ପୁଣି ଅଧାରାତିରେ ବର୍ଷା ଓ ଅନୁଭବଙ୍କ କଳି,ଭିଡ଼ିଓ ସେୟାର କରି ଅନୁଭବ ମାଗିଲେ ନ୍ୟାୟ,ଦେଖନ୍ତୁ ଭିଡ଼ିଓ !

ଏବେ ଏବେ କିଛି କିଛି ହିରୋ ଅବା ହିରୋଇନ୍ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଉଛନ୍ତି ଯେଉଁଠି ପାଇଁ ସେମାନେ କିଛି ଦିନ ହେବା ଖୁସି ରେ ଜୀବନ ଅତିବାହିତ କରୁଛନ୍ତି ଆପଣ ମାନଙ୍କର ଓ ଆମର ଅତି ପ୍ରିୟ ର ହିରୋ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା । ଫିଲ୍ମ କରୁ କରୁ ଉଭୟ ଅନେକ ଫିଲ୍ମ କରି ଥିଲେ ଓ ନିଜେ ନିଜ ଭିତରେ ପ୍ରେମ ରେ ବାନ୍ଧି ହୋଇଥିଲେ ତା ପରେ ଦୁହେଁ ଦୁହିଙ୍କୁ ଏତେ ଭଲ ପାଉଥିଲେ କି ବିବାହ କରିବା ପାଇଁ ଆଗେଇ ଆସିଥିଲେ।ଉଭୟ ମଧ୍ୟ ୨୦୧୨ ମସିହା ରେ ବିବାହ କରିଥିଲେ।

ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ ୮ ମାସ ହୋଇଥିଲେ ମଧ୍ୟ ସମାଧାନ ହୋଇ ପାରିନାହିଁ କାରଣ ଅନୁଭବ ବର୍ଷା ସମସ୍ତ ଅଭିଯୋଗ ର ଉତ୍ତର ଦେଇ କୋର୍ଟ କୁ ୪ ଥର ଆସିଛନ୍ତି ସମାଧାନ କରିବା ପାଇଁ କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କୋର୍ଟ ହାଜର ହେଉ ନଥିଲେ । ତାହେଲେ ବର୍ଷା କଣ ପାଇଁ କୋର୍ଟ ରେ ସମାଧାନ ପାଇଁ ଆସୁନାହାଁନ୍ତି ତାହା ସ୍ପଷ୍ଟ ଭାବେ ଜଣା ପଡୁ ନାହିଁ କିନ୍ତୁ ଆପଣ ମାନେ ଜାଣିଥିବେ ଯେ ବର୍ଷା ସାମାଜିକ କାମ ରେ ଏବେ ବ୍ୟସ୍ତ ଅଛନ୍ତି ।

ତା ସହିତ କିଛି ଦୁଃଖୀ ଙ୍କ ମୁହଁ ରେ ହସ ଫୁଟେଇବା ପାଇଁ ବହୁତ୍ ସାରା ପ୍ରୟାସ କରନ୍ତି । ହେଲେ ଆମ ପ୍ରିୟ ଯୋଡ଼ି ଙ୍କ ର ଦ୍ବିତୀୟ ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଜୋର୍ ଧରିଛି ଯେ ଏହା ପଛ ରେ କିଛି ରହସ୍ୟ ରହିନାହିଁ ସେଥି ପାଇଁ ବର୍ଷା ପ୍ରୟଦର୍ଶିନୀ ମଧ୍ୟ ମୁହଁ ଖୋଲି କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ମୁଁ କେବେ ଏଇ ଦ୍ବିତୀୟ ବିବାହ କଥା ଭାବି ହିଁ ନାହିଁ ଓ ମୁଁ ଯାହା ସହ ବିବାହ କରିଛି ତାଙ୍କ ସହିତ ମୋ ସାରା ଜୀବନ କାଟିବାକୁ ଚାହୁଁଛି ।

ହେଲେ ଅନୁଭବ ମହାନ୍ତି ବର୍ଷା ଙ୍କ ବିରୋଧ ରେ ଆରୋପ ଲଗାଇବା ପାଇଁ ଯାଇ ଅନୁଭବ ୨୦୨୦ ଡିସେମ୍ବର ମାସ ୧୮ ତାରିଖ ରେ ରାତି ୧୦ ଘଟିକା ସମୟରେ ଘଟିଥିବା ଏକ ଘଟଣା ର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆ ରେ ପଠାଇଛନ୍ତି । ଏହାକୁ ନେଇ ଟ୍ୱିଟ କରି ସେ ନ୍ୟାୟ ମାଗିଛନ୍ତି । ସେଥିରେ ଅନୁଭବ ଓ ତାଙ୍କ ବନ୍ଧୁ ଙ୍କ ବିରୋଧ ରେ ଘଟଣା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *