ସତରେ ଝିଅ ଜନ୍ମ ପର ଘରକୁ । ଝିଅଟିର ଜୀବନ ଖୁବ୍ କଷ୍ଟକର ହୋଇଥାଏ । ଯେତେବେଳେ ଝିଅ ଟି କୁ ବାପ ଘର ଲୋକେ ଶାଶୁ ଘରକୁ ପଠାଇଥାନ୍ତି ସେତେବେଳେ ଝିଅ ଟି ପର ଘରି ହୋଇ ଯାଇଥାଏ । ଅର୍ଥାତ୍ ସେତେବେଳେ ହିଁ ଝିଅ ଟି ଶାଶୁ ଘର ଲୋକ ଙ୍କୁ ଆପଣାଇ ଥାଏ । ହେଲେ ଯଦି ଝିଅ ଟିକୁ ଶାଶୁ ଘରେ ଲୋକ ଗ୍ରହଣ ନ କରନ୍ତି କି ସ୍ବୀକାର ନ କରନ୍ତି ତେବେ ଝିଅ ଟି ଆଉ କଣ ବା କରିପାରିବ । ଯେତେବେଳେ ପୁଅ ମାନଙ୍କୁ ସମସ୍ତେ କଂସା ବାସନ ବୋଲି କହିଥାନ୍ତି ସେତେବେଳେ ଝିଅ ଟିଏ ମାଟି ହାଣ୍ଡି ହୋଇଥାଏ ।
ଥରେ ବ୍ୟବହାର ହୋଇ ସାରିବା ପାରେ ସେ ଆଉ କାହାରି ହୋଇ ପାରି ନଥାଏ । ବାସ୍ତବରେ ଆପଣ ସମସ୍ତଙ୍କ ଆଗରେ ନିଜ ପ୍ରେମ ଓ ନିଜ ସିନ୍ଦୂର , ମଙ୍ଗଳ ସୂତ୍ର କୁ ମାଗିବା ପାଇଁ ଯେଉଁ ମହିଳା ଆଜି ରାଜ ରାସ୍ତା କୁ ଆସିଛନ୍ତି ଆଜି ଆମେ ଆପଣ ମାନଙ୍କୁ ତାଙ୍କ ବିଷୟରେ ହିଁ କହିବୁ । ତାଙ୍କ ଦୁଃ-ଖ ର କଥା ହିଁ କହିବୁ
ତେବେ ସୁମିତ ଫେ-ରାର ହୋଇ ଯାଇ ଥିଲେ । ତପସ୍ଵିନୀ ଓ ସୁମିତ୍ ଆସ୍କା ଚିନି ଶିଳ୍ପ ଅତିଥି ଭବନରେ ରହୁଥିଲେ ସାତ ଦିନ ପାଇଁ ଆଉ ସାତ ଦିନ ପରେ ଯେତେବେଳେ ସୁମିତ ତପସ୍ଵିନୀ ଙ୍କୁ ଛାଡି ଚାଲି ଯାଇଥିଲେ ସେତେବେଳେ ତପସ୍ଵିନୀ ସମ୍ପୂର୍ଣ ରୂପେ ଏକାକୀ ହୋଇ ଯାଇଥିଲେ । ତାଙ୍କୁ ମଧ୍ୟ ତା ପରେ ପରେ ସେହି ଅତିଥି ଭବନ ରୁ ବାହାର କରି ଦିଆ ଯାଉଥିଲା ।
ହେଲେ ପରେ ତପସ୍ଵିନୀ ନିଜ ଖର୍ଚ୍ଚ ନିଜେ ବହନ କରି ରହୁଥିଲେ । ତାଙ୍କ ପାଇଁ ତାଙ୍କ ସ୍ଵାମୀ ମଧ୍ୟ କିଛି ଖର୍ଚ୍ଚ ଉଠାଇ ନଥିଲେ । ହେଲେ ବାସ୍ତବ ରେ ଝିଅ ଟିଏ କେତେ କ-ଷ୍ଟ ପାଇ ପରେ ତାହା ଆପଣ ମାନେ ତପସ୍ଵିନୀ ଙ୍କ ଠାରୁ ହିଁ ଜାଣି ପାରିବେ ।
ଏହି ସବୁ କିଛି ଘ-ଟଣା ପାଇଁ ମିଡିଆ ର ହେଉଥିବା ଲଗାତାର ପାଇଁ ତପସ୍ଵିନୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଯେହେତୁ ମୁଁ ସତ୍ୟ ରେ ଅଛି ଏବଂ ନ୍ୟା-ୟରେ ଅଛି ତେଣୁ ଏହି ନ୍ୟାୟା-ଳୟ ରୁ ହିଁ ମତେ ନ୍ୟା-ୟ ମିଳିବ ମୁଁ ଯିବି ।ଓ ଏହା ପରେ ପରେ ପୁଣି ଯେତେବେଳେ ପ୍ରଶ୍ନ ଆସିଥିଲା ମିଦି ଙ୍କ ପାଖରୁ ଖୁବ୍ ଜୋର୍ ରେ ହଟାତ ଚିଲାଇଥିଲେ ସମାଜସେବୀ ପ୍ରମିଳା ରାଉତରାୟ ଯାହାଙ୍କୁ ତପସ୍ଵିନୀ ପ୍ରମିଳା ମା ବୋଲି କହିଥାନ୍ତି
ପ୍ରମିଳା ମାଉସୀ ରାଗିଯାଇ ମିଡିଆ ଆଗରେ କହିଛନ୍ତି ଯେ ତପସ୍ଵିନୀ ଙ୍କୁ ଗେଷ୍ଟ ହାଉସ ରୁ କାଢିଦେଲେ ସେ ଏଠାକୁ ଆସିବନି ତ ଆଉ କେଉଁଠା କୁ ଆସିବ । ଏବେ ଖାଲି ତପସ୍ଵିନୀ ଅପେକ୍ଷା ରେ ଅଛନ୍ତି ଯେ ତାଙ୍କୁ ନ୍ୟା-ୟ କେବେ ମିଳୁଛି । ଏବେ ତପସ୍ଵିନୀ ଯାଇ ନ୍ୟାୟା-ଳୟ ପାଖରେ ବସିଛନ୍ତି ଓ ନ୍ୟା-ୟ ଭିକ୍ଷା କରିଛନ୍ତି ।