୫ ଜଣଙ୍କ ସ୍ୱାମୀଙ୍କ ଠାରେ କିପରି ଭାବରେ ରାତ୍ରି ଯାପନ କରୁଥିଲେ ଦ୍ରୌପଦୀ ! ଜାଣିଲେ ଅବାକ ହୋଇଯିବେ !

ଆମେ ସଦା ସର୍ବଦା ପୁରାଣ ,ପୁଥି ଆଦି ସମ୍ବନ୍ଧ ରେ ବହୁତ୍ ଭଲ ଭାବରେ ଜାଣିଛୁ । ପୂର୍ବ ସମୟରେ ହେଉଥିବା ନାନା ପୌରାଣିକ ଘଟଣା ସମ୍ବନ୍ଧ ରେ ଆମେ ବିଭିନ୍ନ ପୌରାଣିକ ଘଟଣା ମାନଙ୍କ ବିଷୟରୁ ଜଣିଥାଉ । ଆପଣ ମାନେ ମହାଭାରତ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ମହାଭାରତ ରେ ବହୁତ୍ ଭଲ ଭଲ ଚରିତ୍ର ବିଷୟରେ ଆପଣ ମାନେ ଖୁବ୍ ଭଲ ଭାବରେ ଜାଣିଥିବେ । ସେଥିରେ ମାତା ଦ୍ରୌପଦୀ ଙ୍କ ଚରିତ୍ର ସମ୍ପୂର୍ଣ ଅଲଗା । ସେ ଅଗ୍ନି କନ୍ୟା ହିସାବ ରେ ସମସ୍ତ ସ୍ଥାନ ରେ ପରିଚିତ। ସେ ଅଗ୍ନି ରୁ ଜାତ ହୋଇଛନ୍ତି ।

ଦ୍ରୁପଦ ରାଜା ଙ୍କ କନ୍ୟା ହିସାବ ରେ ସେ ସମସ୍ତ ସ୍ଥାନ ରେ ପରିଚିତ । ଦ୍ରୁପଦ ଙ୍କ ଯଜ୍ଞ ରୁ ଦ୍ରୋପଦି ଜନ୍ମ ହୋଇଥିବା ରୁ ତାଙ୍କୁ ଯାଜ୍ଞସିନୀ ବୋଲି କୁହା ହୋଇଥାଏ । ତାଙ୍କର ସ୍ଵୟଂ ବର ରେ ତାଙ୍କୁ ଅର୍ଜୁନ ଜିତି ଆସିଥିବା ବେଳେ ତାଙ୍କ ମାତା ଭଗବାନ ଙ୍କ ପୂଜା କରୁଥିବା ସମୟରେ ଯାଇ କହିଥିଲେ ମାଆ ଦେଖ ମୁଁ ସ୍ୱାୟାଂ ବର କୁ କଣ ଜିତିକି ଆଣିଛି ତାଙ୍କ ମା ଙ୍କ ସାମାନ୍ୟ ଭୁଲ ପାଇଁ ଦ୍ରୋପଦୀ ଙ୍କୁ ପାଞ୍ଚ ଭାଇ ଙ୍କ ଭିତରେ ବାଣ୍ଟି ଦେଇଥିଲେ ।

ଯୁଧିଷ୍ଟିର, ଭୀମ,ଅର୍ଜୁନ , ନକୁଳ,ସହଦେବ ଙ୍କ ମଧ୍ୟରେ ମାତା ଦ୍ରୌପଦୀ ଙ୍କୁ କୃଷ୍ଣ ଙ୍କ କହିବା ଅନୁସାରେ ଭାଗ କରା ହୋଇଥିଲା । ଏହି ସମ୍ବନ୍ଧ ରେ ଯେତେବେଳେ ଦ୍ରୁପଦ ଜାଣିଥିଲେ ସେ ଖୁବ୍ ଚିନ୍ତିତ ଥିଲେ । ତା ପରେ ଯାହା ଜଣା ପଡିଥିଲା କି ପୂର୍ବ ଜନ୍ମ ରେ ପ୍ରଭୁ ଶିବ ଙ୍କ ଠାରୁ ବରଦାନ ପାଇଥିଲେ ଅଗ୍ନି କନ୍ୟା କି ସେ ଏହି ଜନ୍ମ ରେ ୫ ଟି ସ୍ବାମୀ ଙ୍କ ସ୍ତ୍ରୀ ହେବେ। ଆଉ ସେ ଗୋଟିଏ ସ୍ବାମୀ ଠାରେ ଗୋଟିଏ ରାତି ବିତାଇବା ପରେ ପରେ ସେ ପୂର୍ବ ପରି କୁମାରୀ ହୋଇଯିବେ । ସେ ପୁଣି ଥରେ ନିଜର କୁମାରୀ ତ୍ୱ କୁ ଫେରି ପାଇବେ । ସେ ଠିକ୍ ସେହି ଭଳି ଭାବେ ଏହି ୫ ଭାଇ ଙ୍କ ଠାରେ ରାତ୍ରି ଯାପନ କରୁଥିଲେ ।

Leave a Reply

Your email address will not be published. Required fields are marked *