ଓଃ କି ନାଚ ! ବୟସ ହାର ମାନିଛି ମାଉସୀଙ୍କ ପାଖରେ,୩ ମିଲିୟନରୁ ଅଧିକ ଲୋକ ଦେଖିଲେଣି ଏ ଭିଡିଓ !

ବର୍ତ୍ତମାନ ସମାଜ ରେ ଅନେକ ଘଟଣା ଘଟୁଛି । ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ ।

ତେବେ ଏପରି ମଜାଦାର ଖବର ମଧ୍ୟ ଏପରି ସୋସିଆଲ ମିଡିଆରେ ପ୍ରସାରିତ ହୋଇଥାଏ । ଡିଜିଟାଲ ଯୁଗରେ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ କେବଳ ତାହା ମୋବାଇଲ ପାଇଁ ସୁବିଧା ହୋଇଛି । ଟେକ୍ନୋଲୋଜି ଫଳ ରେ ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ ।

ଆମେ ସମସ୍ତେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ । ସେ ମଧ୍ୟରୁ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ । ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ । ଏହିପରି ଅନେକ ଭିଡିଓ ସୋସିଆଲ ମିଡ଼ିଆ ରେ ଆମେ ଦେଖିଥାଉ ତଥା ଆନନ୍ଦିତ ହୋଇଥାଉ ।

ସେହିପରି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ପବନ ପରି ବ୍ୟାପିବା ରେ ଲାଗିଛି । ଜଣେ ବୁଢୀ ମାଉସୀ ଙ୍କ ଏକ ଡାନ୍ସ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସେ ଯେଉଁଭଳି ଭାବରେ ଡାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ । ସେ ତାଙ୍କ ନିଜ ଢଙ୍ଗରେ ସମ୍ବଲପୁରୀ ଗୀତରେ କିପରି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଥରେ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ ।

ତାଙ୍କ ଘର ଆଗରେ ନିଜକୁ ଖୁସି କରିବା ପାଇଁ ମନକୁ ଯେମିତି ଆସୁଛି ସେମିତି ସେ ତାଙ୍କର ନାଚ କରିବାରେ ଲାଗିଛନ୍ତି । ସତେ ଯେପରି ବୟସ ତାଙ୍କ ପାଖରେ ହାର୍ ମାନିଚି । ଅନେକ ଆନନ୍ଦିତ ହୋଇ ତୃପ୍ତି ହୋଇ ସେ ନାଚୁଛନ୍ତି ତାଙ୍କ ଘର ସାମ୍ନା ରେ । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଅନେକ ଲୋକ ଦେଖି ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *