ସାମ୍ନାକୁ ଆସିଲା ସୁମିତଙ୍କ ଜେଜେମା ଭିଡ଼ିଓ : ‘ଘର ପ୍ରତି ବିପଦ ଅଛି, ମତେ ଭୟ ଲାଗୁଛି, ଆମକୁ ଏଠୁ…ଦେଖନ୍ତୁ ଭିଡ଼ିଓ

ସୁମିତ ଓ ତପସ୍ଵିନୀ ଙ୍କ ମାମଲା ଦିନକୁ ଦିନ ଆହୁରି ଗମ୍ଭୀର ହେବାରେ ଲାଗିଛି । ଆଗରୁ ତାପଶ୍ୱନି ଏକ ଲଢ଼ୁଥିଲେ ହେଲେ ଆବେ ସାଧାରଣ ଲୋକମାନେ ବି ଆସି ତପସ୍ଵିନୀଙ୍କ ସାଥ ଦେଉଛନ୍ତି । କୋର୍ଟ ଓ ପ୍ରଶାସନ ଏହି ମାମଲା ରେ ଚୁପ ହୋଇ ବସିଛନ୍ତି ତ ଅନ୍ୟ ପଟେ କିଛି ସାଧାରଣ ଲୋକମାନେ ଏହି ମାମଳାକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଛନ୍ତି । ଯାହା କି ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଏରାଲ ହେବ ରେ ଲାଗିଛି । ବର୍ତ୍ତମାନ ତପସ୍ଵିନୀ ଙ୍କ ସହ ଛିଡା ହୋଇ ମହିଳା ମାନେ ଦେଉଛନ୍ତି ।

ତପସ୍ଵିନୀ ଓ ସୁମିତ ଦୁଇ ଜଣ ସୋସିଆଲ ମିଡିଆରେ ପରସ୍ପର ବିରୁଦ୍ଧରେ ଆବେ ଅନେକ ଅଡିଓ ଓ ଭିଡିଓ ରେକଡ୍ ଭେରାଲ କରୁଛନ୍ତି । ଯେଉଁଥି ପାଇଁ ଏହି ମାମଲା ଆହୁରି ଦିନ କୁ ଦିନ ରହସ୍ୟ ଘେର ମଧ୍ୟରେ ଘୁରିଛି। କିଛି ଦିନ ହେବ ସୁମିତ ଲୁଚି ରହୁଥିଲେ ଆଜି ସମସ୍ତଙ୍କ ସାମ୍ନାକୁ ଆସି ସୁମିତ ନିଜର କିଛି ଭିଡିଓ ପୋସ୍ଟ କରୁଛନ୍ତି । ଯେଉଁଥିରେ ସେ ତପସ୍ଵିନୀଙ୍କ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି । ତାହାଲେ ଅଟେ ଦିନ ହେଲାଣି ସୁମିତ କାହିକି କିଛି କହୁନଥିଲା

ଲୋକମାନେ ତପସ୍ଵିନୀଙ୍କ ସାଥ ଦେବା ସହିତ ତାଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଥିଲେ ଆଉ ଅନେକ ସାଥ ମଧ୍ୟ ଦେଇଥିଲେ । ସେମାନେ ସୁମିତଙ୍କ ଘରର ଗେଟକୁ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ ଆଉ ତପଶ୍ୱନୀ କୁ ମଧ୍ୟ ଘରେ ପୁରାଇ ଥିଲେ । ଏହା ପରେ ସୁମିତଙ୍କ ଜେଜେ ମା ଏକ ଭିଡିଓ ମାଧ୍ୟମରେ ନିଜର ଅସୁବିଧା ବିଷୟରେ ପୋଲିସ କୁ କହୁଛନ୍ତି ।

ସୁମିତ ଙ୍କ ଜେଜେ ମା କହୁଛନ୍ତି ତପସ୍ଵିନୀ ଦାସ, ପ୍ରମିଳା ତ୍ରିପାଠୀ ଓ ବହୁତ ଲୋକ ମାନେ ଆସି ଘର ସାମ୍ନାରେ ହଙ୍ଗାମା କରି ଘରର ଗେଟ ଭାଙ୍ଗି ତାଙ୍କ ଘର ଭିତରକୁ ପ୍ରବେଶ କରିଥିଲେ । ଗୃହ ବନ୍ଦୀ କରି ତାଲା ପକାଇ ଦେଇଛନ୍ତି । ସେ ବହୁତ ଅସୁସ୍ଥ ଅଛନ୍ତି । ସେଥିପାଇଁ ଏହି ସ୍ଥାନରୁ ଉଦ୍ଧାର କରନ୍ତୁ ସେମାନେ ସମସ୍ତେ ଅସୁସ୍ଥ ହୋଇ ଗଲେଣି ଦୟାକରି ସେମାନଙ୍କୁ ସେହି ସ୍ଥାନରୁ ବଞ୍ଛାଅ ବୋଲି ସେ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *