ଦୁବାଇର ଏହି ଗୁପ୍ତ କଥା ଜାଣିଲେ ଆପଣଙ୍କର ହୋସ ଉଡିଯିବ ! ଦୁବାଇ ଯିବା ପୂର୍ବରୁ ଏହାକୁ ଥରେ ନିଶ୍ଚିତ ଭାବରେ ପଢନ୍ତୁ !

ଧନ ଓ ଅସର୍ଯ୍ୟ ରେ ପୂର୍ଣ୍ଣ ସହର ହେଉଛି ଦୁବାଇ ସହର । ଏହି ସହର ତାର ବଡ଼ ବଡ଼ କୋଠା, ନାଇଟ୍ ଲାଇଟ୍ , ଆଉ ପଇସା ପାଇଁ ସବୁବେଳେ ପ୍ରଖ୍ୟାତ ଅଟେ । ହେଲେ ଏହି କୋଠା ର ସହର ଦୁବାଇ ପଛରେ ଲୁଚି ରହିଛି ଅନେକ ରହସ୍ୟ । ଯାହା ଜାଣିଲେ ଆପଣ ବି ଆଶ୍ଚର୍ୟ୍ଯ ହେଇଯିବେ । ତେବେ ଆସନ୍ତୁ ଜାଣିବା ସେହି ରହସ୍ୟ ବିଷୟ ରେ।

ଦୁବାଇ ର ଶେଖ୍ ମାନେ ନିଜର ପଇସା କୁ ଉଡାଇବା ପାଇଁ ସବୁବେଳେ ମଉକା ଖୋଜୁଥାନ୍ତି । ସେମାନେ ତାଙ୍କ ପଇସା କୁ ପାଣି ଭଳି ଅନିର୍ବଜ୍ୟ କାମ ରେ ଲଗାଇଛନ୍ତି । ଯେମିତି କି ବର୍ ରେ ଯାଏ ଖୁସି ରେ ପଇସା ଉଠାଇବା ।ଅତ୍ୟାଧିକ ଖୁସି ହୋଇଗଲେ ପଇସା କୁ ପାଣି ଭଳି ବୁହାଇ ଦିଅନ୍ତି ।ଆପଣ ମାନେ ଭାବୁଥିଲେ କି ଦୁବାଇ ରେ ଏତେ ଅଳ୍ପ ସମୟ ରେ କିପରି ଅଟେ ଦବ ଦବ କୋଠା ନିର୍ମାଣ ହେଉଛି ।

ଏଥରେ ଅଧିକ ପଇସା ପାଇବା ଆଶାରେ ଆସୁଥିବା ବଜାର ରାଜ୍ୟ ର ଶ୍ରମିକ ମାନ କୁ ସେଠାକାର ଧନୀ ଲୋକ ବା ଶେଖ୍ ମାନେ ଅତ୍ୟନ୍ତ ଖରା ରେ ଖଟାଇ ଏହି କାର୍ଯ୍ୟ କରିଥାନ୍ତି । ପ୍ରାୟ 14 ଘଣ୍ଟା କାଳ ସେମାନେ ସେହି ଉଦୁଉଦିଆ ଖରାରେ ଝାଳ ବୁହାଇ ସେହି ବଡ଼ ବଡ଼ କୋଠା ମାନ ନିର୍ମାଣ କରନ୍ତି। ଆଉ ସେହି ଶ୍ରମିକ ମାନ କି ର ଜୀବନ ଶୈଳୀ ଅତ୍ୟାଧିକ କଷ୍ଟ ଦାୟକ ହେଇଥାଏ ।

ଏହି ମାନ କୁ ଗୋଟେ 2 ଜାଣିବା ରହିବା ଭଳି ଜାଗା ରେ 10 ଜଣ କୁ ରହିବାକୁ ଦୀୟ ଯାଇଥାଏ । ଏମାନେ ଘରୁ ଯିବା ପରେ ଏହି ମାନ କ ର ମାଲିକ ସେମାନଙ୍କ ର ପାଶ୍ଚାତ୍ୟ କୁ ନେଇ ସବୁ ଦିନ ପାଇଁ ରଖି ଦେଇଥାନ୍ତି ।ଯାହା ଦ୍ଵାରା ଏହି ଶ୍ରମିକ ମାନେ ନିଜ ଇଛା ରେ ଘର କୁ ବି ଆସିପାରନ୍ତି ନାହିଁ। ସେଠାରେ ଏହି ଶ୍ରମିକ ମାନଙ୍କୁ ଅନେକ ଅତ୍ୟାଚାର ର ଶିକାର ମଧ୍ୟ ପଢ଼ି ଥାଏ।

Leave a Reply

Your email address will not be published. Required fields are marked *