ତ୍ରୀ ହିସାବ ରେ ସ୍ବୀକାର କରିବେ ନାହିଁ । ଏବେ ଯେ ତପସ୍ଵିନୀ କାନ୍ଦି କାନ୍ଦି ଭିଡିଓ ପଠାଇଛନ୍ତି ଯାହା ପାଇଁ ସୁମିତ କହିଛନ୍ତି କି କଣ ଏତେ ବଡ ବଡ ଭୁଲ କରି କ୍ଷମା ମାଗିଲେ ଲାଭ କଣ । ସୁମିତ ଙ୍କ କହିବା କଥା ଅନୁସାରେ ତପସ୍ଵିନୀ ସୁମିତ ଙ୍କ ବାପା ଙ୍କୁ ବହୁତ୍ ହେରେଶ୍ କରିଛନ୍ତି ଓ ଏହା ସହିତ ସବୁ ଏଲିଗେସନ ସୁମିତ ଙ୍କ ନାଁ ରେ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *