ସମାଜ ରେ ଶାନ୍ତି ଶୃଙ୍ଖଳା କୁ ବାଯାଇରଖିବ ପାଇ ସମାଜରେ ଏହି ଦାଇତ୍ୱ ପୋଲିସ କୁ ଦିଆ ଯାଇଛି । କିପରି ସୁଚାରୁ ରୂପ ରେ ଆଉ ଶୃଙ୍ଖଳା ରେ ସମାଜରେ କାମ ହେବ ସେଥିପାଇଁ ସରକାର ଏହି ମାନଙ୍କୁ ଦରମା ମଧ୍ୟ ଦେଇଥାନ୍ତି । ହେଲେ ଏହି ମାନଙ୍କ ମଧ୍ୟ ରୁ କିଛି ପୋଲିସ ନିଜର କର୍ତ୍ତବ୍ୟ ଭୁଲି ଅସାମାଜିକ କାର୍ଯ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ ।
ଆଉ ଏହି କିଛି ଦିନ ହେବ ପୋଲିସ ମାନେ ଅନେକ ଅସାମାଜିକ କାର୍ଯ୍ୟ କରିବା କୁ ମଧ୍ୟ ପଛାଉ ନାହାନ୍ତି। ପ୍ରାୟ ପ୍ରତିଦିନ ଏମିତି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ୟ୍ଯ ହେଇଯିବେ । ଆଉ ଏହି ସବୁ ଘଟଣା ସୋସିଆଲ ମିଡ଼ିଆ ରେ ଖୁବ୍ ଜୋର୍ ରେ ଭାଇରାଲ ହେବାରେ ଲାଗିଛି ।
ତେବେ ଘଟଣା ଟି କିଛି ଏମିତି ଘଟିଛି ଦୁଇ ଜଣ ପୋଲିସ କର୍ମଚାରୀ ନିଜର ଡିଉଟି ସମୟ ରେ ଏହିପରି ଆସୀଲ କାର୍ଯ୍ୟ କରିଛନ୍ତି ଯାହା କି ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ଅଟେ । ଅନ୍ୟ ପଟେ ଆଉ ଜଣେ ସାଧାରଣ ମହିଳା ପୋଲିସ ର ଡ୍ରେସ କୁ ପିନ୍ଧି ରାସ୍ତା ରେ ଲୋକୋଙ୍କ ଠୁ ପଇସା ଆଦାୟ କରୁଥିବା ବେଳେ ଧରାପଡିଥିଲେ । ଏହି ନକଲି ପୋଲିସ ସାଜିଥିବା ମହିଳା କୁ ମଧ୍ୟପ୍ରଦେଶ ର ରତାଲମ୍ ସହର ରେ ଧରା ଯାଇଥିଲା
ଅନ୍ୟ ପଟେ ଜଣେ ପୋଲିସ ଅଫିସର ଜଣେ ଟ୍ରକ ଡ୍ରାଭର ଠୁ ଚାଲାଣ ଆଦାୟ କରିବା ସମୟ ରେ ଖରାପ୍ ବ୍ୟବହାର କରୁଥିବା ଦେଖିବା କୁ ମିଳିଥିଲା । ଏହି ସବୁ ଘଟଣା ରୁ ଜଣ ପଢ଼େ କି ଜଣେ ପୋଲିସ ଯିଏ କି ଦେଶ ର ସୁରକ୍ଷା ପାଇଁ ସରକାର ଙ୍କ ଦ୍ଵାରା ନିର୍ବାଚିତ ହୋଇଥିବା ବେଳେ ସେହି ପୋଲିସ ସୁରକ୍ଷା ଦେବା ବଦଳ ରେ ସାଧାରଣ ଲୋକ ଙ୍କ ପାଇଁ ଅସୁବିଧା ର କାରଣ ପାଲଟି ଯାଉଛନ୍ତି ।