ପ୍ରେମିକା ଛାଡ଼ି ଚାଲିଯିବାରୁ ଭାଙ୍ଗିଗଲା ଯୁବକଙ୍କ ହୃଦୟ, ତା ପରଦିନ ଏକ ସୁନ୍ଦର ଗର୍ଲଫ୍ରେଣ୍ଡ ବନାଇ ପ୍ରେମିକାକୁ ଦେଲା ଉପଯୁକ୍ତ ଜବାବ,ଦେଖନ୍ତୁ ଭିଡିଓ !

ଇଣ୍ଟରନେଟରେ ସବୁଦିନ ବହୁ ସଂଖ୍ୟକ ଭିଡିଓ ଦେଖିବାକୁ ମିଳିଥାଏ, ଏହି ଭିଡିଓଗୁଡିକ ମଧ୍ୟରୁ ଅନେକ ଭିଡ଼ିଓ ବହୁତ ମଜାଳିଆ ହୋଇଥାଏ, କିଛି ଭିଡିଓ ଦେଖିବା ପରେ ଆପଣମାନେ ନିଜ ହସିବା ବନ୍ଦ କରିପାରିବ ନାହିଁ, ଆଜିକାଲି ସୋସିଆଲ ମିଡିଆର ଏମିତି ହିଁ ଏକ ଭିଡିଓ ଅଲଗା -ଅଲଗା ପ୍ଲାଟଫର୍ମରେ ଧୁମ୍ ମଚଉଛି |

ଛାଡିକରି ଚାଲିଯାନ୍ତି ପ୍ରେମିକା :-

ଏହି ଭିଡିଓ ଏକ ପ୍ରେମୀ ଙ୍କ ସହିତ ଜଡିତ ଅଟେ,ଯାହାଙ୍କୁ ନିଜ ଗର୍ଲଫ୍ରେଣ୍ଡ ଛାଡିବା ପର ହୃଦୟ ଭାଙ୍ଗି ଯାଇଛି,ସେ ଭିଡିଓରେ ବହୁତ ଉଦାସ ମଧ୍ୟ ଦେଖାଯାଉଛନ୍ତି, ପ୍ରେମୀ ଜଣଙ୍କର ଭାବପ୍ରବଣତା ଦେଖିବା ପରେ ଆପଣ ଙ୍କର ମଧ୍ୟ ହୃଦୟ ଭାଙ୍ଗି ଯାଇପାରେ,ଏହା ପରେ ପ୍ରେମିକ ତାଙ୍କ ପୁରୁଣା ଗଲପ୍ରେଣ୍ଡ ଙ୍କୁ ଗୋଟେ ବାର୍ତ୍ତା ଦେଉଥିବାର ଦେଖାଯାଏ,ସେ ତାଙ୍କ ପୁରୁଣା ଗଲପ୍ରେଣ୍ଡ ଙ୍କ ପାଇଁ ଏକ ବାର୍ତ୍ତା ରେକର୍ଡ କରନ୍ତି,ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ଭିଡ଼ିଓ ରେ ଯାହା ଦେଖିବେ, ତାହା ଦେଖି ଆପଣ ମାନେ ହଲି ଯିବେ |

View this post on Instagram

A post shared by black_lover__ox (@black_lover__ox)

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଚାଲିଯାଆନ୍ତି, ପୁଅ ବହୁତ ଭାବପ୍ରବଣ ହୋଇଯାଏ ଆଉ ତାଙ୍କ ପାଇଁ ଶେଷ ବାର୍ତ୍ତା ରେକର୍ଡ କରେ, ସେ ତାଙ୍କ ଗର୍ଲଫ୍ରେଣ୍ଡର ନାମ ନେଇ କହନ୍ତି, ‘ଗୋଲ୍ଡି, ଆଜି ତୁମେ ଯେଉଁଠି ବି ରୁହ ଖୁସିରେ ରୁହ,ମୁଁ ଜାଣେ ତୁମେ ନିଶ୍ଚୟ କାହା ସହିତ ବୁଲିବାକୁ ଯାଇଥିବ, ଆଉ ଭାଲେଣ୍ଟାଇନ୍ସ ଡେ ମଧ୍ୟ ନିଶ୍ଚିତ ଭାବରେ ପାଳନ କରିଥିବ,ଜାଣିଛି ଏବେ ତୁମର ପ୍ରେମୀ ମଧ୍ୟ ଥିବେ, ମୁଁ ଜାଣେ ତୁମେ ମୋତେ ଛାଡି ଦେଇଛ, ଏହି ସମୟରେ, ପୁଅ ଟି ଅତ୍ୟନ୍ତ ଭାବପ୍ରବଣ ଦେଖାଯାଏ |

ପରଦିନ ହିଁ ଯୁବକ ଜଣକ ଏକ ନୂଆ ଗର୍ଲଫ୍ରେଣ୍ଡ ବନେଇ ଦିଅନ୍ତି :-

ଏହାର ପରବର୍ତ୍ତୀ ଫ୍ରେମରେ ଯାହା ଘଟେ ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ପରବର୍ତ୍ତୀ ଫ୍ରେମରେ ଆପଣ ଦେଖିପାରିବେ ଯେ ପୁଅଟି ଗୋଟିଏ ଝିଅ ସହିତ ଦେଖା ଯିବାର,ପ୍ରକୃତ ରେ ପୁଅଟି ପରଦିନ ହିଁ ଅନ୍ୟ ଏକ ଝିଅ ସହିତ ରେଲେସନ ରେ ଆସିସରିଛନ୍ତି,ପିଲାଟି ଏହି ଫ୍ରେମରେ ବହୁତ ଖୁସି ଥିବାର ଦେଖଯାନ୍ତି, ଏହା ପରେ ସେ ପୁଣି ଥରେ ଭିଡିଓ ମଧ୍ୟମ୍ ରେ ନିଜ ବାର୍ତ୍ତା ରେକର୍ଡ କରନ୍ତି, ଏଥର ସେ କୁହମତି କି , ‘ଗୋଲ୍ଡି ତୁମେ ଚାଲିଗଲ,କିଛି କଥା ନାହିଁ, ମୋ ଦୁଃଖ ରେ ମଲମ୍ ଲଗେଇବା ବାଲି ଚମ୍ପା ମିଳିଯାଇଛି , ମୁଁ ଆକୁ ବହୁତ ଭଲ ପାଏ, ଭିଡିଓ ଦେଖନ୍ତୁ-

ଭିଡିଓରେ ଏହି ସବୁ ଦେଖିବା ଅତ୍ୟନ୍ତ ମଜାଳିଆ ଦେଖାଯାଉଛି, ଏହି ସମୟରେ, ‘ଥୁକ୍ରା କେ ମେରା ପ୍ୟାର, ମେରା ଇନ୍ତିକାମ ଦେଖେଗୀ’ ଗୀତ ବାଜୁଛି, ଭିଡିଓଟି black_lover__ox ନାମକ ଏକ ଇନଷ୍ଟାଗ୍ରାମ ପୃଷ୍ଠାରୁ ସେୟାର କରାଯାଇଛି | (ଜି ନ୍ୟୁଜ୍ ଏହି ଭିଡିଓର ପ୍ରାମାଣିକତା ଯାଞ୍ଚ କରେ ନାହିଁ। ଏହି ଭିଡିଓଟି ଏକ ପ୍ରେମ୍ ର ମଧ୍ୟ ଅଂଶ ହୋଇଥାଇପାରେ ) |

Leave a Reply

Your email address will not be published. Required fields are marked *