ନବୀନ ପଟ୍ଟନାୟକଙ୍କ ଏହି ପିଲାଳିଆମୀ ଭିଡ଼ିଓ ଦେଖିଲେ,ଆପଣ ହସି ହସି ଗଡିଯିବେ,ଦେଖନ୍ତୁ ପ୍ରଥମେ ଭିଡ଼ିଓ !

ବର୍ତ୍ତମାନ ସମାଜ ରେ ଅନେକ ଘଟଣା ଘଟୁଛି । ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଦାର ଖବର ମଧ୍ୟ ଏପରି ସୋସିଆଲ ମିଡିଆରେ ପ୍ରସାରିତ ହୋଇଥାଏ ।

ଅନେକ ସମୟ ରେ ଅନେକ ଭିଡିଓ ଆସିଥାଏ ଯେଉଁଥିରେ ଅନେକ ପ୍ରକାର ସରକାରୀ ମନ୍ତ୍ରୀ ଙ୍କ ର ଭିଡିଓ ଥାଏ । ବେଳେ ବେଳେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଏଭଳି ଏକ ଭିଡିଓ ସାମ୍ନା କୁ ଆସୁଛି ଯାହାକୁ ଦେଖି ଲୋକ ମାନେ ନିଜର ହସ କୁ ସମ୍ଭାଳି ପାରୁ ନାହାଁନ୍ତି । କାରଣ ନବୀନ ପଟ୍ଟନାୟକ ବେଳେ ବେଳେ ଏମିତି ଏକ ଘଟଣା ଘଟାଇଛନ୍ତି ଯେ ତାହାକୁ ଦେଖି ସାରା ଓଡ଼ିଶା ଜନତା ହସୁଥାନ୍ତି । ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ର ଜଣେ ସୁନାମଧନ୍ୟ ନେତା ।

ଭାରତ ରେ ଏକ ନମ୍ବର ମୁଖ୍ୟ ମନ୍ତ୍ରୀ ଭାବେ ସେ ପ୍ରାଇସ୍ ମଧ୍ୟ ପାଇଛନ୍ତି । ସେ ଓଡିଶା ର ଜଣେ ସଚ୍ଚୋଟ ନେତା ଭଳି ପରିଚିତ ଅଟନ୍ତି । ସେ ସବୁ ସମୟ ରେ ରାଜ୍ୟବାସୀ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ତେବେ ନବୀନ ପଟ୍ଟନାୟକ ଜଣେ ସୁନାମ ଧନ୍ୟ ମନ୍ତ୍ରୀ ହେଲେ ମଧ୍ୟ ସେ ଅନେକ ସମୟ ରେ ମଞ୍ଚ ଉପରେ କିଛି ଏଭଳି କଥା କହିଥାନ୍ତି ଏବଂ କିଛି ଏଭଳି ପ୍ରତିକ୍ରିୟା ଦେଇଥାନ୍ତି ,ଯେଉଁଥି ପାଇଁ ସେ ସାରା ଓଡିଶା ରେ ବେଶ୍ ଚର୍ଚ୍ଚା ରେ ରହିଥାନ୍ତି ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏହା ଦେଖିବାକୁ ମିଳିଛି ଯେ, ଏକ ମଞ୍ଚ ଉପରେ କୌଣସି ଏକ ସଭା ଚାଲିଥିବା ବେଳେ ନବୀନ ପଟ୍ଟନାୟକ ତାଙ୍କର ମୋବାଇଲ୍ କୁ ତାଙ୍କ ଆସିଷ୍ଟାଣ୍ଟ କୁ ଦେଉଛନ୍ତି ଆଉ ଯେତେବେଳେ ତାଙ୍କର ଆସିଷ୍ଟାଣ୍ଟ ସେହି ମୋବାଇଲ୍ କୁ ଧରୁଛନ୍ତି ସେତେବେଳେ ସେ ପୁଣି ତାକୁ ଛଡ଼ାଇ ଆଣୁଛନ୍ତି ଆଉ ବାରମ୍ବାର ସେହିପରି କରୁଛନ୍ତି ।

ତେବେ ସେହି ଭିଡିଓ ଟି କୁ ଦେଖି ସମସ୍ତେ ହସୁଛନ୍ତି । ବୟସ ମଧ୍ୟ ହୋଇସାରିଲାଣି ନବୀନ ପଟ୍ଟନାୟକ ଙ୍କ ର । ତେଣୁ ବେଳେ ବେଳେ ସେ ଏପରି ଭାବେ ନମସ୍କାର ମଧ୍ୟ ଲୋକ ମାନେ ଦେଖି ଅନେକ ହସିଥାନ୍ତି ।

Leave a Reply

Your email address will not be published. Required fields are marked *