‘ଏ କି ପ୍ରେମ ହୋ…ସେମାନେ ତ ଖାଲି ଛଡାଛଡି ହଉଛନ୍ତି, ହେଲେ …’ ସୁମିତ ଓ ତପସ୍ଵିନୀଙ୍କ ମାମଲାରେ ପୁଣିଥରେ ପାଟି ଖୋଲିଲେ ସୁର ଭାଇ ! ଦେଖନ୍ତୁ ଭିଡ଼ିଓ !

ବଡ଼ ଖବର ଏହି ସାତ ଦିନ ପରେ ପରେ ଯେତେବେଳେ ଅଦାଲତ ର ଆସିଲା ନୂଆ ପିଟିସନ ସେତେବେଳେ ଅଦାଲତ କହିଥିଲେ କି ତପସ୍ଵିନୀ ଙ୍କ ସ୍ବାମୀ ତାଙ୍କୁ ନେଇ ଅଲଗା ଗୋଟିଏ ଭଡ଼ା ଘରେ ରଖି ତାଙ୍କର ସବୁ କିଛି ଖର୍ଚ୍ଚ ବହନ କରିବେ । ହେଲେ ଆଜି ହଠାତ୍ ଆସିଲା ଗୋଟିଏ ବିଶେଷ ଖବର ଯାହା ସମସ୍ତ ଜନ ଜାତି ଙ୍କ ମନ କୁ ଖୁବ୍ ଦୁଃଖ ପହଞ୍ଚାଇବ ।

ଆଜି ତପସ୍ଵିନୀ ଙ୍କୁ ସୁମିତ ଛାଡ଼ି ଫେରାର ହୋଇ ଯାଇଥିବାର ଖବର ମିଳିଛି । ଯାହା ପାଇଁ ତପସ୍ଵିନୀ ନିଜ ମୋବାଇଲ ରେ ଗୋଟିଏ ଭିଡିଓ କରି କହିଛନ୍ତି ମୋ ସ୍ଵାମୀ ମୋତେ ଛାଡ଼ି ଚାଲି ଯାଇଛନ୍ତି ଯାହା ପାଇଁ ମୁଁ କିଛି ନ କରି ପାରି ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଛି ଦୟା କରି ମୋତେ ନ୍ୟାୟ ଦିଅନ୍ତୁ ।

ତେବେ ସୁମିତ ଫେରାର ହୋଇ ଯାଇ ଥିଲେ । ଯାହା ପାଇଁ ତପସ୍ଵିନୀ ରାଗି ଯାଇ ଏମିତି କିଛି କହିଥିଲେ ଯାହା କୁ ସମସ୍ତେ ଜାଣିବା ପାଇବେ ଅପେକ୍ଷା କରି ବସିଥିଲେ । ତେବେ ବିଗତ ୭ଦିନ ବିଷୟରେ କହିଛନ୍ତି ତପସ୍ଵିନୀ ତାଙ୍କ ସହିତ ସୁମିତ ସେତିକି ଦିନ କଣ କଣ ଆଚରଣ ଦେଖାଇଛନ୍ତି । ତପସ୍ଵିନୀ କହିବା ଅନୁସାରେ ସୁମିତ ତାଙ୍କୁ ପ୍ରତିଦିନ କୋଫି ପିଇବା ପାଇଁ କହୁଥିଲେ ଓ ସାଙ୍ଗ ରେ ଖାଉଥିଲେ ହେଲେ ସେ ବହୁତ୍ କମ୍ କଥା ବାର୍ତ୍ତା କରୁଥିଲେ ତପସ୍ଵିନୀ ଙ୍କ ସହିତ ଯେମିତି କି ଲାଗୁଥିଲା ସେ ଚିନ୍ତା ରେ ଅଛନ୍ତି ।

୨ୟ ଦିନ ରେ ସୁମିତ ଘର ବାହାରେ ଥିବା ବାରଣ୍ଡା ରେ ସୋଇଥିଲେ ଯାହା ପାଇଁ ତାଙ୍କ ପତ୍ନୀ ତପସ୍ଵିନୀ ତାଙ୍କ ପାଖରେ ଯାଇ ସୋଇଥିଲେ । ଯେହେତୁ ସେ ତାଙ୍କ ସ୍ତ୍ରୀ । ସ୍ତ୍ରୀ ହୋଇ କିପରି ସେ ନିଜ ସ୍ବାମୀ ବାହାରେ ରହୁଥିବା ବେଳେ ସେ ଭିତରେ ସୋଇପାରିବେ । ହେଲେ ଏବେ କିଛି ନ କହି ସୁମିତ ତପସ୍ୟା ଙ୍କୁ ଗୋଟିଏ ସ୍କୁଟି ରେ କେଉଁ ଆଡେ ଚାଲିଯାଇଛନ୍ତି । ଯାହା କହିବା ପାଇଁ ଯାଇ ଜଟଣୀ ର କଂଗ୍ରେସ ଦଳ ର ବିଧାୟକ ସୁର ରାଉତରାୟ କହିଛନ୍ତି ଏତେ ଦିନ ଘରେ ରହିଲ କିଛି କରି ପରିଲନି ।

ସେ ଯେପରି କହିଥିଲେ କି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଗୋଟିଏ ଘରେ ରଖିଦେଲେ ସବୁ କିଛି ଠିକ୍ ହେଇଯିବ । ହେଲେ ତାଙ୍କର ଏହି ଫର୍ମୁଲା ଟି ତପସ୍ଵିନୀ ଓ ସୁମିତ୍ ଙ୍କ ପାଖରେ କିଛି ଲାଭ ଦେଲା ନାହିଁ । ଯାହା ପାଇଁ ସୁମିତ ତପସ୍ଵିନୀ ଙ୍କୁ ଛାଡି ଚାଲିଯାଇଛନ୍ତି ।

ଏବେ ଘଟଣା ଏମିତି ମୋଡ ନେଲାନି କି ଏଥିରେ ସନିତ୍ ତପସ୍ଵିନୀ ଙ୍କୁ ଗ୍ରହଣ କରିବା ପାଇଁ ନାରାଜ ତପସ୍ଵିନୀ ସୁନିତ୍ ଙ୍କ ପାଖରେ ନିଜର ପାଖରେ ଗୋଟିଏ ସ୍ତ୍ରୀ ର ପରିଚୟ ଦେଇ ରଖିବେ । କହିଛନ୍ତି କି ଏମାନେ ଦୁଇ ଜଣ କିଭଳି ପ୍ରେମ କରୁଛନ୍ତି କେଜାଣି ଗୋଟିଏ ଘରେ ରହି ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହୋଇ ପାରିଲା ନାହିଁ , ଓ କୋର୍ଟ ର ନିୟମ କୁ ବି ମାନୁ ନାହାନ୍ତି ଏଭଳି ଅବାନ୍ତର ପ୍ରେମ କେଉଁଠି ଭି ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *