ଶରୀରରେ ଶୁକ୍ରାଣୁର ପରିମାଣ ବଢ଼ାଇବା ପାଇଁ ଅପଣାନ୍ତୁ ଏହି ସରଳ ଉପାୟ !

ଆଜି ର ଜୀବନଶୌଳୀ ଅନେକ ମାତ୍ରା ରେ ବଦଳି ଗଲାଣି । ମଣିଷ ପ୍ରତ୍ୟକ ଦିନ କାର୍ଯ୍ୟ ଶୋଇଲି ବଦଳାଇ ଦେଇଛନ୍ତି । ଏହି ପରି ଅସମୟ ରେ ଜୀବନ ବଞ୍ଚିବା ର ଅଭ୍ୟାସ ସବୁଠାରୁ ଅଧିକ ପ୍ରଭାବ ମଣିଷ ର ଦାମ୍ପତ୍ୟ ଜୀବନ ଉପରେ ପକାଉଛି । ମଣିଷ କାର୍ଯ୍ୟ ରେ ଅଟେ ବ୍ୟସ୍ତ ରହୁଚି ଯେ ତାର ଶେଷ ସମୟ କେତେବେଳେ ଆସୁଛି ସେ ଜାଣିପାରୁନାହିଁ ଏବଂ ସୁଖମୟ ଜୀବନ ବଞ୍ଚିବା କଷ୍ଟକର ହେଇଯାଉଛି ।

ଯଦି ଆପଣ ମଧ୍ୟ ପିତା ହେବାକୁ ଚାହାଁନ୍ତି କିନ୍ତୁ ଏହା ଘଟୁନାହିଁ କିମ୍ବା ଶରୀରରେ ବୀର୍ଯ୍ୟର ପରିମାଣ ବଢେଇବାକୁ ଚାହାଁନ୍ତି ତେବେ ଏପରି ଏକ ଉପାୟ ଅଛି ଯେ, ଆପଣଙ୍କର ଶରୀରରେ ସ୍ପର୍ମର ପରିମାଣ ଯଥେଷ୍ଟ ଅଧିକ କରେଇବ ଏକ ଇଂରାଜୀ ୱେବସାଇଟ୍ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ, ଯିଏ ଯିଏ ସ୍ପର୍ମ ବଢେଇବାକୁ ଚାହୁଁଛି ସେ ରାତିରେ ବିନା ପୋଷାକରେ କିମ୍ବା ଅତ୍ୟଧିକ ଖାଲି ପୋଷାକ ପିନ୍ଧିବା ଉଚିତ୍।

ଏହା କରିବା ଦ୍ବାରା ସେମାନଙ୍କର ଶୁକ୍ରାଣୁ 25 ପ୍ରତିଶତ ଅଧିକ ହୋଇଥାଏ ଏହା ସହିତ ଶରୀର ରେ ତେଜ ଅଧିକ ହୋଇଥାଏ ଅନୁସନ୍ଧାନ ରୁ ଜଣାପଡିଛି ଯେ, ଥଣ୍ଡା ପବନ ଏହିପରି ପୋଷାକ ପିନ୍ଧି ଶୁକ୍ରାଣୁ କୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥାଏ। ଷ୍ଟାନଫୋର୍ଡ ୟୁନିଭରସିଟି ଏବଂ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଶିଶୁ ସ୍ୱାସ୍ଥ୍ୟ ବିଭାଗ ର ବୌଜ୍ଞାନିକ ମାନେ ପାଞ୍ଚ ଶହ ଏକ ଜଣ ପୁରୁଷଙ୍କ ଉପରେ ଅନୁସନ୍ଧାନ କରିଥିଲେ ବୋଲି ସୂଚନା ରୁ ଜଣ ପଡ଼ିଛି ।

ଏହି ସମସ୍ତ ଲୋକ ପିତା ହେବାକୁ ଚାହୁଁଥିଲେ। ଯେଉଁମାନେ ଦିନସାରା ଖୋଲା ଅଣ୍ଡର ଗାର୍ମେଣ୍ଟ ପିନ୍ଧିଥିଲେ ଏବଂ ରାତିରେ କୌଣସି ଜିନିଷ ପିନ୍ଧି ନଥିଲେ ସେମାନଙ୍କ ଦେହ ରେ ଶୁକ୍ରାଣୁ ପଚିଶ ପ୍ରତିଶତ କମ୍ କ୍ଷତି ହୋଇଥାଏ ।

ଆମେରିକ ର ସୋସାଇଟି ଅଫ୍ ପ୍ରଜନନ ମେଡିସିନ୍ରେ ର ଅନୁସନ୍ଧାନ ଅନୁସାରେ ବୌଜ୍ଞାନିକ ମାନେ ବିଶ୍ବାସ କରନ୍ତି ଯେ ଉତ୍ତାପ ର କ୍ଷତି ଶୁକ୍ରାଣୁ ନଷ୍ଟ କରିଥାଏ। ଯଦି ପୁରୁଷ ହେବାକୁ ଇଚ୍ଛା କରୁଥିବା ପୁରୁଷମାନେ ଦିନରାତି ଚିପା ପୋଷାକ ପିନ୍ଧନ୍ତି, ତେବେ ଏହା ସେମାନଙ୍କର ବୀଜାଣୁ ର ଗୁଣ ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହି ଅନୁ ସନ୍ଧାନରୁ ସ୍ପଷ୍ଟ ହୋଇଥିଲା ଢିଲା ପୋଷାକ ପିନ୍ଧିବା ଫଳରେ ଶରୀରରେ ଶୁକ୍ରାଣୁର ପରିମାଣ ଦିନକୁ ଦିନ ବଢିବାରେ ଲାଗିଥାଏ ।

Leave a Reply

Your email address will not be published. Required fields are marked *