ବର୍ତ୍ତମାନ୍ ର ଯୁବ ପିଢ଼ି ମୋବାଇଲ ଓ ଇଣ୍ଟରନେଟ କୁ ଅନେକ ଖରାପ ରାସ୍ତା ରେ ବ୍ୟବହାର କରୁଛନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବ ରୁ କେହି କୌଣସି କଥା ଭାବୁ ନାହାଁନ୍ତି । ଯାହା ଫଳରେ ଯୁବ ପିଢ଼ି ନିମ୍ନ ଗାମୀ ହେଉଛନ୍ତି । ଇଣ୍ଟରନେଟ ରେ ଗେମ୍ ଖେଳି ଅନେକ ସମୟ କୁ ଅପବ୍ୟୟ କରିବା ସହିତ ପଇସା ମଧ୍ୟ ବରବାଦ୍ କରୁଛନ୍ତି । ଯାହା ଫଳ ରେ ଭବିଷ୍ୟତ ଅ-ନ୍ଧାର ହୋଇ ଯାଉଚି ।
ଆଜିର ଯୁବ ପିଢ଼ି କାଲି ଦେଶ ର ଭବିଷ୍ୟତ । ତେବେ ସବୁ କିଛି ର ଭୁଲ୍ ବ୍ୟବହାର ପାଇଁ ଦେଶ ର ଭବିଷ୍ୟତ ମଧ୍ୟ ଅନ୍ଧାର ରେ ଯାଇ ପଡିଛି । ତେବେ ଅନେକ ସ୍ଥାନ ରେ ଅନେକ ଏପରି ଘ-ଟଣା ଘଟେ ଯାହା ଶୁଣିଲେ ଆ-ଶ୍ଚର୍ଯ୍ୟ ଲାଗେ । ଅନେକ ଗେମ୍ ଅଛି ଯାହା ଯୁବ ପିଢ଼ି ଙ୍କୁ ଜୀବନ କୁ ମଧ୍ୟ ଆ-ଘାତ କରୁଚି । ଜୀବନ ନେବାକୁ ମଧ୍ୟ ପଚାଉନହି । ସେହି ପରି ଏକ ସ୍ଥାନ ରେ ନିଜ ବାପା ଙ୍କ ଆକାଉଣ୍ଟ୍ ଖାଲି କରି ଘରୁ ପଳାଇଚି ଘର ର ପୁଅ , ତାହା ପୁଣି ଫ୍ରି ଫାଇଅର୍ ଗେମ୍ ପାଇଁ ।
ତେବେ ଚାଲନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଘ-ଟଣା । ତେବେ ଖଗେଶ୍ବର ନାୟକ ଯିଏ କି ଜଣେ ୧୯ ବର୍ଷୀୟ ଯୁବକ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଏକ ଘ-ଟଣା ହାତୀବାଡି ଗାଁର ଘର । ପିଲାଟି ଘର ଲୋକ ଙ୍କ ପାଖରେ ଗୋଟିଏ ବଡ ମୋବାଇଲ୍ ପାଇଁ ଜିଦ୍ ଧରି ବସିଥିଲା ।
ତା ଜିଦ୍ କୁ ଲକ୍ଷ କରି ଘର ଲୋକ ଗୋଟିଏ ସିକ ଟଚ୍ ମୋବାଇଲ ଅନିଦେବାରୁ ପିଲା ଟି ସେହି ମୋବାଇଲ ରେ ବହୁତ୍ ଦିନ ଧରି ଅନଲାଇନ୍ ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ ଶେଷରେ ଖଗେଶ୍ବର ଫ୍ରି ଫାୟାର ଓ ଆକ୍ଵା ଲୁଡୋ ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ । ଏମିତିକି ଗେମ୍ ର ଗ୍ୟାଜେଟସ୍ ପାଇଁ ବାପାଙ୍କ ବ୍ଯାଙ୍କ ଖାତା ରୁ ହିଁ ଟଙ୍କା ଇନଭେଷ୍ଟ କରିବାକୁ ଲାଗିଲା ।
ଯେତେବେଳେ ବାପା ବ୍ୟାଙ୍କ୍ ଖାତା କୁ ଚେକ୍ କରିବା ଯାଇଥିଲେ ଜାଣିଥିଲେ କି ତାଙ୍କ ଆକାଉଣ୍ଟ୍ ରୁ ସବୁ ସମୟରେ ପଇସା ଉଠା ହେଉଛି । ଆସି ପୁଅ କୁ ଖୁବ୍ ଜୋର ଦେଇ ପଚାରିବାରୁ ସେ ଏମିତି କରିଛି ବୋଲି କହିଲା । ଶେଷ ରେ ପୁଅ ଗତ ନଭେମ୍ବର ମାସ ୨ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୨୩୭୭୫ ଟଙ୍କା କଟିଦେଇଛି ଓ ଏହା ପରେ ଘର ଲୋକ ଙ୍କ ଭ-ୟ ରେ ଘର ଛାଡ଼ି କୁଆଡେ ଚାଲି ଯାଇଛି
ଆହୁରି ମଧ୍ୟ ମୋବାଇଲ ରୁ ସବୁ ଗେମ୍ ରିଲେଟେଡ ମେସେଜ ଡିଲିଟ କରିବା ସହିତ ଆକାଉଣ୍ଟ୍ ଭି ଡିଲିଟ କରିଦେଇଛନ୍ତି । ପାପା ଓ ଘର ଲୋକ ପୁଅ ପାଇଁ ଥା-ନାରେ କେ-ସ ଦେଇଛନ୍ତି ଓ ପୁଅ କୁ କେଉଁଠାରୁ ପାଇଲେ ଜଣାଇବା ପାଇଁ ଜନ ସାଧାରଣ ଙ୍କ ଠାରେ ଅନୁରୋଧ କରିଛନ୍ତି।