୨୩.୪୪ କୋଟି କର୍ମଚାରୀଙ୍କ ଖାତାକୁ ଟଙ୍କା ପଠାଇଲେ କେନ୍ଦ୍ର ସରକାର, ଏମିତି ଚେକ୍ କରନ୍ତୁ ବାଲାନ୍ସ…

ଏବେ ଏବେ ସରକାର ଦେଶ ଦୁନିଆରେ ବହୁତ୍ କିଛି ଉନ୍ନତି କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ଗଲେ ଭି । ସରକାର ଙ୍କ କାମକୁ ସୁରୁଖୁରୁ ଭାବରେ ତୁଲାଇବା ପାଇଁ ସରକାର ଗ୍ରାମ ପଞ୍ଚୟ ଓ ସହରାଞ୍ଚଳ ରେ ବହୁତ୍ କିଛି ବ୍ୟକ୍ତି ବିଶେଷ ଗଠନ କରିଛନ୍ତି । କେବଳ ଏତିକି ନୁହଁ ସରକାର ମଧ୍ୟ ନୀୟଯିତ କରିଥିବା ସମସ୍ତ ଲୋକ ଙ୍କୁ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । କିଛି କିଛି ସ୍ଥାନ ରେ ସରକାର ଙ୍କ ସଳଖ ନଜର ପଡ଼ି ପାରୁଥିବା ବେଳେ ଏମିତି ଆଉ କିଛି କିଛି ସ୍ଥାନ ରହିଛି ଯେଉଁ ମାନେ ସରକାର ଙ୍କ ଠାରୁ କୌଣସି ଆର୍ଥିକ ହେଉ ଅବା ଅନ୍ୟ ପ୍ରକାର ସାହାଯ୍ୟ ପାଇ ପାରୁନାହାନ୍ତି । ଆଜ୍ଞା ଆପଣ ମାନେ ନିହାତି ଭାବରେ କୌଣସି ନା କୌଣସି ସ୍ଥାନ ରେ କାର୍ଯ୍ୟରତ ଥିବେ ସେ ସରକାରୀ ହେଉ ଅବା ବେସରକାରୀ ଚାକିରୀ ହେଉ ।

ସରକାରୀ ଚାକିରୀ କରୁଥିବା ଓ ବେସରକାରୀ ଚାକିରି କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆସିଲା ବିଚିତ୍ର ଖବର । ଖବର ଟି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ଆପଣ ଙ୍କ ଚାକିରି ର ନିୟମ ଅନୁସାରେ କିଛି ନା କିଛି ପରିବର୍ତ୍ତନ ଆସିଥାଏ । ଆଜି ର ଏହି ଖବର ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ମାନେ ବର୍ଷ କୁ ୩୦୦ ଦିନ ଛୁଟି ପାଇ ପାରିବେ ଏହି ନିୟମ ଟି ବହୁତ୍ ଆଗରୁ କାର୍ଯ୍ୟକାରୀ ହେବ ବୋଲି ଖବର ଆସୁଥିଲା ହେଲେ ସାମାନ୍ୟ କିଛି କାରଣ ପାଇଁ ଏହା କାର୍ଯ୍ୟକାରୀ ହୋଇ ପାରୁନଥିଲା । ହେଲେ ଏବେ ଯାହା ଜଣା ପଡ଼ିଛି ଏହି ନିୟମ ଟି ୨୦୨୨ ରୁ କାର୍ଯ୍ୟ କରି ହେବ । ଆହୁରି ମଧ୍ୟ ଆପଣଙ୍କ ସାଲେରୀ ରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିପାରେ । ଇପିଏଫଓ ୨୩.୪୪ କୋଟି ଚାକିରୀଆଙ୍କ ଖାତାରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫୦ ପ୍ରତିଶତ ସୁଧ ଦେଇଛି ।

ସୁଧ ଦର ୭ ବର୍ଷର ନିମ୍ନ ସ୍ତରରେ:-

ଇପିଏଫଓ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସୁଧ ଦରରେ ବିନା ପରିବର୍ତ୍ତନରେ ୮.୫ ପ୍ରତିଶତ ରହିଥାଏ ଯାହା ଗତ ବର୍ଷ ୭ ବର୍ଷର ନିମ୍ନ ସ୍ତରର ସୁଧ ଦର ରୂପେ ପରିଣତ ହୋଇଥାଏ ।

୧. ମିସ୍ଡ କଲରୁ ଜାଣନ୍ତୁ ବାଲାନ୍ସ:-

ଆପଣ ଙ୍କ ର ଯଦି ପିଏଫର ପଇସା ଜାଣିବା ପାଇଁ ଚାହୁଛନ୍ତି ତେବେ ଆପଣଙ୍କ ଫୋନ୍ ନମ୍ୱର୍ ସହିତ ପାନ୍ ଓ ଆଧାର ଲିଙ୍କ ହେବା ଜରୁରି । ତା ପରେ ଯଦି ଆପଣ ନିଜ ରେଜିଷ୍ଟର ହୋଇଥିବା ଫୋନ୍ ନମ୍ବର ରେ ୦୧୧-୨୨୯୦୧୪୦୬ରେ ମିସ୍ଡ କଲ୍ କରିଲେ ଆପଣକୁ ସମସ୍ତ ତଥ୍ୟ ମିଳିଯିବ ମେସେଜ ଜରିଆରେ ।

୨. ଅନଲାଇନ୍ ଚେକ୍ କରନ୍ତୁ ବାଲାନ୍ସ:-

ଅନଲାଇନ୍ ବାଲାନ୍ସ ଚେକ୍ କରିବା ପାଇଁ ଆପଣ ଇପିଏଫଓର ୱେବସାଇଟରେ ଲଗ୍ ଇନ୍ କରନ୍ତୁ, epfindia.gov.inରେ ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ ତା ପାରେ ଆପଣଙ୍କୁ ଇ-ପାସବୁକରେ କ୍ଲିକ୍ କରିବା ପରେ ଏକ ନୂଆ ପେଜ passbook.epfindia.gov.in କୁ ଆସିବେ । ତା ପରେ ସବୁ କିଛି ତଥ୍ୟ ପାଇଯିବେ ।

୩. UMANG ଆପରେ ମଧ୍ୟ ଚେକ୍ କରିପାରିବେ ବାଲାନ୍ସ:-

ଉମଙ୍ଗ ଆପ୍ ଦ୍ଵାରା ଭି ଆପଣ ନିଜ ଦରମା ହିସାବ ରେ ଭଲ ଭାବରେ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *