ସୁମିତ-ତପସ୍ୱିନୀ ବିବାଦରେ ନୂଆ ଅଧ୍ୟାୟ : ସୁମିତ୍ କହିଲେ ୮ ଲକ୍ଷ ଟଙ୍କା ମାଗୁଥିଲେ ତପସ୍ୱିନୀ !

ଗତ କିଛି ଦିନ ହେବ ଆମେ ତପସ୍ଵିନୀ କ ବିଷୟ ରେ ଶୁଣିବା କୁ ପାଉଛୁ। ବର୍ତ୍ତମାନ ପୁଣି ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇଛନ୍ତି । ତପସ୍ଵିନୀଙ୍କୁ ଛାଡି ସୁମିତ ଚମ୍ପଟ ମାରିବା ପରେ ଲୋକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଗତ କିଛି ଦିନ ତଳେ ସୁମିତ ଏକ ଅଡିଓ ମେସେଜ ଦେଇଥିଲେ । ସେହି ଅଡିଓ ମେସେଜରେ ସେ କହିଥିଲେ ଯେ, ତାଙ୍କ ଦେହ ଅସୁସ୍ଥ ଅଛି ଓ ତପସ୍ଵିନୀ ତାଙ୍କ ବିରୋଧରେ ଯାହା ସବୁ ଅଭିଯୋଗ କରିଛନ୍ତି ତାହା ମିଛ ଅଟେ ।

କାଲି କୋର୍ଟରେ ତପସ୍ଵିନୀଙ୍କ ପିଟିସନ ଜବାବ ରଖିଥିଲେ ସୁମିତଙ୍କ ଓକିଲ ଏବେ ଆସୁଥିବା ଡିସେମ୍ବର ୨୦ରେ ହେବ ସେସନ କୋର୍ଟର ଶୁଣାଣୀ । ପ୍ରଥମରୁ ତପସ୍ଵିନୀ ନିଜର ନ୍ୟାୟ ଲଢେଇ ଏକା ଲଢୁଥିଲେ ଓ କିଛି ସମୟ ପରେ ତାଙ୍କ ସହ ଛିଡା ହୋଇଥିଲେ ସମାଜ ସେବୀ ପ୍ରମିଳା । ହେଲେ ଏବେ ଅନେକ ଲୋକ ତପସ୍ଵିନୀଙ୍କ ପାଇଁ ଛିଡା ହୋଇଛନ୍ତି । ସୁମିତଙ୍କ ଘରର ପଡୋଶୀ ମହିଳା ମାନେ ଏହି ମାମଲାକୁ ବର୍ତ୍ତମାନ ବଡ ପ୍ରତିକ୍ରିୟା ଦେଉଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି

ତପସ୍ଵିନୀ ଓ ପ୍ରମିଳା ପୁଣି ଶାଶୁ ଘର ସାମ୍ନାରେ ଧାରଣା ଦେବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ପଡୋଶୀ ମାନଙ୍କର ଭିଡ ଜମିଥିଲା । ଘଟଣା ସ୍ଥଳରେ ଜଣେ ପଡୋଶୀ ମହିଳା ସୁମିତଙ୍କ ବିଷୟରେ କହିଛନ୍ତି । ନ୍ୟାୟ ଦରକାର ତପସ୍ଵିନୀକୁ ସବୁ ମହିଳା ଘରୁ ବାହାର ଆଉ ତା ଘର ଭାଙ୍ଗି ଭିତର କୁ ପଶ ସେ କେମିତି ଘର ଭିତରେ ଲୁଚି ରହିବ ଆମେ ବି ଦେଖିବା । ଏମିତି ଭାବରେ ପୋଦଶୀ ମାନେ କହିଛନ୍ତି ସୁମିତ କୁ ଆଉ ତପଶ୍ଵନି କୁ ନ୍ୟାୟ ମିଳୁ ବୋଲି ଦାବି ମଧ୍ୟ କରିଛନ୍ତି ।

ଏହି ଭଳି ପରିସ୍ଥିତି ରେ ଆଉନକ ଭିଡିଓ ଭାଇରଳ ହେବ ରେ ଲାଗିଛି ଯୋଉ ଭିଡିଓ ରେ ତାପଶ୍ୱନି 8ଲକ୍ଷ୍ୟ ତାଙ୍କ ଦେଲେ ସୁମିତ କୁ ଡିଭୋର୍ସ ଦେବା କଥା ଭାଏରାଳ ହେବ ରେ ଲାଗିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ୍ ଅଟେ । ସେହି ଭିଡିଓ ଟି 1 ବର୍ଷ ତଳ ର ଘଟଣା ଅଟେ ଯୋଉଥିରେ କୁ ସୁମିତ ଦିମ୍ପଲ କୁ ଡିଭୋର୍ସ ଦେବା କଥା କହୁଥିବା ବେଳେ ଦିମ୍ପଲ ତାଙ୍କୁ 8 ଲକ୍ଷ ଦେବା କୁ କହିଥିଲେ ।

ଯୋଉ ଟା କି ଦିମ୍ପଲ କ ବାପା ନିଜ ଗାଈ ବିକି କି 8ଲକ୍ଷ୍ୟ ତାଙ୍କ ସୁମିତ କୁ ଦେଇଥିଲେ । ଯେତେବେଳେ ଦିମ୍ପଲ କୁ ସୁମିତ ଦିଭାର୍ଷ ଦେବା କଥା କହିଥିଲେ ସେତେବେଳେ ଦିମ୍ପଲ ତାଙ୍କୁ ତାଙ୍କ ବାପା ଦେଇଥିବା 8 ଲକ୍ଷ୍ୟ ତାଙ୍କ ଦେବା କୁ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *