ଏହି ୫ଟି କବାଟକୁ ଖୋଲିଲେ ମହାପ୍ରଳୟ ହେବା ସୁନିଶ୍ଚିତ ! ଜାଣନ୍ତୁ ପ୍ରକୃତରେ କଣ ରହିଛି ରହସ୍ୟ !

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ ।

ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇ ପାରେ । ଏମିତି ହେବାର କାରଣ କଣ ?

ତେବେ ଆପଣ ମାନେ ଜାଣିଛନ୍ତି କି ଏପରି କିଛି କବାଟ ରହିଛି ଯାହା ର ଦ୍ଵାର ଖୋଲିଲେ ମଣିଷ ର ସୁଣିଶ୍ଚିନ୍ତ ମୃତ୍ୟୁ ହେବ ।ଆପଣ ମାନେ ଭାବୁଥିବେ କଣ ଏହା ସତ । ଆଜ୍ଞା ହଁ ଆମେ ଆପଣଙ୍କୁ ଏପରି ୫ ଟି କବାଟ ବିଷୟରେ ଯେଉଁ କବାଟ ଖୋଲିଲେ ମଣିଷ ର ମରଣ ସୁନିଶ୍ଚିନ୍ତ । ପ୍ରଥମ କବାଟ ଟି ହେଉଛି ଏନାଫ ସ୍ପ୍ରୀଙ୍ଗସ ହୋଟେଲ ରେ ରୁମ୍ ୮୭୩ ରେ ଆଗରୁ ଜଣେ ମହିଳା ତାଙ୍କ ସ୍ବାମୀ ଓ ଗୋଟିଏ ଛୋଟ ପିଲା କୁ ନେଇ ସେହି ରୁମ୍ ହୋଟେଲ ରହୁଥିଲେ ହଠାତ୍ ଜଣା ପଡିଲା କି ସେହି ପରିବାର ସେହି ରୁମ୍ ରେ ମରି ଯାଇଛନ୍ତି ଓ ଏହା ପରେ ସେହି ରୁମ୍ ରେ ଯିଏ ଭି ରହିଲେ ବହୁତ୍ କିଛି ଶବ୍ଦ ଆସିବା ସହିତ ଆଇନା ରେ ରକ୍ତ ଛିଟା ଲାଗିଥାଏ ।

ସେଥି ପାଇଁ ସେହି ରୁମ୍ ବନ୍ଦ ଅଛି ଓ କେହି ସେହିଠାରେ ରହୁନାହାନ୍ତି । ତାଜମହଲ ମଧ୍ୟ ବହୁତ୍ ଅଧିକ ରହସ୍ୟ ମୟ ସ୍ଥାନ । ତାଜମହଲ ତଳେ ଜଣଙ୍କ କବର ହୋଇଛି ତା ପୁଣି ଶାହାଜାହାନ ଙ୍କ ସ୍ତ୍ରୀ ଙ୍କ ମୃତ ଦେହ ସେହିଠାରେ ପୁତା ହୋଇଛି ଯାହା ପାଇଁ ସେହି କବାଟ କେହି ଖୋଲୋନ୍ତିନି । ଆହୁରି ମଧ୍ୟ ଗୋଟିଏ ସିରିଏଲ୍ କିଲୋର୍ ଗୋଟିଏ ହୋଟେଲ୍ ବନେଇଥିଲେ ଯାହାର କବାଟ କେହି ଖୋଲି ପାରନ୍ତି ନାହିଁ ।

ସେହି ହୋଟେଲ ଭିତର ବହୁତ୍ ଜଣ ଙ୍କୁ ସେ ମାରି ଦେଇଛନ୍ତି ଓ ଏହା ପରେ ତାଙ୍କୁ ପୁତି ଦିଆ ହେଇଛି ମଧ୍ୟ । ଆହୁରି ମଧ୍ୟ ଗୋଟିଏ ଘରେ ହାଡ଼ ଫୁଟି ଭାଇରସ କୁ ଭର୍ତି କରା ହୋଇଥିବାରୁ ସେହି ଘର ର ଦ୍ଵାର ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *