ଚାଇନା ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍ସ,,ଆକାଶରେ ଦେଖାଦେଲା ଏମିତି କିଛି ଦୃଶ୍ୟ ! ଦେଖନ୍ତୁ ଭିଡ଼ିଓ..ପାଇଲଟ ନିଜେ ଉଠାଇଛନ୍ତି ଭିଡ଼ିଓ !

ଅନେକ ଗ୍ରହ ମାନଙ୍କ ବିଷୟ ରେ ଆମେ ଜାଣିଥିବା । ଆଉ ସେଠାରେ ଗ୍ରହର ଲୋକମାନଙ୍କ ଉପସ୍ଥିତି ସମ୍ପର୍କରେ ଅନେକ କଥା ଶୁଣି ମଧ୍ୟ ଥିବା । ସେମାନଙ୍କର ଉପସ୍ଥିତି ସଂପର୍କରେ ଅନେକ ପ୍ରମାଣ ମଧ୍ୟ ପାଇଛୁ କିଛି ଦିନ ତଳେ ନିକଟରେ ଚିନ୍ ଆକାଶ ରେ ଏକ ଏଲିଅନ ବିମାନ ଦେଖିବାକୁ ମିଳିଥିଲା।

ଯାହାକୁ ନିଜର ଫୋନ କ୍ୟାମେରାରେ ରେକର୍ଡ କରିଥିଲେ ଜଣେ ଚୀନ ବାୟୁ ସେନାର ପାଇଲଟ। ଯେତେବେଳେ ତାଙ୍କର ବିମାନ ପ୍ରଶାନ୍ତ ମହାସାଗର ର ପ୍ରାୟ ୪୭ ହଜାର ଫୁଟ ଉପରେ ଉଡୁଥିଲା ସେହି ସମୟରେ ସେହି ପାଇଲଟ ଜଣକ ସେହି ବିମାନ ପ୍ରଥମ ଥର ଦେଖିବାକୁ ପାଇଥିଲେ। ଦେଖିବା ପରେ ସେ ଏହାକୁ ବିଶ୍ଵାସ କରି ପାରି ନଥିଲେ। ସେ ଏହା କୁ ସଙ୍ଗେ ସାଙ୍ଗ ନିଜର ଫୋନରେ ଏହାକୁ ରେକର୍ଡ କରିଥିଲେ।

ସେ ଭିଡିଓ ଦେଖିବା ପରେ ଏପରି ଲାଗୁଥିଲା କି ସେହି ଏଲିଅନ ମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଆଉ ଦେଖିବା ପରେ ସେ ମଧ୍ୟ ଭଲ ଭାବରେ ପ୍ରଥମେ ଅନୁମାନ କରିଥିଲେ କି ଏହା କୌଣସି ଏଲିଅନ ମାନଙ୍କର ବିମାନ ହେଇଥିବ ।ତେବେ କିଛି ସମୟ ଆକାଶରେ ଉଡ଼ିବା ପରେ ସେହି ବିମାନ ଅଳ୍ପ ସମୟ ପରେ ପୁଣି ବାଦଲ ମଧ୍ୟରେ ଗାୟବ ହୋଇ ଯାଇଥିଲା ଏହା କୁ ପରେ ଖୋଜା ଖୋଜି କଲେ ମଧ୍ୟ ଆଉ ମିଳି ନଥିଲା । ଏହାକୁ ଦେଖିବା ପରେ ସେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଚୀନ ଉପରେ ଏପରି ଭାବରେ ଆଗରୁ ମଧ୍ୟ ଅନେକ ଥର ଏପରି ବିମାନ ଉଡୁ ଥିବାର ଦେଖିବାକୁ ମିଳିଛି ବୋଲି ସୂଚନା ରୁ ଜଣ ପଢ଼ିଛି । ତେବେ ଏହା ସମ୍ପର୍କରେ ଅନେକ କଥା ମଧ୍ୟ ଶୁଣିବାକୁ ମିଳିଛି ।ତେବେ ଚୀନ ର ଜଣେ ଅଧିକାରୀ କହିଛନ୍ତି କି ଆମେରିକା ଏଲିଅନ ମାନଙ୍କ ସହିତ ଜଡିତ ଅନେକ କଥା ସମଗ୍ର ବିଶ୍ଵ ଆଗରେ ଲୁଚାଇ ରଖିଛନ୍ତି । ଯାହା ଫଳରେ ସମଗ୍ର ବିଶ୍ଵ ଏହା ଜାଣି ପାରି ନାହିଁ କି ଏଲିଅନ ମାନଙ୍କର ଉପସ୍ଥିତି ବାସ୍ତବରେ ରହିଛି ନା ବହୁ ନା ଏହା କେବଳ ମନ ଗଢା ଗଳ୍ପ ।

ବର୍ତ୍ତମାନ ଏହି ଘଟଣା କୁ ଦେଖିବା ପରେ କେହି ମଧ୍ୟ ବିଶ୍ଵାସ କରିବେ କି ବାସ୍ତବରେ ଏହି ଦୁନିଆରେ ଏଲିଅନ ମାନଙ୍କର ଉପସ୍ଥିତି ରହିଛି ବୋଲି ।ଏହାକୁ ଦେଖିବା ପାରେ ବର୍ତ୍ତମାନ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *