ସମାଜସେବୀ ମଧୁମିତା ରଥ ଖୋଲିଲେ ସବୁ ଗୁମର ! ବାପା-ପୁଅ ମିଶିକି…ଦେଖନ୍ତୁ ଭିଡ଼ିଓ

ଆଜି ର ଏହି ସମାଜ ରେ ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି ସତ ହେଲେ ସେତିକି ଭଲ ପାଇବା ସମ୍ମାନ ଆଉ ନାହିଁ । ପୂର୍ବରୁ ପୁଅ ଝିଅ ନ ଦେଖି ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ ସେ ପୁଣି ବାପା ମା ଙ୍କ ଖୁସି ପାଇଁ । ବର୍ତ୍ତମାନ ସମୟ ରେ ଯୁଗ ବହୁତ ପରିବର୍ତ୍ତନ ହେଇଗଲାଣି। ଅଧିକାଂଶ ସମୟରେ ଦେଖିବା ପାଇଁ ମିଳୁଛି କି ଉଭୟ ପୁଅ ଝିଅ ବିବାହ ପୂର୍ବରୁ ମଧ୍ୟ ଶାରୀରିକ ସମ୍ପର୍କ ରଖୁଛନ୍ତି।

ତେବେ ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯୁବକ ଯୁବତୀ ଵିଵାହ କରୁଛନ୍ତି। ଏହାପରେ ପିତା ମାତା ଵିଵାହରେ ଅସନ୍ତୋଷ ପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ। ଯାହା ଫଳ ରେ ମହିଳା ମାନେ ଅଧିକ ନିର୍ଯାତନା ର ଶିକାର ହୋଇଥାନ୍ତି।ଶେଷରେ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ଏଭଳି ଅନେକ ଘଟଣା ଆମ ସମାଜରେ ପ୍ରାୟତଃ ଦେଖିବା ପାଇଁ ମିଳିଥାଏ। ଓଡ଼ିଶାରେ ମଧ୍ୟ ଏଭଳି କିଛି ଘଟଣା ବର୍ତ୍ତମାନ ସମୟ ରେ ଚର୍ଚ୍ଚାର ବିଷୟ ପାଲଟିଛି। ସେମିତି କିଛି ଘଟଣା ମଧ୍ୟ ରୁ ତପସ୍ୱିନୀ ଙ୍କ ଘଟଣା ଏକ ଅଟେ।

ତପସ୍ୱିନୀଙ୍କ ସମର୍ଥନ ରେ ଅନେକ ଅନେକ ଲୋକ ବାହାରୁଛନ୍ତି। ଏହି ସମୟରେ ସମାଜସେବୀ ମଧୁସ୍ମିତା ରଥ ସୁମିତ ଙ୍କୁ କିଛି କହିଛନ୍ତି । ସ୍ୱାମୀ ସହ ରହିବା ପାଇଁ ତପସ୍ୱିନୀ ଶ୍ୱଶୁର ଘର ଆଗରେ ବସି ରହି ଧାରଣା ଦେଉଛନ୍ତି ପ୍ରଥମେ ତପସ୍ୱିନୀ କୋର୍ଟ ରେ ଅପିଲ କରିଥିଲେ ନିଜ ସ୍ୱାମୀ ପାଖରେ ରହିବା ପାଇଁ ପ୍ରଥମେ ଯେଉଁ ବିଚାର ହୋଇଥିଲା। ଠିକ୍ ସେହି ଶୁଣାଣି ଦିତୀୟ ଥର କୋର୍ଟ ରାୟ ଶୁଣାଣି ହୋଇଥିଲା।

କୋର୍ଟ ର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଶୁଣିବା ପରେ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ। ହେଲେ କୋର୍ଟ ତାର ନିଷ୍ପତ୍ତି ରେ ସେମାନେ ଦୁହେଁ ୭ ଦିନ ଏକାଠି ହୋଇ ରହିବେ ବୋଲି ରାୟ ଦେଇ ଥିଲେ ।ତାଙ୍କ ପାଖକୁ କେହିବି ଯିବେ ନାହିଁ। ହେଲେ ସବୁ ଠାରୁ ବଡ଼ କଥା ହେଉଛି ଉଭୟ ଏକାଠି ରହିବା ପରେ ଜନ ସାଧରଣ ଚିନ୍ତା କରିଥିଲେ ଯେ ସେମାନେ ପୁଣି ଥରେ ଏକାଠି ହୋଇଯିବେ । ଭଲ ପାଇବା ପୁଣି ଥରେ ଫେରି ଆସିବ ଦୁହିଁ କ ମଧ୍ୟ ରେ ।

ସମାଜସେବୀ ମଧୁସ୍ମିତା ରଥଙ୍କ କହିବା କଥା ଯେ ସୁମିତ ର ସବୁ ଭୁଲ ଅଛି କାରଣ ସୁମିତ ପ୍ରଥମେ ତାଙ୍କୁ ଭଲ ପାଇ ପିଲା ନଷ୍ଟ କରିଥିଲେ ଯାହା ନିହାତି ଭାବେ ଏକ ଘୂର୍ଣ୍ୟ ଅପରାଧ ଅଟେ । ତାଙ୍କୁ ମଧ୍ୟ କୋର୍ଟ ରେ ବିବାହ ମଧ୍ୟ କରିଥିଲେ। କୋର୍ଟର ନିୟମ ମଧ୍ୟ ମାନି ନାହାନ୍ତି। ଫେରାର ହୋଇ ଯାଇଛନ୍ତି । ଆଉ କହୁଛନ୍ତି ଯେ ତାଙ୍କର ଦେହ ଅସୁସ୍ତ ଥିଲା। ସେଥିପଇଁ ସେ ବର୍ତ୍ତମାନ ବେଡ଼ ରେଷ୍ଟ କରୁଛନ୍ତି। ଯାହାବି ହେଉ ସୁମିତ ଚାହିଁଲେ ପୁଣି ଥରେ ସବୁ ସମସ୍ୟାର ସମାଧାନ ହୋଇ ପାରିବ । ଏବେ ଅପେକ୍ଷା ସେ କଣ କରୁଛନ୍ତି।

Leave a Reply

Your email address will not be published. Required fields are marked *